କୁମ୍ଭ ରାଶି (Aquarius)ର ବ୍ୟକ୍ତି କାହିଁକି ଜୀବନରେ ମିଳିଥାଏ ଅଧିକ ଧୋକା? କେଉଁ ବୟସରେ ଖୋଲିବ ଆପଣଙ୍କ ଭାଗ୍ୟ…ଦେଖନ୍ତୁ ସଫଳତା ପାଇବାର 5ଟି ସୂତ୍ର

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କୁମ୍ଭ ଆରାଶିର ବ୍ୟକ୍ତି ଦୁଖରେ ଥିଲେ କଣ କରିବା ଉଚିତ ସେହି ବିଷୟରେ ଆଲୋଚନା କରିବାକୁ ଯାଉଛି । ଏମିତି କେଉଁ ଉପାୟ କରିବା ଦ୍ଵାରା ଧନର ଜାଗା ସଂପୂର୍ଣ୍ଣ ଭରି କି ରହିବ ତାହା ମଧ୍ୟ କହିବୁ । ତେବେ ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ୧୨ ଗୋଟି ରାଶି ରହିଛି । ସେଥି ମଧ୍ୟରୁ କୁମ୍ଭ ରାଶି ଅନ୍ୟତମ ଅଟେ । ଦୁନିଆର ପ୍ରତେକ ବ୍ୟକ୍ତିଙ୍କ ସ୍ଵପ୍ନ ରଖିଥାଏ ଧନ କମାଇବା ପାଇଁ । କିନ୍ତୁ ଅନେକ ଥର ଏମିତି ହୋଇଥାଏ ଅଧିକ ଧନ ବ୍ୟୟ ହୋଇଥାଏ ।

ଯେଉଁ ପର୍ସ ଆପଣଙ୍କର ଚିରା ଫଟା ହୋଇଥିବ ତେବେ ତାହାକୁ ପାଖରେ ରଖନ୍ତୁ ନାହି । ଏହା ସହ ପର୍ସ ରେ ପୁରୁଣା କାଗଜ, ଚିରା ଫୋଟୋ ରଖିବା ଅନୁଚିତ । ଯଦି ଆପଣଙ୍କର ପୁରୁଣା କାଗଜପତ୍ର ବା ରସିଦ ରହିଛି ତେବେ ତାହା ଉପରେ ରାହୁଙ୍କର ଦ୍ରୁଷ୍ଟି ରହିଥାଏ । ଯାହା ପାଇଁ ଟଙ୍କାର ବ୍ୟୟ ହୋଇଥାଏ । ଧନ ବ୍ୟୟ ହେବାର ଅନ୍ୟତମ କାରଣ ଗୃହର ବାସ୍ତୁ ଦୋଷ ମଧ୍ୟ ହୋଇପାରେ । ଏହା ବ୍ଯତୀତ ପର୍ସ ରେ ଖାଦ୍ୟ ସାମଗ୍ରୀ ଯେମିତିକି ପାନ ମସାଲା, ଚକୋଲେଟ ରଖନ୍ତୁ ନାହି ।

ଏହା ଫଳରେ ନେଗେଟିଭ ପ୍ରଭାବ ପଡିଥାଏ ଆଉ ଧନର ଅଭାବ ରହିଥାଏ । ମେଡ଼ିସିନ ରଖିଲେ ନେଗେଟିଭ ପ୍ରଭାବ ପଡିଥାଏ । ଲୁହା ଜାତୀୟ ଜିନିଷ ମଧ୍ୟ ରଖନ୍ତୁ ନାହି । ଏମିତି କିଛି ଜିନିଷ ରହିଛି ଯାହା ପାନ ନିଜର ପର୍ସ ରେ ରଖିଲେ ଧନ ଜନିତ ସମସ୍ଯା ଦୂର ହୋଇଥାଏ । ଯଦି ଆପଣ ନିଜ ପର୍ସ ରେ ଛୋଟ ଆକୃତିର ପିରାମିଡ ରଖନ୍ତି ବହୁତ ଲାଭଦାୟକ ହେବ । ରାତିରେ ଶୋଇବା ସମୟରେ ପର୍ସ ନିଜ ମୁଣ୍ଡ ଉପରକୁ ରଖିବେ ନାହି । ପର୍ସ ମଧ୍ୟରେ ନୋଟ କୁ ଜାକାଜକୀ କରିବା ଦ୍ଵାରା ଧନ ହାନି ହୋଇଥାଏ ।

ଏହା ଛଡା ନୋଟ ବା କେନ କୁ ଏକାଠି ରଖିବା ଅନୁଚିତ । ଏହା ବ୍ଯତୀତ ପର୍ସ ରେ ମୃତ ବ୍ୟକ୍ତିଙ୍କ ଫୋଟୋ ରଖନ୍ତୁ ନାହି । ଏହା ଅଶୁଭ ବିଚାର କରାଯାଏ । ପର୍ସରେ ଚାବି ରଖିବା ଅଶୁଭ ହୋଇଥାଏ । କୁମ୍ଭ ରାଶିର ବ୍ୟକ୍ତି ଶନିଦେବଙ୍କ ପ୍ରିୟା ରଙ୍ଗ କଳା ଓ ନୀଳ ରଙ୍ଗର ପର୍ସ ନିଜ ପାଖରେ ରଖିବେ ତେବେ ଶନିଙ୍କ ଅଶେଷ କୃପା ପ୍ରାପ୍ତ ହେବ । ପର୍ସ କୁ କିଣିବା ସମୟରେ କଳା ଓ ନୀଳ ବା ହାଲକା ନୀଳ ରଙ୍ଗର କିଣି ପାରିବେ । ଏମିତି ପର୍ସ ରହିଲେ ଧନର ଭାବ ହେବ ନାହି । ଆପଣଙ୍କ ପର୍ସ କେବେ ଖାଲି ହେବ ନାହି ।

ଗୃହରେ ଧନର ବୃଦ୍ଧି ହେବ । ଏହା ସହ କ୍ରିଷ୍ଟାଲ ବଲ ବା ସ୍ପଟିକର ଗଣେଶ ମୂର୍ତ୍ତି ରଖନ୍ତି ତେବେ ଅଧିକରୁ ଅଧିକ ଧନରେ ବୃଦ୍ଧି ହେବ । ଅଧିକାଂଶ ପୁରୁଷ ମାନେ ସ୍ପଟିକର ଓ ମହିଳା ମାନେ ଗଣେଶ ଙ୍କ ମୂର୍ତ୍ତି ପର୍ସ ରେ ରଖିଲେ ଲାଭଦାୟକ ହୋଇଥାଏ । ଏହା ବ୍ୟାପାରରେ ଧନ ବୃଦ୍ଧିର ସଂକେତ ଦେଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *