ସାମ୍ବାଦିକ ଅରିନ୍ଦମଙ୍କ ମୃତ୍ୟୁକୁ ନେଇ କିଛି ଏମିତି କହିଲେ Sura Rautray, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦୂସାହସିକ ସାମ୍ବାଦିକ ଅରିନ୍ଦମ ଆଜି ଆଉ ଆମ ଗହଣରେ ନାହାନ୍ତି । ଏହି ଭିଡିଓ ରେ ବରିଷ୍ଠ ନେତା ହୁଅନ୍ତୁ କି ରାଜନୈତିକ ହୁଅନ୍ତୁ କି ପ୍ରଶାସନ ହୁଅନ୍ତୁ କି ବିଧାୟକ ହୁଅନ୍ତୁ କି ଜିଲ୍ଲାପାଳ ହୁଅନ୍ତୁ ସମସ୍ତେ କଟକ ବଡ ମେଡିକାଲରେ ସାମ୍ବାଦିକ ଅରିନ୍ଦମ ଙ୍କ ଶେଷ ଦର୍ଶନ କରିବାକୁ ଆସିଛନ୍ତି । ଅନେକ ଚେଷ୍ଟା ଓ ପ୍ରାୟାସ ହେବ ପରେ ମଧ୍ୟ ଅରିନ୍ଦମଙ୍କ ଜୀବନ ରକ୍ଷା ହୋଇ ପାରିଲା ନାହି । ଶେଷରେ ସେ ସବୁ ଦିନ ପାଇଁ ଏ ଦୁନିଆରୁ ବିଦାୟ ନେଇଛନ୍ତି । ଏହି ଭିଡିଓ ରେ ସାମସ୍ତେ ଅରିନ୍ଦମ ଆମର ରହେ ବୋଲି ନାରା ଦେଉଛନ୍ତି ବୋଲି ଜଣା ପଡୁଛି ।

ସାମ୍ବାଦିକ ଅରିନ୍ଦମ ଙ୍କ ଶେ-ଷ କୃ-ତ୍ୟରେ ସାମିଲ ହୋଇଛନ୍ତି ସୁର ରାଉତରାଏ । ଅରିନ୍ଦମ ଙ୍କ ବିଷୟରେ ସୁର ରାଉତରାଏ ନିଜ ରାଏ ରେ କହିଛନ୍ତି ଯେ ସେ ବହୁତ ସାହସୀ ସାମ୍ବାଦିକ ଅଟନ୍ତି । ଅନେକ ଥର ସେ ତାଙ୍କର ଇଣ୍ଟର ବିୟୁ ନେଇଛନ୍ତି । ଅରିନ୍ଦମ ଏମିତି ଜଣେ ସାମ୍ବାଦିକ ଥିଲେ ଯିଏ ନିଜର ଜୀବନକୁ ଖାତିର ନ କରି ତଥ୍ୟ ସଂଗ୍ରହ କରିଥାନ୍ତି । ଅରିନ୍ଦମ ବନ୍ୟା, ବାତ୍ୟା, ସଭା ବା କୌଣସି ଦୁର୍ଘଟଣା ସ୍ଥାନରେ ଆଗରେ ଯାଇ ତଥ୍ୟ ସଂଗ୍ରହ ଅକରିବାକୁ ପଛେଇ ନ ଥିଲେ । ସୁର ରାଉତରାଏ ସାମବାଦିକ ଅରିନ୍ଦମ ଙ୍କ ସାହସିକତା କୁ ସଲାମ କରୁଛନ୍ତି ବୋଲି ନିଜ ରାଏ ରେ କହିଛନ୍ତି ।

ସୁର ଭାଇ ଏଭଳି ସାମ୍ବାଦିକ କେଉଁଠି ଦେଖି ନାହାନ୍ତି ବୋଲି କହିଛନ୍ତି । ସାମ୍ବାଦିକ ଅରିନ୍ଦମ ହାତୀକୁ ଉଦ୍ଧାର କରିବାକୁ ଯାଇ ତାଙ୍କର ଡିୟୁଟି ସମୟରେ ମୃ-ତ୍ୟୁ ହୋଇଛି ବୋଲି ସୁର ରାଉତରାଏ କହିଛନ୍ତି । ସୁର ଭାଇ ତାଙ୍କର ୫୦ ବର୍ଷ ଜୀବନ କାଳ ମଧ୍ୟରେ ଏଭଳି ସ୍ପଷ୍ଟବାଦୀଡି ଓ ସାହସୀ ଓ ନିସ୍ଵାର୍ଥପର ସାମ୍ବାଦିକ ଦେଖି ନାହାନ୍ତି ବୋଲି କହିଛନ୍ତି । ସୁର ରାଉତରାଏ କହିଛନ୍ତି ଯେ ସାମ୍ବାଦିକ ଅରିନ୍ଦମଙ୍କ ପରିବାର ରେ ଥିବା ତାଙ୍କ ସ୍ତ୍ରୀ ଓ ପୁଅର ଭରଣପୋଷଣ ପାଇଁ ଆର୍ଥିକ ସାହାଜ୍ଯ ଭାବେ ୫୦ ଲକ୍ଷ ଟଙ୍କା ଅନୁଦାନ କରାଯାଉ ।

ଅରିନ୍ଦମଙ୍କ ପରିବାର କୁ ଆର୍ଥିକ ସାହାଜ୍ଯ କରାଗଲେ ତାଙ୍କ ପରିବାର ସୁରକ୍ଷିତ ଭାବେ ଏ ସମାଜ ରେ ବଞ୍ଚିବେ ବୋଲି ସୁର ରାଉତରାଏ କହିଛନ୍ତି । ଆମେ ମାନେ ସମସ୍ତେ ସାମ୍ବାଦିକ ଅରିନ୍ଦମଙ୍କ ଆ-ତ୍ମା ଶାନ୍ତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *