Love Quiz- ମାତ୍ର 10 ଟି ପ୍ରଶ୍ନର ଉତ୍ତର ଦେଇ ଜାଣନ୍ତୁ ଆପଣଙ୍କ ପାର୍ଟନରଙ୍କ ନାମ!!

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ପ୍ରତେକ ପ୍ରଶ୍ନ ପାଇଁ ଆପଣଙ୍କୁ ମାତ୍ର ୧୦ ସେକେଣ୍ଡ ସମୟ ଦିଆଯିବ । ସବୁ ପ୍ରଶ୍ନ ସହ କିଛି ଅପସନ ମଧ୍ୟ ରହିଛି ଯାହା ପ୍ରଶ୍ନର ଉତ୍ତର ଲୁଚି ରହିଛି । ଆପଣ ପ୍ରତେକ ପ୍ରଶ୍ନର ଉତ୍ତର ର ପଏଣ୍ଟ କୁ ମାନେ ରଖିବେ । ପ୍ରଶ୍ନ ଶେଷରେ ଆପଣ ପ୍ରତେକ ଟି ପଏଣ୍ଟକୁ ଯୋଡି ଜାଣି ପାରିବେ ଆପଣଙ୍କର ପାର୍ଟନର ଙ୍କ ନାମ କଣ ହେଲା ।

୧- କଣ ଆପଣଙ୍କୁ କେବେ ପ୍ରେମ ହୋଇଛି ?

୧- ହଁ, ଥରେ

୨- ଦୁଇ ଥର

୩- କିଛି ସମୟ ପୁବରୁ

୪- କେବେ ପ୍ରେମ ହୋଇ ନାହି

ଉତ୍ତର- ୪୦,୨୦,୩୦,୧୦

୨- ଆପଣ କେଉଁ ଜିନିଷର ଅଧିକ କେୟାର ନେଇଥାନ୍ତି ?

୧-ନିଜର ପସନ୍ଦର ବହି

୨- ପ୍ରେମ ପାତ୍ର

୩- ବନ୍ଧୁଙ୍କ ଦ୍ଵାରା ଦିଆଯାଇଥିବା କାର୍ଡ

୪- ଫିଲ୍ମ ଟିକେଟ

ଉତ୍ତର- ୨୦, ୪୦, ୩୦,୧୦

୩- ଆପଣ ଅଧିକ କାହାର ସହଯୋଗ ପସନ୍ଦ କରିଥାନ୍ତି ?

୧- ପରିବାରର

୨-ବନ୍ଧୁଙ୍କର

୩- ପଡୋଶିଙ୍କର

୪- କାହାର ବି ନୁହେଁ

ଉତ୍ତର- ୪୦,୩୦,୨୦,୧୦

୪- ଖୁସି ଥିଲେ ଆପଣ କଣ କରିବାକୁ ପସନ୍ଦ କରିଥାନ୍ତି ?

୧- ଜୋରରେ ହସିବା

୨- ଶାନ୍ତିରେ ରହିବା

୩- ଅଧିକ ଖୁସି ହେବା

୪- ଥଣ୍ଡା ରୁହନ୍ତି

ଉତ୍ତର- ୪୦,୧୦,୨୦,୩୦

୫- ଆପଣଙ୍କୁ କେଉଁ ଠାରୁ ପ୍ରେରଣା ମିଳିଥାଏ ?

୧- ସରପ୍ରାଇଜ ଗିଫ୍ଟରୁ

୨- ମଜାଦାର ଯୋକରୁ

୩- ସାଙ୍ଗଙ୍କ ଉପଦେଶରୁ

୪- ମୋଟିଭେସନ ଚିନ୍ତାରୁ

ଉତ୍ତର- ୪୦,୧୦,୨୦,୩୦

୬- ଆପଣଙ୍କ ପାଖରେ ପାର୍ଟନରଙ୍କ ପାଇଁ କଣ ଗୁରୁତ୍ଵ ପୂର୍ଣ୍ଣ ଅଟେ ?

୧- ସେ ଆପଣଙ୍କୁ ବୁଝିବେ

୨- କଥା ଆପଣଙ୍କ ସହ ସେୟାର କରିବେ

୩- ଘଣ୍ଟା ଘଣ୍ଟା ଧରି ଆପଣଙ୍କ ସହ କଥା ହେବେ

୪- ଅନ୍ୟ ଠାରୁ ଶିଖିବେ

ଉତ୍ତର- ୩୦,୪୦,୧୦,୨୦

୭- ଆପଣ ନିଜ ପାର୍ଟନରଙ୍କୁ ପରିବାର ସହ କେବେ ସାକ୍ଷାତ କରାଇବେ ?

୧- କିଛି ମାସର ସାକ୍ଷାତ ପରେ

୨- କିଛି ବର୍ଷ ପରେ

୩- ଯେବେ ଜରୁରୀ ହେବ

୪- ଦେଖା କରାଇବାକୁ ଚାହିଁବେନି

ଉତ୍ତର- ୪୦,୨୦,୩୦,୧୦

୮ : ଏକା ଥିବା ବେଳେ କଣ ଭାବିଥାନ୍ତି ?

୧- ଏକା ନ ଥାନ୍ତି

୨- ସାଙ୍ଗଙ୍କ ବିଷୟରେ

୩- ଖାସ ବ୍ୟକ୍ତିଙ୍କ ବିଷୟରେ

୪- କିଛି କଥା ନୁହେଁ

ଉତ୍ତର- ୨୦,୩୦,୪୦,୧୦

୯: ଯେବେ ଆପଣ ଅସୁବିଧାରେ ରହିଥାନ୍ତି କଣ କରନ୍ତି ?

୧- ଭୟ କରନ୍ତି

୨- ସାହାଜ୍ଯ ମାଗନ୍ତି

୩- ଏହାର ସମାନା କରନ୍ତି

୪- କିଛି ବୁଝି ପାରନ୍ତି ନାହି

ଉତ୍ତର- ୨୦,୩୦,୪୦,୧୦

୧୦: କଣ ପ୍ରଥମ ନଜରର ସାକ୍ଷାତ ପ୍ରେମ ହୋଇପାରେ ?

୧- ହଁ ହୋଇପାରେ

୨- ନାଁ ହୁଏନି

୩- ଜାଣିନାହି

୪- ହୋଇପାରେ

ଉତ୍ତର- ୪୦,୨୦,୧୦,୩୦

ଆପଣଙ୍କର ଉତ୍ତର ୧୦୦ରୁ ୧୫୦ ପଏଣ୍ଟ ରହିଛି ଆପଣଙ୍କ ପାର୍ଟନରଙ୍କ ନାଁ C,R,P,D,Y,U ଆରମ୍ଭହେବ । ଆପଣଙ୍କର ଉତ୍ତର ୧୬୦ରୁ ୩୦୦ ପଏଣ୍ଟ ରହିଛି ଆପଣଙ୍କ ପାର୍ଟନରଙ୍କ ନାଁ A,D,G,R,S,T,L,M,E,I ଆରମ୍ଭହେବ । ବନ୍ଧୁଗଣ ଆପଣଙ୍କୁ ପୋଷ୍ଟଟି ଭଲ ଲାଗିଲେ ଆମ ସହ ଆଗକୁ ରହିବାକୁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *