କିଏ ଆପଣଙ୍କୁ ବହୁତ ପସନ୍ଦ କରୁଛନ୍ତି ? ଜାଣିବା ପାଇଁ ନିଶ୍ଚୟ ଦେଖନ୍ତୁ- Love Quiz

ହେଲୋ ସାଙ୍ଗ ମାନେ କେମିତି ଅଛନ୍ତି ଆପଣ ମାନେ । ଆଶା କରୁଛ ବହୁତ ଭଲରେ ଆଉ ଖୁସି ରେ ଥିବେ । ତେବେ ଆଜି ଆମେ ଆପଣଙ୍କ ପାଇଁ ମଜାଦାର କୁଇଜ ଗେମ ନେଇ ଆସିଛୁ । ଆଜିର ଆମର ବିଷୟ ବସ୍ତୁ ରହିଛି କି କିଏ ଅଛି ଯିଏ ଆପଣଙ୍କୁ ପାଇବା ପାଇଁ ପାଗଳ ହୋଇଥାଏ ବା ଆପଣ ବହୁତ ଭଲ ପାଇଥାଏ । ବାଛନ୍ତୁ ଯେ କୌଣସି ଗୋଟିଏ ନମ୍ବର ଆଉ ଜାଣନ୍ତୁ ନିଜର ଜବାବ । ଆପଣଙ୍କୁ ୨, ୩, ୮, ୯, ୬ ନମ୍ବର ମଧ୍ୟ ରୁ ଯେ କୌଣସି ଗୋଟିଏ ନମ୍ବର ଚୁଜ କରିବାକୁ ହେବ । କଣ ଲାଗୁଛି ଆପଣଙ୍କୁ ଆପଣଙ୍କର ଜବାବ କଣ ହୋଇପାରେ । ତେବେ ଆସନ୍ତୁ ଆଣିବା ଜବାବ ।

୧- ଯଦି ଆପଣ ନମ୍ବର ୨ ଚୁଜ କରିଥିଲେ ଆପଣଙ୍କର କୌଣସି ବନ୍ଧୁ ବା କ୍ଳାସ ମେତ ଆପଣଙ୍କୁ ପାଇବାକୁ ପାଗଳ ଭଳି ହେଉଛନ୍ତି । ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି । ସେ ଆପଣଙ୍କୁ ନିଜ ଠାରୁ ଅଧିକା ଭଲ ପାଉଛନ୍ତି । ସେ ଆପଣଙ୍କୁ ଛାଡି ଗୋଟେ ମୂହୁର୍ତ୍ତ ବି ରହି ପାରିବେ ନାହି ।

୨- ଯଦି ଆପଣ ନମ୍ବର ୩ ଚୁଜ କରିଛନ୍ତି ତେବେ ଆପଣଙ୍କ ସଚ୍ଚା ପ୍ରେମ ଆପଣଙ୍କୁ ପାଇବା ପାଇଁ ପାଗଳ ହେଉଛନ୍ତି । ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି । ଆପଣଙ୍କ ଲଭର ଆପଣଙ୍କୁ ଏତେ ଭଲ ପାଉଛନ୍ତି କି ହୁଏ ତ ଆଉ କେହି ଆପଣଙ୍କୁ ଏତେ ଭଲ ପାଉ ନ ଥିବେ ।

୩- ଯଦି ଆପଣ ନମ୍ବର ୬ ଚୁଜ କରିଛନ୍ତି ତେବେ ଯାହାକୁ ଆପଣ ଲାଇକ କରୁଥିଲେ ବା ଆପଣଙ୍କର ପୁରୁଣା ପ୍ରେମ ଆପଣଙ୍କୁ ପାଇବାକୁ ପାଗଳ ଭଳି ହେଉଛନ୍ତି । ସେ ଆପଣଙ୍କୁ ପାଇବାକୁ କିଛି ବା କରି ପାରନ୍ତି । ଆପଣ ଯାହାକୁ ଭୁଲି ସାରିଛନ୍ତି ସେ ପୁଣି ଥରେ ଆପଣଙ୍କ ଜୀବନରେ ଆସିବାକୁ ଯାଉଛନ୍ତି । ଆଉ ଆପଣଙ୍କୁ ନିଜର କରିବାକୁ ଚାହୁଁ ଛନ୍ତି ।

୪- ଯଦି ଆପଣ ନମ୍ବର ୯ ଚୁଜ କରିଛନ୍ତି ତେବେ ଆପଣଙ୍କ ସମ୍ପର୍କୀୟ ମଧ୍ୟ ରୁ କେହି ଜଣେ ଅଛନ୍ତି ଯିଏ ଆପଣଙ୍କୁ ପାଇବାକୁ ପାଗଳ ହେଉଛନ୍ତି । ସେ ଆପଣଙ୍କ ପ୍ରେମରେ ପୁରା ପାଗଳ ଅଛନ୍ତି ।

୫- ଯଦି ଆପଣ ନମ୍ବର ୮ ଚୁଜ କରିଛନ୍ତି ତେବେ ଆପଣଙ୍କ କ୍ରଶ ଆପଣଙ୍କୁ ପାଇବାକୁ ପୁରା ପାଗଳ ଅଛନ୍ତି । ଆପଣଙ୍କ କ୍ରଶ ଆପଣଙ୍କ ପ୍ରେମରେ ପଡି ଯାଇଛନ୍ତି ।

ବନ୍ଧୁଗଣ ଆପଣ ମାନେ କେଉଁ ନମ୍ବର ଚୁଜ କରିଲେ ଆଉ ଆପଣଙ୍କ ପ୍ରେମରେ କିଏ ପଡି ଯାଇଛନ୍ତି ଆମକୁ କମେଣ୍ଟ ମାଧ୍ୟମ ରେ ନିଶ୍ଚୟ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *