କୋଟିଏ ରେ ଗୋଟିଏ ଅଟନ୍ତି ଏହି ୪ ଟି ନାମର ଝିଅ | Ajira anuchinta

ଆମ ଜୀବନରେ ସବୁ ପ୍ରକାର କାମ ପାଇଁ ଆମେ ଏକ ନାରୀ ର ସାହାଜ୍ଯ ଦରକାର । ଯଦି ଦେଖିବା ପାଇଁ ଯିବା ତ ଜାଣି ପାରିବା କି ଆମେ ଆମ ଜ-ନ୍ମ ରୁ ହି ମା କୁ ଦରକାର କରି ଥାଉ । ଆମେ ଜ-ନ୍ମ ହେବା ପରେ ଭି ମା କୁ ଦରକାର କରୁ ଜ-ନ୍ମ ହେବା ପୂର୍ବ ରୁ ଭି ମା କୁ ଦରକାର କରୁ । ଆମ ସମାଜରେ ମହିଳା ମାନେ ଏକ ଗୁ-ରୁ-ତ୍ଵ ପୂର୍ଣ ଭୂମିକା ଗ୍ରହଣ କରିଛନ୍ତି । ଆମ ଭାରତରେ ଆମେ ତାଙ୍କୁ ପୂଜା କରି ଥାଉ । କିନ୍ତୁ ସବୁ ପ୍ରକାର ମହିଳା ଦୁନିଆ ରେ ଅଛନ୍ତି ଦେଖିବା ପାଇଁ ଗଲେ ଜାଣି ପାରିବା କି ମହିଳା ମାନେ ଅନେକ ପ୍ରକାର ଅଟନ୍ତି ।

କିନ୍ତୁ କିଛି ଏହି ଭଳି ମହିଳା ମାନେ ଅଛନ୍ତି ଯେଉଁ ମାନେ ଘରକୁ ସ୍ଵର୍ଗ ରେ ପରିଣତ କରି ଦିଅନ୍ତି । ସେମାନେ ସବୁ ପ୍ରକାର ଖୁଶି ଦେଇ ଥାନ୍ତି ଉଭୟ ବାପା ଘର ଓ ତାଙ୍କ ସାସୁ ଘର ଲୋକଙ୍କୁ । ତେବେ ଦେଖିବା ପାଇଁ ଗଲେ ଜାଣି ହେବକୀ ଆମେ କେଉଁ ସ୍ଵଭାବର ଝିଅ ମାନଙ୍କୁ ଏହି ଭଳି କହି ପାରିବା ।

ଯେଉଁ ମାନେ ନିଜ ପରିବାର ଚି-ନ୍ତା କରୁଥିବେ । ସାସୁ ଶଶୁର ଙ୍କ ସେବା କରୁଥିବ । ନିଜ ବାପା ମାଙ୍କ ଭଳି ସେମାନଙ୍କୁ ମାନୁ ଥିବା ସେହି ଝିଅ ମାନେ ଖୁବ ସୌଭାଗ୍ୟ ଶା-ଳି ଅଟନ୍ତି । ଏହି ଭଳି ଝିଅ ମାନଙ୍କ ସ୍ଵଭାବ ଶାଧାରଣତଃ ଜାତକ ରୁ ଜଣା ପଡି ଥାଏ । କିନ୍ତୁ ଦେଖିବା ପାଇଁ ଗଲେ ଏମାନଙ୍କ ନାମର ପ୍ରଥମ ଅକ୍ଷର ରୁ ମଧ୍ୟ ଆମେ ଏମାନଙ୍କ ସ୍ଵଭାବ ବିଷୟରେ ଜାଣି ପାରିବା ।

ତେବେ ଆସନ୍ତୁ ଜାଣିବା କି ଏହି ନାମ ଗୁଡିକ ବିଷୟରେ । ପ୍ରଥମ ନାମ ହେଉଛି “P” । ଏହି ନାମର ମହିଳା ମାନେ ଖୁବ ଶୀଘ୍ର ସବୁଙ୍କୁ ନିଜର କରି ନେଇ ଥାନ୍ତି । ଏମାନେ ସବୁ ବେଳେ ନିଜ କାମକୁ ପ୍ରାଧାନ୍ଯ ଦେବା ଅପେକ୍ଷା ସେମାନଙ୍କ ପରିବାର ରେ ଥିବା ବ୍ୟକ୍ତି ଙ୍କ ଉପରେ ଅଧିକ ପ୍ରାଧାନ୍ଯ ଦେଇ ଥାନ୍ତି । ଆମେ ଯଦି ଏମାନଙ୍କ ସ୍ଵଭାବ ଦେଖିବା ପାଇଁ ଜୀବା ତ ଜାଣି ପାରିବା କି ସେମାନେ କରୁଥିବା ପ୍ରତେକ କାମ ପରିବାର କୁ ଯୋଡି କି ରଖିଥାଏ ।

ଏହା ଅପରେ ଆସୁଥିବା ନାମ ହେଉଛି “R” ଏହି ନାମର ମହିଳା ମାନେ ସବୁ ବେଳେ ନିଜ ଜୀବନ ସାଥି ସହ ଓ ନିଜ ପରିବାର ସହ ସମୟ ବିତାଇବା ପାଇଁ ଭଲ ପାନ୍ତି । ଏହି ରାଶିର ଲୋକ ମାନେ ସବୁ ବେଳେ ନିଜ ବିଷୟରେ ଚି-ନ୍ତା କରିବା ଆଗରୁ ନିଜ ଜୀବନସାଥି ବିଷୟରେ ଚି-ନ୍ତା କରିଥାନ୍ତି । ଏହା ପରେ ଆସୁଥିବା ନାମ “S” ଏହି ନାମର ମହିଳା ମାନେ ଦେଖିବା ପାଇଁ ଖୁବ ଆକର୍ଷଣୀୟ ଅଟନ୍ତି ସେମାନେ କିଛି ଭି କରିବା ଗରୁ ଖୁବ ଭାବି ଚି-ନ୍ତି କରିଥାନ୍ତି ।

ଏହା ହିଁ କାରଣ ହେଉଛି କି ସେମାନେ ସବୁ ବେଳେ ନିଜ କୁ ଅଲଗା ବୋଲି ବିବେଚିତ କରନ୍ତି ସମାଜରେ । ଏହା ପରେ ନାମ ଆସେ “M” ଏହି ନାମର ମହିଳା ମାନେ ସବୁ ବେଳେ ନିଜ ପରିବାର ଓ ନିଜ ସମାଜର ସୁରକ୍ଷା ଚାହାଁନ୍ତି । ସେମାନେ ସବୁ ବେଳେ ଅନ୍ୟ କଥା ଆଗ ଚି-ନ୍ତା କରି ଥାନ୍ତି ଏହି ନାମର ମହିଳା ମାନେ ଦେଖିବା ପାଇଁ ଖୁବ ସୁନ୍ଦରୀ ମଧ୍ୟ ଅଟନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *