ଭାଇରାଲ ହେଲା Sidharth Shukla ଙ୍କ ଶେଷ ଜନ୍ମଦିନ ର ଭିଡିଓ, ସାଙ୍ଗ ମାନଙ୍କ ସହିତ କରୁଥିଲେ ଏମିତି ମସ୍ତି, ଦେଖନ୍ତୁ Video

ଟିଭି ଇଣ୍ଡଷ୍ଟ୍ରି ରେ ଛୋଟ ପରଦାରୁ ବଡ ପରଦା ରେ ଅଭିନୟ କରି ଲୋକପ୍ରିୟ ହାସଲ କରିଥିବା ଅଭିନେତା ହେଉଛନ୍ତି ସିଦ୍ଧାର୍ଥ ଶୁକ୍ଲା । ସେ ଅନେକ ଟିଭି ସିରିଏଲରେ ଦମଦାର ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । ଦର୍ଶକ ମାନେ ମଧ୍ୟ ତାଙ୍କୁ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ବହୁତ ସାରା ଭଲ ପାଇବା ଦେବା ସହ ତାଙ୍କ ଅଭିନୟର ତାରିଫ କରିଥାନ୍ତି । କିନ୍ତୁ ବର୍ତ୍ତମାନ ଏକ ଦୁଖର ଖବର ଆସି ପହଞ୍ଚିଛି । ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଆଉ ଏ ଦୁନିଆରେ ନାହାନ୍ତି । ଗତ ଗୁରୁବାର ଦିନ ତାଙ୍କର ହାର୍ଟ ଆଟାକ ଯୋଗୁ ମୃ-ତ୍ୟୁ ହୋଇଛି ବୋଲି ଡାକ୍ତର ମାନେ ଘୋଷଣା କରିଛନ୍ତି ।

ତେବେ ତାଙ୍କ ଶେଷ ଜନ୍ମ ଦିନ ପାଳନ କରିଥିବାର ଏକ ଭି-ଡି-ଓ ବର୍ତ୍ତମାନ ସୋ-ସି-ଲ ମି-ଡି-ଆରେ ଭା-ଇ-ରା-ଲ ହୋଇଛି । ଏହି ଭି-ଡି-ଓ ରେ ସିଦ୍ଧାର୍ଥ ଙ୍କୁ ତାଙ୍କ ପରିବାର ଲୋକଙ୍କ ସହ ତାଙ୍କର କିଛି ସମ୍ପର୍କୀୟ ଓ ସେହନାଜ ତାଙ୍କ ଜନ୍ମ ଦିନରେ ସରପ୍ରାଇଜ ଦେଇଛନ୍ତି । ଯାହା ଦେଖିବା ପରେ ସିଦ୍ଧାର୍ଥ ବହୁତ ଖୁସି ହୋଇ ଯାଇଛନ୍ତି । ତାଙ୍କର ପରିବାର ଲୋକେ ତାଙ୍କୁ ଉଠାଇ ଏ ଭଳି ବଡ ସରପ୍ରାଇଜ ଦେଇଛନ୍ତି । ସିଦ୍ଧାର୍ଥ ଙ୍କୁ ଟେକି ତାଙ୍କୁ ଝୁଲାଇ ଛନ୍ତି ତାଙ୍କ ପରିବାର ଲୋକେ ଯାହା ଏହି ଭି-ଡି-ଓ ରେ ଦୃଶ୍ୟ ହେଉଛି ।

ଏହା ଛଡା ଗୀତ ଗାଇ ଡ୍ୟାନ୍ସ କରି ସିଦ୍ଧାର୍ଥ ଙ୍କ ଜନ୍ମ ଦିନ ପାଳନ କରାଯାଉ ଥିବାର ଏହି ଭି-ଡି-ଓ ରେ ଜଣା ପଡୁଛି । ଏ ଭଳି ସରପ୍ରାଇଜ ଦେଖି ସିଦ୍ଧାର୍ଥ ସକ ହେବା ସହ ଏମିତି କିଏ କାହାକୁ ସରପ୍ରାଇଜ ଦିଏ ବୋଲି କହିଛନ୍ତି । ସିଦ୍ଧାର୍ଥ ତାଙ୍କ ପୁରା ପରିବାର ଓ ସେହନାଜ ଙ୍କ ସହ ନିଜ ଜନ୍ମ ଦିନ ଧୂମଧାମ ରେ ପାଳନ କରୁ ଥିବାର ନଜର ଆସୁଛନ୍ତି । ନିଜ ଜନ୍ମ ଦିନର ପାର୍ଟି ଦେଖି ସିଦ୍ଧାର୍ଥ କେତେ ଖୁସି ଅଛନ୍ତି ତାହା ଏହି ଭି-ଡି-ଓ ଜରିଆରେ ଆପଣ ମାନେ ଦେଖି ପାରିବେ ।

ତାଙ୍କ ପରିବାର ଲୋକେ ତାଙ୍କୁ ଝୁଲାଇ ତଳେ ପକାଇ ଦେଇଛନ୍ତି ଯାହା ପାଇଁ ସିଦ୍ଧାର୍ଥ ସେମାନଙ୍କୁ ହସି ହସି କିଛି କହୁଛନ୍ତି । ତେବେ ଶେଷ ଥର ପାଇଁ ସିଦ୍ଧାର୍ଥ ଶୁକ୍ଲା ନିଜର ଜନ୍ମ ଦିନ ବହୁତ ହସ ଖୁସିରେ ମନାଇ ଥିବାର ଜଣା ପଡୁଛି । ସିଦ୍ଧାର୍ଥ ତାଙ୍କ ପରିବାର ଓ ସାଙ୍ଗ ସାଥି ଙ୍କ ସହ ବହୁତ ମଜାମସ୍ତି କରୁଛନ୍ତି । ସେ ନିଜ ଜନ୍ମ ଦିନ ପାଳନ କୁ ନେଇ ବହୁତ ଏକ୍ସାଇଟେଡ଼ ଅଛନ୍ତି ଯାହା ଏହି ଭି-ଡି-ଓ ରୁ ଜଣା ପଡୁଛି । ଆଗରୁ କେବେ ଏଭଳି ଭାବେ ତାଙ୍କର ଜନ୍ମ ଦିନ ପାଳନ ହୋଇ ନ ଥିଲା ଯାହା ଏହି ଭି-ଡି-ଓ ରେ ପଲାଣ ହେବାର ନଜର ଆସୁଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *