ଭୁବନେଶ୍ବର ସାରା ଲାଗିଲା ପୋସ୍ଟର, କୁଆଁରୀ ବୋହୁର ବୋହୁର ବର୍ଷା ହେଲେ ନିଖୋଜ…. ଦେଖନ୍ତୁ Video

ବର୍ତ୍ତମାନ ସମୟରେ ଫ୍ୟାନମାନେ ନିଜର ପସନ୍ଦିତା ଅଭିନେତା ଓ ଅଭିନେତ୍ରୀଙ୍କ ବିଷୟରେ ଜାଣିବା ପାଇଁ ଇଚ୍ଛୁକ ରହୁଛନ୍ତି । ସେଥିପାଇଁ ସେମାନଙ୍କର କୌଣସି ଭିଡିଓ ସାମ୍ନାକୁ ଆସିଲେ ତାଙ୍କର ଫ୍ୟାନମାନେ ସଙ୍ଗେ ସଙ୍ଗେ ତାକୁ ଦେଖିଥାନ୍ତି । ଏହା ସହିତ କହିଦେଉଛୁ କି ବର୍ତ୍ତମାନର ସବୁ କଳାକାରମାନେ ସୋସିଆଲ ମିଡିଆ ମାଧ୍ୟମରେ ନିଜର ଫ୍ୟାନମାନଙ୍କ ସହ ଯୋଡି ହୋଇ ଅଛନ୍ତି । ଯେଉଁମାନେ ନିଜର ପ୍ରତି ମୁହୂର୍ତର ଅପଡେଟ ସୋସିଆଲ ମିଡିଆରେ କରିଥାନ୍ତି ।

ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସମସ୍ତ ଧାରାବାହିକକୁ ଆପଣ ସମସ୍ତେ ନିଶ୍ଚିତ ରୂପରେ ଦେଖୁଥିବେ । ସେହି ସମସ୍ତ ଧାରାବାହିକ ମଧ୍ୟରେ କୁଆଁରୀ ବୋହୁ ସିରିଏଲକୁ ବି ଆପଣମାନେ ନିଶ୍ଚିତ ଦେଖୁଥିବେ । ଯାହାକି ବର୍ତ୍ତମାନ ସମୟରେ ଓଡିଆ ଦର୍ଶକମାନଙ୍କର ସବୁଠୁ ପସନ୍ଦିତା ସିରିଏଲ ମଧ୍ୟରୁ ଗୋଟିଏ ହୋଇ ଯାଇଛି ।

ଏହି ସିରିଏଲରେ ଅଭିନୟ କରୁଥିବା ବର୍ଷାଙ୍କୁ ଆପଣ ସମସ୍ତେ ନିଶ୍ଚିତ ଭାବରେ ଦେଖିଥିବେ । ଯାହାଙ୍କର ନାଁ ହେଉଛି ଲୁମରାନିଆ । ବର୍ଷା ଉର୍ଫ ଲୁମରାନିଆ ନିଖୋଜ ଅଛନ୍ତି ଓ ସେ ବର୍ତ୍ତମାନ ୱାନନ୍ଟେଡ ହୋଇ ଯାଇଛନ୍ତି । ଭୁବନେଶ୍ବରର କିଛି ରାସ୍ତାରେ ତାଙ୍କର ପୋଷ୍ଟର ଦେଖିବାକୁ ମିଳିଛି । ଯାହାକୁ ଦେଖିବା ପରେ ସମସ୍ତେ ଚମକି ଯାଇ ଥିଲେ । ଏମିତିରେ ସମସ୍ତେ ଚିନ୍ତା କରିବାକୁ ଲାଗିଲେ କି କଣ ସତରେ ବର୍ଷା ଉର୍ଫ ଲୁମରାନିଆ ନିଖୋଜ ହୋଇଗଲେ ।

କହିଦେଉଛୁ କି ଏହି ସମସ୍ତ ଫଟୋକୁ ବର୍ଷା ନିଜେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି । ଯେଉଁଥିରେ ସେ ନିଜକୁ ୱାନନ୍ଟେଡ ବୋଲି କହିଛନ୍ତି । କହିଦେଉଛୁ କି କୁଆଁରୀ ବୋହୁ ସିରିଏଲରେ ଆସନ୍ତା କିଛି ଦିନ ପରେ ଏହିଭଳି କିଛି ନଜର ଆସିବ ।

ଯେଉଁଥିରେ ବର୍ଷା ୱାନନ୍ଟେଡ ହୋଇ ଯାଇଛନ୍ତି । ଏହା ସହିତ ଭୁବନେଶ୍ବରର ଚତୁର୍ଦିଗରେ ଏହି ସବୁ ପୋଷ୍ଟର ଲଗାଯାଇଥିବାର ବର୍ଷା ନିଜେ ଦେଖୁଛନ୍ତି । କିନ୍ତୁ କହିଦେଉଛୁ କି ଏହା ସବୁ ସିରିଏଲର କାହାଣୀ ଅନୁସାରେ ହୋଇଛି ।

ଏହି ସିରିଏଲରେ ଏମିତି କିଛି କାହାଣୀ ଅଛି କି ଯେଉଁଥିରେ ବର୍ଷାକୁ ୱାନନ୍ଟେଡ କରି ଦିଆଯାଉଛି । ବର୍ଷା କୁଆଁରୀ ବୋହୁ ସିରିଏଲରେ ଏକ ନେଗେଟିବ ରୋଲରେ ଅଭିନୟ କରୁଛନ୍ତି । କାହାଣୀ ଅନୁସାରେ ବର୍ଷାଙ୍କ ଏହିଭଳି କିଛି ଦୃଶ୍ୟ ନଜର ଆସିବ । ବର୍ଷା ନିଜେ ନିଜର ଏହି ସବୁ ଫଟୋ ଗୁଡିକ ଶେୟାର କରି ନିଜେ ହିଁ ହସୁଥିବାର ଏକ ଇମୋଜି ଦେଇଥିଲେ । ବର୍ଷା ସତରେ ନିଖୋଜ ହୋଇ ନାହାନ୍ତି କି ସେ ସତରେ ୱାନନ୍ଟେଡ ନୁହନ୍ତି । ଏହା କେବଳ ଶୁଟିଙ୍ଗର ଗୋଟିଏ ପାର୍ଟ ।

Leave a Reply

Your email address will not be published. Required fields are marked *