ଲୁଣ ଖାଉଥିଲେ ସାବଧାନ! ସାମ୍ନାକୁ ଆସିଲା ଭୟଙ୍କର ତଥ୍ୟ… ଜାଣନ୍ତୁ ପ୍ରତିଦିନ କେତେ ଲୁଣ ଖାଇବେ

ବନ୍ଧୁଗଣ ଲକ୍ଷ ଲକ୍ଷ ଲୋକ ଲୁଣ ପାଇଁ ହିଁ ମରିଯିବେ, ଲୁଣ ଖାଉ ଥିବା ଲୋକ ଆଉ ଏ ଦୁନିଆରେ ରହିବେ ନାହିଁ । କାରଣ ଲୁଣ ପାଲଟିଛି ଆପଣଙ୍କ ଶରୀର ପାଇଁ ସ୍ଲୋ ପଏଜନ । ଦର୍ଶକ ବନ୍ଧୁ ଆପଣ ଲୁଣ ଖାଉଛନ୍ତି କି ଯଦି ଖାଉ ଛନ୍ତି ତେବେ ଆପଣ ଏହି ମୂହୁର୍ତ୍ତରୁ ଲୁଣ ବନ୍ଦ କରି ଦିଅନ୍ତୁ । କାରଣ ଲୁଣ ପାଇଁ ଏବେ ଲକ୍ଷ ଲକ୍ଷ ଲୋକ ମରିଯିବା ଉପରେ । ସେମାନଙ୍କ ପାଖରେ ଏବେ ବହୁତ ଅଳ୍ପ ସମୟ ରହିଛି ।

ଚାହିଁଲେ ବି ସେମାନେ ଆଉ ବଞ୍ଚି ପାରିବେ ନାହିଁ । ପ୍ରତେକ ଲୋକଙ୍କର ଦୈନଦିନ ଜୀବନରେ ଲୁଣ ନିହାତି ଆବଶ୍ୟକ । ଖାଦ୍ୟ ଯେତେ ସ୍ଵାଦିଷ୍ଟ ହେଲେ ମଧ୍ୟ ଯଦି ସେଥିରେ ଲୁଣ ନ ପଡିବ ତେବେ ତାର କିଛି ମହତ୍ଵ ରହିବ ନାହିଁ । ତେବେ ସାରା ବିଶ୍ବରେ ଯଦି ଜଣେ ବ୍ୟକ୍ତି ପାଖାପାଖି 10.8 ଗ୍ରାମ ଲୁଣ ବ୍ୟବହାର କରୁଛି ତେବେ ଏହା ଆବଶ୍ୟକ ସୀମା ଠାରୁ ଢେର ଅଧିକ ।

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ WHO ପକ୍ଷରୁ ଲୁଣକୁ ନେଇ ଏକ ଭୟଙ୍କର ରିପୋର୍ଟ ଜାରି କରା ଯାଇଛି । ଲୁଣ ଦେଖିବାକୁ ଖାଇବାକୁ ସାଧାରଣ ଜଣା ପଡୁଥିଲେ ବି ଏହା ଆପଣଙ୍କ ଶତ୍ରୁ ପାଲଟିବାର ସମ୍ଭାବନା ବହୁତ ଅଧିକ । ଯଦି ଲୁଣର ବ୍ୟବହାର ସିମିତ ନ କରାଯାଏ ତେବେ ଆଗାମୀ 7 ବର୍ଷ ମଧ୍ୟରେ 70 ବର୍ଷରୁ ଅଧିକ ଲୋକ ମୃ-ତ୍ୟୁ ମୁଖରେ ପଡିବାର ଅଧିକ ସମ୍ଭାବନା ରହିଛି ।

ଏଥି ସହ ଅନେକ ରୋଗର ଶିକାର ମଧ୍ୟ ଆଶଙ୍କା ରହିଛି । ଲୁଣ ଖାଇବା ଦ୍ଵାରା ହେବାକୁ ଥିବା ବିପଦ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଏହି ରିପୋର୍ଟ ମାଧ୍ୟମରେ ବିଭିନ୍ନ ଦେଶର ସରକାରଙ୍କୁ ଅପିଲ କରା ଯାଇଛି । ଆମ ଶରୀର ପାଇଁ କେତେ ମାତ୍ରାରେ ଆୟୋଡିନର ଆବଶ୍ୟକତା ରହିଛି ସେ ନେଇ ପ୍ୟାକେଚଫୁଡ ଉପରେ ସ୍ପର୍ଷ୍ଟ ଭାବରେ ଲେଖିବାକୁ କୁହା ଯାଇଛି ।

ଅତ୍ୟଧିକ ଲୁଣ ସେବନ ଦ୍ଵାରା ହାର୍ଟ ଆଟାକ, ଷ୍ଟ୍ରୋକ ଏବଂ ହାଇ ବ୍ଲଡ଼ ପ୍ରେସର ଆଦି ସମସ୍ଯା ସୃଷ୍ଟି ହୋଇଥାଏ । ସାରା ବିଶ୍ଵରେ ବର୍ଷକୁ ହାର୍ଟ ଆଟାକରେ 1.8 କୋଟି ଲୋକ ମରୁ ଛନ୍ତି । ଭାରତରେ ମଧ୍ୟ ଏହି ସମସ୍ୟା 20 ଲକ୍ଷରୁ ଅଧିକ ରହିଛି । ତେଣୁ ଏହି ମୃ-ତ୍ୟୁ ସଂଖ୍ୟା ପାଇଁ ଅନେକ କ୍ଷେତ୍ରରେ ଲୁଣ ହିଁ ଦାୟୀ ହୋଇଥାଏ । ଏହା ସହ ଲୁଣ କାରଣରୁ 50 ଲକ୍ଷରୁ ଅଧିକ ଲୋକ ଷ୍ଟ୍ରୋକ ରେ ପ୍ରାଣ ହରାଇଥାନ୍ତି ।

କେବଳ ସୋଡିୟମ ଅତ୍ୟଧିକ ସେବନ ଫଳରେ ପ୍ରତେକ ବର୍ଷ 18 ଲକ୍ଷ ଲୋକ ମୃ-ତ୍ୟୁର ଶିକାର ହେଉଛନ୍ତି । ଏହା ଛଡା ଆଉ ଅନେକ ଲୋକ ଗମ୍ଭୀର ରୋଗରେ ପଡ଼ୁଛନ୍ତି । ବିଶେଷ କରି ପ୍ୟାକେଚ୍ଦ ପାକେଟ ଉପରେ ଲୁଣର ବ୍ୟବହାର କମ କରିବା ଉଚିତ । ଯାହା ଫଳରେ ଅନେକ ଲୋକଙ୍କର ଜୀବନ ବଞ୍ଚିବ । ପ୍ରତେକ ବ୍ୟକ୍ତି ମାତ୍ର ଏକ ଚାମଚ ଲୁଣ ବ୍ୟବହାର କରିବାକୁ କୁହାଯାଇଛି । ତା ହେଲେ ବନ୍ଧୁଗଣ ଯଦି ଆପଣ ଲୁଣ ଅଧିକ ଖାଉଛନ୍ତି ତେବେ ତୁରନ୍ତ ଏହାର ମାତ୍ର କମାଇ ଦିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *