ଲିଭରରେ ଖରାପ ହେବାକୁ ନେଇ ହେପେଟାଇଟିସ୍, ଫେଟି ଲିଭର୍, ଲିଭର୍ ସିରୋସିସ୍, ଏଲକୋହିଲିକ୍ ଲିଭର ଡିଜିଜ୍ ଓ ଲିଭର କ୍ୟାନସର ଭଳି ରୋଗ ହୋଇବାର ବିପଦ ଆସିଥାଏ । ଏମିତିରେ ଆଜି ଆମେ ଆପଣଙ୍କୁ ଏମିତି ଏକ ଜୁସ୍ ବିଷୟରେ କହିବାକୁ ଯାଉଛୁ । ଯାହାକି ବିଷାକ୍ତ ଟକ୍ସିନ୍ ସହଜରେ ବାହାର କରିଦିଏ । ଲିଭର୍ ଆମ ଶରୀରର ସବୁଠାରୁ ମହତ୍ତ୍ୱପୁର୍ଣ୍ଣ ଅଙ୍ଗ ଅଟେ । ଯାହା ବିନା ଜୀବନରେ କଳ୍ପନା କରି ହୁଏ ନାହିଁ ଆଜି ଏହି ସମୟରେ ବହୁତ ଲୋକ ଲିଭର୍ ସଂବନ୍ଧିତ ସମସ୍ୟା ସହ ଅସୁବିଧାରେ ଅଛନ୍ତି । ଯାହାର ମୁଖ୍ୟ କାରଣ ହୋଇଥାଏ ଅନିୟମିତ ଖାଇବା ପିଇବା ଓ ଭୁଲ୍ ଜୀବନଶୈଳୀ ।

ହଳଦୀ ଏକ ପ୍ରକାର ଔଷଧୀ ଅଟେ । କିନ୍ତୁ କଣ ଆପଣ ଜାଣିଛନ୍ତି ହଳଦୀ ଆମ ଲିଭରକୁ ସୁସ୍ଥ କରିବା ପାଇଁ ସାହାର୍ଯ୍ୟ କରେ । ହଳଦୀରେ ପ୍ରୋଟିନ୍ । ଫାଇବର । ଭିଟାମିନ୍ ସି । ଭିଟାମିନ୍ ଇ । ଭିଟାମିନ୍ କେ । ପୋଟାସିୟମ୍ । କ୍ୟାଲସିୟମ୍ । ଆଇରନ୍ । ମାଗ୍ନେସିୟମ । ଓ ଜସ୍ତା ପରି ପୋଷକ ତତ୍ତ୍ୱ ମିଳିଥାଏ । ଯାହାର ସେବନରେ ଆମ ଶରୀରେ ବହୁତ ଲାଭ ମିଳିଥାଏ । ହଳଦୀରେ ମିଳୁଥିବା କୁରକ୍ୟୁମିନ୍ ଲିଭର୍ ସଫା କରିବା ପାଇଁ ଗ୍ଲୁଟାଥିଓନ୍ ର ନିର୍ମାଣ କରିଥାଏ । ଏହି ମିଶ୍ରଣ ତିଆରି କରିବା ପାଇଁ ସବୁ ଠାରୁ ପ୍ରଥମେ ଏକ ଗିଲାସ ପାଣିରେ ୧/୪ ଚାମଚ ହଳଦି ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ । ଓ ତିଆରି ହୋଇଥିବା ମିଶ୍ରଣକୁ ସେବନ କରନ୍ତୁ । ଦିନରେ ଦୁଇଥର ସେବନ କରିବା ପରେ ଆପଣଙ୍କ ଲିଭର୍ ସଫା ହୋଇଯାଏ ।

ଯଦି ଆପଣ ଲିଭରକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି, ତେବେ ଜୁସ୍ କୁ ନିଜ ଡାଇଟ୍ ରେ ମିଶାନ୍ତୁ ।
୧) ଗାଜର- ଅଁଳାର ଜୁସ୍ : ଗାଜର ଜୁସ୍ କରିବା ପାଇଁ ଆପଣଙ୍କୁ ୧୫୦ ମିଲି ଗାଜରର ଜୁସ୍ । ୨୦ ମିଲି ଅଁଳାର ଜୁସ୍ କୁ ମିକ୍ସ କରି ସେଥିରେ କିଛି ଲୁଣ ମିଶାନ୍ତୁ । ସବୁଦିନ ଜଳଖିଆରେ ଜୁସ୍ କୁ ପିଅନ୍ତୁ । ଏହା ଆପଣଙ୍କ ଶରୀରରୁ ଗୋଟେ ସପ୍ତାହରେ ଲିଭର ସମସ୍ୟା ଦୂର କରିଦେବେ ।

୨) ପାଳଙ୍ଗ ଓ ବିଟ୍ ର ଜୁସ୍ : ବନାଇବା ପାଇଁ ଆପଣଙ୍କୁ ପାଳଙ୍ଗର ପତ୍ରରେ ୧୦୦ ମିମି ଲିଟର ଜୁସ୍ ବାହାର କରିଦିଅନ୍ତୁ । ଏବେ ଏହାକୁ ୩୦ ମିଲି ବିଟ୍ ର ଜୁସ୍ ମିଶାନ୍ତୁ । କେବଳ ଅଳ୍ପ କଳା ଲୁଣ ମିଶାନ୍ତୁ । ଏବେ ଆପଣ ଏହାକୁ ଖାଇ ସାରିବା ପରେ ସବୁଦିନ ସେବନ କରନ୍ତୁ । ଏହାର ସେବନରେ ଲିଭର୍ ଠିକ୍ ହୋଇଯିବ ଓ ରକ୍ତ ହୀନତା ରହିବ ନାହିଁ । ଯଦି ପିଲାଙ୍କୁ ଦେବେ ଏହି ଜୁସ୍ ଏଥିରେ ଗାଜର ଓ ଡାଳିମ୍ବ ମିଶାଇ ଦେଇ ପାରିବେ।

୩) କଦଳିର ଜୁସ୍ : ଏହି ପ୍ରକିୟା ପାଇଁ ଆପଣଙ୍କୁ ଦରକାର ହେବ କଦଳି, ହଳଦି, ଧନିଆଁ, ଲେମ୍ବୁ , କଳା ଲୁଣ, ଓ ଗିଲୋୟ ଦରକାର ହେବ । ଲିଭର୍ ରୁ ଆବର୍ଜନା ବାହାର କରିବା ପାଇଁ ଏହା ଫାଇଦା ଦେବ । ଲିଭର୍ ରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ଓ ଇମ୍ୟୁନିଟି ବଢାଇ ପାରିବ । ଏହାକୁ ବନେଇବାପାଇଁ ସବୁଠାରୁ ପ୍ରଥମେ କଦଳୀର ଚୋପାକୁ ବାହାର କରିଦିଅନ୍ତୁ । ଏହାପରେ କଦଳୀ, ଧନିଆଁକୁ ଗ୍ରାଇଣ୍ତ କରି ଏକ ଗିଲାସ ଜୁସ୍ ବାହାର କରିଦିଅନ୍ତୁ । ଏହାପରେ ୧ ଚାମଚ ହଳଦୀ, ୧ ଚାମଚ କଳା ଲୁଣ, ୧ ଚାମଚ ଲେମ୍ବୁର ରସ ଓ ୩୦ ମିଲି ଗିଲୋୟ ରସ ମିକ୍ସ କରନ୍ତୁ । ଆପଣଙ୍କ ଜୁସ୍ ତିଆରି ହୋଇଯିବ । ଲିଭରରୁ ଟକ୍ସିନ୍ ବାହାର କରିବା ପାଇଁ ଏହାକୁ ଏକ ଡ୍ରିକ୍ସ୍ ପରି ଖାଲି ପେଟରେ ସେବନ କରନ୍ତୁ । ଆପଣ ଏହି ଜୁସ୍ କୁ ସକାଳ ସମୟରେ ପିଅନ୍ତୁ । ଏହା ଛଡା ଆପଣ ଏହାକୁ ଭୋଜନ କରି ସାରିବା ପରେ ବି ପିଇ ପାରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।