Tv ଜଗତକୁ ଆଉ ଏକ ବଡ ଝଟକା, କୁମ କୁମ ଭାଗ୍ଯ Serialରେ ଅଭିନୟ କରୁଥିବା ଏହି ବଡ ଅଭିନେତ୍ରୀଙ୍କର ହେଲା ନିଧନ

କୁମ କୁମ ଭାଗ୍ୟ ଗୋଟେ ବଡ ସିରିୟାଲ ଅଟେ ଓ ବହୁତ ଲୋକ ପ୍ରିୟା ସିରିୟାଲ ମଧ୍ୟ । କିନ୍ତୁ ଏହି ଶୋରୁ ଗୋଟେ ବଡ ଦୁଃଖଦ ଖବର ଆସିଛି । ଏହି ସୋର ମୁଖ୍ୟ ଚରିତ୍ରରେ ଅଭିନ୍ନୟ କରୁଥିବା ଜରିନ ରୋଷନଙ୍କ ବ୍ୟବତିତ ଆଉ କେହି ଇନ୍ଦୁ ଦାଦି ଭାବରେ ନଜର ଆସିଥିଲେ ।

କୁମ କୁମ ଭାଗ୍ୟର ଇନ୍ଦୁ ଦାଦି ଚରିତ୍ରରେ ଜରିନା ରୋଷନ ଙ୍କୁ ବହୁତ ପସନ୍ଦ କରୁଥିଲେ । ସେ ଏହି ଚରିତ୍ରକୁ ସେ ଅତି ସୁନ୍ଦର ଭାବରେ ଅଭିନୟ କରୁଥିଲେ । ତାଙ୍କ ଅଭିନୟ ଏମିତି ଲାଗୁଥିଲାକି ସତ ଜୀବନରେ ଏମିତି କରୁଛନ୍ତି ବୋଲି ।

Image Courtesy: Google

ଏହି ଅଭିନେତ୍ରୀ ଜରିନ ୫୪ ବୟସରେ ପହଞ୍ଚି ପଡ଼ିଥିଲେ କିନ୍ତୁ ତାଙ୍କର ନିଧନ ହୋଇଛି ଅତି ଦୁଃଖର ବିଷୟ । ତାଙ୍କର ହୃଦଘାତରେ ମୃତ୍ୟୁବରଣ କରିଛନ୍ତି । ତାଙ୍କର ଅଚାନକ ମୃତ୍ୟୁ ଖରା ସୂନୀ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଅଭିନେତ୍ରୀଙ୍କ ପରିବାର ସହିତ ସିରିୟାଲ ଲୋକ ମାନେ ବହୁତ ଆଶ୍ଚର୍ଯ୍ୟ ହୋଇଛନ୍ତି ଏହି ଖବର ଶୁଣି । ଏହା ସହିତ ତାଙ୍କ ସହିତ ଅଭିନୟ କରୁଥିବା ସ୍ରୁତି ଝା ମଧ୍ୟ ତାଙ୍କର ଅନ୍ତିମ ଦର୍ଶନ କରିବାକୁ ଯାଇଥିଲେ ଓ ଗୋଟେ ପୋଷ୍ଟ କରି ତାଙ୍କର ଏହି ଅନ୍ତିମ ଖବର ଜଣାଇଥିଲେ ।

Image Courtesy: Google

ତାଙ୍କ ସ୍ମୃତିରେ ସ୍ରୁତି ଝା ଗୋଟେ ପୋଷ୍ଟ କରି ଯେଉଁଥିରେ ଜରିନା ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଏବଂ କ୍ୟାପ୍ସନରେ ଗୋଟେ ଦୁଃଖୀ ବାଲା ଇମୋଜି ସହିତ ଏସବୁ ପୋଷ୍ଟ କରିଥିଲେ । କୁମ କୁମ ଭାଗ୍ୟର ଆଉ ଏକ ଲୋକ ପ୍ରିୟ ଚରିତ୍ର ଅଭି ମେହେରା ମାନେ ସବରା ଆଲୁୱାଲିଆ ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେ ତାଙ୍କର ସେସ ପୋଷ୍ଟକୁ ଅଭିନେତ୍ରୀଙ୍କ ସହିତ ସେୟାର କରିଥିଲେ । ଶୋର ଆଉ ଜଣେ ଅଭିନେତା ଅନୁରାଗ ଶର୍ମା ମଧ୍ୟ ତାଙ୍କୁ ଆନ୍ତରିକ ଶ୍ରଦ୍ଧାଞ୍ଜଳି ଦେଇଥିଲେ, ସେ ଆହୁରି ମଧ୍ୟ ଲେଖିଥିଲେ ଜରିନା ବହତ ମଧୁର ପ୍ରକୃତିର ଓ ଜୀବନରେ ପରିପୂର୍ଣ ଥିଲେ ।

Image Courtesy: Google

ସେ ଆହୁରି ମଧ୍ୟ ଲେଖିଥିଲେ ସେ ଜଣେ ସ୍ପଷ୍ଟବାଦୀ ମହିଳା ଥିଲେ, ସେ ତାଙ୍କ କ୍ୟାରିଅର ବହୁତ ଭଲରେ ଆରମ୍ଭ କରିଥିଲେ ଓ ସେ ତାଙ୍କ ବାସ୍ତବ ଜୀବନରେ କୌଣସି ଯୋଧ୍ୟା ଠାରୁ କମ ନଥିଲେ ।ଏହି ଅଭିନେତ୍ରୀ କୁମ କୁମ ଭାଗ୍ୟ, ଓ ୟେ ରିସ୍ତା କ୍ୟା କେହେଲାତା ହେ, ରେ ମଧ୍ୟ ଅଭିନୟ କରିଥିଲେ । ସେ ଜଣେ ସ୍ପଷ୍ଟ ମହିଳା ଭାବେ କ୍ୟାମେରା  ଆଗକୁ ଓ ଚଳଚିତ୍ର ଜଗତକୁ ପ୍ରବେଶ କରିଥିଲେ । ସେ ଏବେ ଯେଉଁ ସ୍ଟେଜରେ ପହଞ୍ଚି ଥିଲେ କିଛି କମ ନୁହେଁ, ଏହା ସହିତ ସେ କିଛି ଚଳଚିତ୍ରରେ ମଧ୍ୟ କାମ କରିଥିଲେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *