Interesting Gk Questions – ମୁଁ ସବୁଜ, ମୋ ଛୁଆ କଳା, ଲୋକେ ମୋତେ ଛାଡି ମୋ ଛୁଆକୁ ଖାଇଥାନ୍ତି, ମୁଁ କିଏ ?

ଆପଣ ଜାଣିଥିବେ ଇଣ୍ଟରବିୟୁରେ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଏ । କିଛି ପ୍ରଶ୍ନ ଏମିତି ରହିଛି ଯାହା ବହୁତ ସହଜ ହୋଇଥିବା ବେଳେ ଅନ୍ୟ କିଛି ପ୍ରଶ୍ନ କଷ୍ଟକର ହୋଇଥାଏ । ତେବେ କିଛି ଲୋକ ମାନେ ଅନେକ ପ୍ରଶ୍ନର ଉତ୍ତର ଜାଣିଥିବା ବେଳେ ଆଉ କିଛି ଜାଣି ନ ଥାନ୍ତି । ତେବେ ଆଜିର ଆମର ବିଷୟ ବସ୍ତୁ ସାଧାରଣ ଜ୍ଞାନ ରହିଛି ଯାହା ପଥ ପଢୁଥିବା ପିଲା ମାନେ ଏହାକୁ ପଢି ପାରିବେ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ବିଷୟରେ ।

୧- ସମୁଦ୍ରରେ ଜୁଆର ଓ ଭଟ୍ଟା କେବେ ଆସିଥାଏ ?

ଉତ୍ତର- ପୂର୍ଣ୍ଣିମା ଓ ଅମାବାସ୍ୟା

୨- କେଉଁ ମସିହାରେ ଭାରତରେ ରେଳ ଚଳାଚଳ ଆରମ୍ଭ ହୋଇଥିଲା ?

ଉତ୍ତର- ୧୮୫୩ ରେ

୩- ଭାରତର ରାଷ୍ଟ୍ରୀୟ ଆଦର୍ଶ ବାକ୍ୟ “ସତ୍ୟମେବ ଜୟତେ” କେଉଁଠାରୁ ନିଆ ଯାଇଛି ?

ଉତ୍ତର- ମଣ୍ଡୁକ ଉପନିଷଦ

୪- ଇଂରେଜ ମାନେ ଭାରତରେ କେତେ ବର୍ଷ ଯାଏଁ ଶାସନ କରିଥିଲେ ?

ଉତ୍ତର- ୨୦୦ ବର୍ଷ ଯାଏଁ

୫- ପ୍ରକୃତରେ କିଏ ଅକ୍ଟୋବର ୨ ୧୬୦୮ ମସିହାରେ ଦୂରବୀକ୍ଷଣ ଯନ୍ତ୍ର ଉଦ୍ଭାବନ କରିଥିଲେ ?

ଉତ୍ତର- ହାନସ ଲିପରସେ

୬- ଏମାନଙ୍କ ମଧ୍ୟରୁ କେଉଁ ନଦୀର ଉତ୍ପତି ମଧ୍ୟ ପ୍ରଦେଶର ଅମରକଣ୍ଟକରୁ ହୋଇଅଛି ?

ଉତ୍ତର- ନର୍ମଦା

୭- ରାକେଶ ଶର୍ମା କେଉଁ ମହାକାଶ ଯାନରେ ମହାକାଶକୁ ଯାତ୍ରା କରିଥିଲେ ?

ଉତ୍ତର- ସୋୟୁଜ ଟି

୮- ୧୯୨୩ ମସିହାରେ ମୋତିଲାଲ ନେହେରୁ ଓ ସି.ଆଇ.ଦାସଙ୍କ ଦ୍ଵାରା ଗଠିତ ହୋଇଥିବା ପାର୍ଟିର ନାଁ କଣ ଥିଲା ?

ଉତ୍ତର- ସ୍ଵରାଜ ପାର୍ଟି

୯- ୧୮୯୬ ମସିହାର ଅଲମ୍ପିକ ଖେଳରେ ପ୍ରତହମ ବିଜେତାଙ୍କୁ କେଉଁ ପୁରସ୍କାର ଦିଆ ଯାଉ ନ ଥିଲା ?

ଉତ୍ତର- ଗୋଲ୍ଡ ମେଡାଲ

୧୦- ଭାରତର ଫ୍ଲାଗ ସାଙ୍ଗ ବିଜୟୀ ବିଶ୍ଵ ତ୍ରିରଙ୍ଗା ପ୍ୟାରା, ଝଣ୍ଡା ଉଞ୍ଚା ରହେ ହମାରା ର ଲେଖକ କିଏ ?

ଉତ୍ତର୦ ଶ୍ୟାମଲାଲ ଗୁପ୍ତା

୧୧- କେଉଁ ଜଙ୍ଗଲରେ ପାଣ୍ଡବ ମାନେ ତାଙ୍କର ୧୨ ବର୍ଷ ବନବାସ ମଧ୍ୟରୁ ଅଧିକାଂଶ ସମୟ ଅତିବାହିତ ଅକରିଥିଲେ ?

ଉତ୍ତର- କାମ୍ୟକ

୧୨- ହିନ୍ଦୁ ପୌରାଣିକ କଥା ଅନୁସାରେ ହିରଣ୍ୟ କାଶ୍ୟପୁର ଭଉଣୀର ନାଁ କଣ ଥିଲା ?

ଉତ୍ତର- ହୋଲିକା

୧୩- ଭାରତୀୟ ସମ୍ବିଧାନର କେଉଁ ଭାଗରେ ନାଗରିକର ମୌଳିକ ଅଧିକାର ବର୍ଣ୍ଣିତ ହୋଇଅଛି ?

ଉତ୍ତର- ଭାଗ ୩ ରେ

୧୪- LPG ଗ୍ଯାସ ଗନ୍ଧହୀନ କିନ୍ତୁ ଏଥିରେ କେଉଁ ଗ୍ଯାସ ମିଶି ଥିବାରୁ ଆମେ ଗ୍ଯାସ ଲିକ ହେଲେ ଜାଣିପାରୁ ?

ଉତ୍ତର- ଇଥାଇଲ ମର୍କଟପାନ

୧୫- ୧୯୨୮ ମସିହା ଫେବ୍ରୁଆରି ମାସରେ ହୋଇଥିବା ବର୍ଦ୍ଦୋଳି ଆନ୍ଦୋଳନରେ କିଏ ନେତୃତ୍ଵ ନେଇଥିଲେ ?

ଉତ୍ତର- ବଲ୍ଲଭଭାଇ ପଟେଲ

୧୬- ମୁଁ ସବୁଜ, ମୋ ଛୁଆ କଳା, ଲୋକେ ମୋତେ ଛାଡି ମୋ ଛୁଆକୁ ଖାଇଥାନ୍ତି ମୁଁ କିଏ ?

ଉତ୍ତର- ଗୁଜୁରାତି

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *