ସାମାନ୍ଯ କିଛି ଟଙ୍କା ପାଇଁ ସ୍ତ୍ରୀକୁ ବିକି ଦେଲା ସ୍ଵାମୀ, ଆଉ ତା ପରେ ଯାହା ହେଲା ଶୁଣି ଆପଣ ବିଶ୍ଵାସ କରିପାରିବେନି

ସ୍ଵାମୀ ସ୍ତ୍ରୀର ସ-ମ୍ପ-ର୍କ ସାତ ଜନ୍ମର ସ-ମ୍ପ-ର୍କ ହୋଇଥାଏ । ଏମିତିରେ ଏହି ସ-ମ୍ପ-ର୍କରେ ବିଶ୍ଵାସ ଥିଲେ ହିଁ ଏହି ସ-ମ୍ପ-ର୍କ ସବୁଦିନ ପାଇଁ ରହିବ । କିନ୍ତୁ ବେଳେ ବେଳେ ଏହି ସ୍ଵାମୀ ସ୍ତ୍ରୀ ସ-ମ୍ପ-ର୍କକୁ ନେଇ ଏମିତି କିଛି ଖବର ସାମ୍ନାକୁ ଚାଲି ଆସେ ଯାହାକୁ ଶୁଣିବା ପରେ ସ୍ଵାମୀ ସ୍ତ୍ରୀର ସ-ମ୍ପ-ର୍କ ଉପରେ ବିଶ୍ଵାସ ଉଠିଯାଏ । ଏହିଭଳି କିଛି ଘଟଣା ସାମ୍ନାକୁ ଆସିଛି । ଯେଉଁଠି ଗୋଟିଏ ନି-ର୍ଲ-ଜ ସ୍ଵାମୀ ନିଜ ସ୍ତ୍ରୀକୁ ନିଜ ବ-ନ୍ଧୁ-କୁ ବି-କ୍ରି କରିଦେଲା । ତାହା ବି ପୁଣି ମାତ୍ର ୫୦୦ ଟଙ୍କାରେ ନିଜ ସ୍ତ୍ରୀକୁ ବି-କି ଦେଲା ଏହି ସ୍ଵାମୀ ।

ସ୍ଵାମୀର ବ-ନ୍ଧୁ ମହିଳା ସହ ଦୁ-ଷ୍କ-ର୍ମ କରିଥିଲା । ଏହିଭଳି ଘଟଣା ରାଜସ୍ଥାନର ସୀ-କା-ର ଜିଲ୍ଲାରୁ ଘଟିଛି । ସୂଚନା ପାଇବା ପରେ ପୋ-ଲି-ସ ଦୁ-ଷ୍କ-ର୍ମ କରିଥିବା ଅ-ଭି-ଯୁ-କ୍ତ ଗି-ର-ଫ କରି ଜେ-ଲ ପଠାଇ ଦେଇଛି ।

ଶୁକ୍ରବାର ଦିନ ଏହି ଅ-ଭି-ଯୋ-ଗ ସାମ୍ନାକୁ ଆସିବା ପରେ ପୋ-ଲି-ସ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କାରଣରୁ ୨୪ ଘଣ୍ଟା ମଧ୍ୟରେ ଅ-ଭି-ଯୁ-କ୍ତକୁ ଧରିବାରେ ସଫଳ ହୋଇଥିଲେ । ପୋ-ଲି-ସର କହିବା ଅଟେ କି ଅ-ଭି-ଯୁ-କ୍ତର ନାଁ ହେଉଛି ସୋନୁ ଶର୍ମା । ୨୧ ବର୍ଷ ପୀ-ଡ଼ି-ତା ମହିଳାର କହିବା ଅଟେ କି ସେ ମା-ୟୁ ନିବାସୀ ଜଣେ ବ୍ୟକ୍ତିକୁ ବିବାହ କରିଥିଲେ । କିନ୍ତୁ ଗତ ଗୁରୁବାର ଦିନ ସ୍ଵାମୀ ଓ ସ୍ତ୍ରୀ ଗୋଟିଏ ହୋଟେଲକୁ ଯାଇ ଥିଲେ ।

ଏହି ସମୟରେ ସୋନୁ ଶର୍ମା ନାମକ ଜଣେ ବ୍ୟକ୍ତି ସ୍ଵାମୀକୁ ତାଙ୍କ ସ୍ତ୍ରୀ ବଦଳରେ ୫୦୦ ଟଙ୍କା ଦେଇଥିଲେ । ସ୍ଵାମୀ ସେହି ଟଙ୍କାକୁ ନେଇ ସ୍ତ୍ରୀକୁ ସେହି ବ୍ୟକ୍ତିକୁ ବି-କ୍ରି କରିଦେଲେ । ସୋନୁ ମହିଳାଙ୍କୁ ଏକ ଜନ ଶୂନ୍ୟ ସ୍ଥାନକୁ ନେଇ ସେହି ସ୍ଥାନରେ ମହିଳା ସହ ଦୁ-ଷ୍କ-ର୍ମ କରିଥିଲେ । ମହିଳା ଜଣକ ଥା-ନାକୁ ଆସି ସୋନୁ ଶର୍ମା ନାଁରେ ପୋ-ଲି-ସ ନିକଟରେ ଅ-ଭି-ଯୋ-ଗ କରିଥିଲେ ।

ପୋ-ଲି-ସ ସଙ୍ଗେ ସଙ୍ଗେ ଅ-ଭି-ଯୁ-କ୍ତକୁ ଗି-ର-ଫ କରିଛି ଓ ମା-ମ-ଲାର ଯାଞ୍ଚ କରୁଛି । ବର୍ତ୍ତମାନ ସମୟରେ ଏହିଭଳି ଘଟଣା ବିଷୟରେ ଶୁଣିଲେ ବହୁତ ଆଶ୍ଚର୍ଯ୍ୟ ଓ ଆଚମ୍ବିତ ଲାଗୁଛି । ଆଜି ବି ଆମ ସମାଜରେ ଏହିଭଳି କିଛି ଲୋକ ଅଛନ୍ତି ଯେଉଁମାନେ ମାତ୍ର କିଛି ଟଙ୍କା ପାଇଁ ଏହିଭଳି ନିନ୍ଦନୀୟ କାମ କରୁଛନ୍ତି । ଏହିଭଳି ଲୋକମାନଙ୍କୁ ଉଚିତ ଦ-ଣ୍ଡ ଦେବା ଉଚିତ ।

Leave a Reply

Your email address will not be published. Required fields are marked *