କୋର୍ଟ ସାମ୍ମନାରେ ସ୍ୱାମୀଙ୍କୁ ଗୋଡାଇ ଗୋଡାଇ ମାରିଲେ ସ୍ତ୍ରୀ, ଭାଇରାଲ ହେଲା Video

ନମସ୍କାର ବନ୍ଧୁଗଣ । ଆମ ଦେଶର ପ୍ରତେକ ଦିନ କିଛି ନା କିଛି ଘଟଣା ଘଟିବାରେ ଲାଗିଛି । ଆପଣ ମାନେ ଜାଣିଥିବେ ଯେ ପୁରୁଷ ମାନେ ମହିଳା ଙ୍କ ଉପରେ ଅ-ତ୍ୟା-ଚା-ର କରନ୍ତି । କିନ୍ତୁ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ନୂଆ ଘଟଣା ବିଷୟରେ ନେଇ ଆସିଛୁ ଯେଉଁଠାରେ ଜଣେ ମହିଳା ନିଜ ସ୍ଵାମୀଙ୍କୁ କୋର୍ଟ ଆଗରେ ଗୋଡେଇ ଗୋଡେଇ ମା-ରି-ଛ-ନ୍ତି । ଏହି ଭିଡିଓ ରେ ଜଣେ ମହିଳା ତାଙ୍କର ହୃଦୟ ବିଦାରକ କାହାଣୀ କହିଛନ୍ତି । ତାଙ୍କ କହିବା ଅନୁସାରେ ତାଙ୍କ ସ୍ଵାମୀ ତାଙ୍କ ସହ ରହିବାକୁ ଚାହୁଁ ନାହାନ୍ତି । ଯାହା ପାଇଁ ସେ କୋର୍ଟର ଦ୍ଵାରସ୍ଥ ହୋଇଛନ୍ତି ।

ସେହି ମହିଳା ଙ୍କ କହିବା ଅନୁସାରେ ତାଙ୍କ ସ୍ଵାମୀ ବିନା କାରଣରେ ତାଙ୍କ ଠାରୁ ଅଲଗା ହେବାକୁ ଚାହୁଁଛନ୍ତି । ତାଙ୍କର ଦୁଇ ବର୍ଷ ର ଗୋଟେ ପିଲା ମଧ୍ୟ ଅଛନ୍ତି । କୋର୍ଟ ରେ ଦୁହିଙ୍କର ବୁଝାମଣା ଚାଲିଥିବା ସମୟରେ ତାଙ୍କ ସ୍ଵାମୀ ହଟାତ କୋର୍ଟ ବାହାରକୁ ପଳାଇ ଆସିଥିଲେ । ଏହା ପରେ ଜଜ ଅନ୍ୟ ଏକ ଦିନରେ ଡେଟ ରଖିଛନ୍ତି । କୋର୍ଟ ବାହାରକୁ ଆସିବା ପରେ ମହିଳା ଙ୍କ ସ୍ଵାମୀ ତାଙ୍କ ଅନେକ ଖରାପ ଭାଷାରେ ଗା-ଳି ଗୁ-ଲ-ଜ କରିଛନ୍ତି । ଏହା ଶୁଣିବା ପରେ ସେଠାରେ ଉପସ୍ଥିତ ଥିବା ଅଙ୍ଗନବାଡି ଦିଦି ଓ ଅନ୍ୟ କିଛି ମହିଳା ମାନଙ୍କ ସହ ମିଶି ପୀ-ଡ଼ି-ତା ମହିଳା ତାଙ୍କ ସ୍ଵାମୀଙ୍କୁ ମା-ଡ ମା-ରି-ଛ-ନ୍ତି ।

ଏହି ଘଟଣା ଘଟିବା ସମୟରେ ସେଠାରେ ଥିବା ଲୋକ ମାନେ ଏହାର ଭିଡିଓ କରିଛନ୍ତି ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରସୋର ରେ ଭାଇରାଲ ହେବାରେ ଲାଗିଛି । ପୀ-ଡ଼ି-ତା ମହିଳାଙ୍କ କହିବା ଅନୁସାରେ ତାଙ୍କ ସ୍ଵାମୀ ତାଙ୍କ ପରିବାର ଲୋକଙ୍କ କଥାରେ ପଡି ତାଙ୍କ ସହ ଅ-ତ୍ୟା-ଚା-ର କରୁଛନ୍ତି । ମହିଳା ଙ୍କ କହିବା ଅନୁସାରେ ତାଙ୍କ ସ୍ଵାମୀ ଓ ନଣନ୍ଦ ତାଙ୍କୁ ଜୀବନରୁ ମା-ରି-ବା ପାଇଁ ଚେଷ୍ଟା କରିବାରୁ ସେ ଥାନାର ଆଶ୍ରୟ ନେଇଛନ୍ତି ।

ଦୀର୍ଘ ୪ ବର୍ଷ ହେବ ପୀ-ଡ଼ି-ତା ମହିଳା ତାଙ୍କ ଶାଶୁ ଘରେ ରହୁଥିଲେ ମଧ୍ୟ ତାଙ୍କ ସ୍ଵାମୀ ତାଙ୍କୁ ପଚାରୁ ନାହାନ୍ତି । ତେଣୁ ମହିଳା ଜଣକ କହିଛନ୍ତି ଯେ ତାଙ୍କ ସ୍ଵାମୀ ତାଙ୍କ ସହ ତାଙ୍କର ପିଲା କଥା ବୁଝାନ୍ତୁ । ଏହା ସହ ତାଙ୍କର ପିଲାର ସବୁ ଖର୍ଚ୍ଚ ଉଠାଇବା ସହ ତାଙ୍କର ଦାୟିତ୍ଵ ନିଅନ୍ତୁ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଅମାକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *