ମା’ ହେବା ଖୁସିରେ ନାଚି ଉଠିଲେ ଅଭିନେତ୍ରୀ Anisha Sharma, ଦେଖନ୍ତୁ Video

ବନ୍ଧୁଗଣ, ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ଶୁଭାଶିଷ ଏବଂ ଅଭିନେତ୍ରୀ ଆନିଶା ଙ୍କୁ ବହୁତ ସିରିୟଲ ତଥା ଚଳଚ୍ଚିତ୍ର ମାନଙ୍କରେ ଅଭିନୟ କରି ଆସିଥିବାର ଦେଖି ଆସିଛନ୍ତି । ଆଜି ଆମ୍ଭେ କହିବାକୁ ଯାଉଅଛୁ ଯେ, ଆନିଶା ବର୍ତମାନ ପ୍ରେଗନେଣ୍ଟ ଥିବା ବେଳେ ବହୁତ ଖୁସିରେ ରହୁଛନ୍ତି ।

ପ୍ରଥମ ଥର ପାଇଁ ଆନିଶା ମା ହେବାକୁ ଯାଉଥିବା ବେଳେ ତାଙ୍କ ଖୁସିର ସୀମା ରହୁ ନାହିଁ । ନିକଟରେ ସେ ନିଜ ଘରର ବାଲ୍କୁନୀ ରେ ଛିଡା ହୋଇ ନାଚୁଥିବାର ଦୃଶ୍ୟ ନଜର ଆସିଅଛି । ଓଲିଉଡ ର ଜବରଦସ୍ତ ଯୋଡି ଆନିଶା ଏବଂ ଶୁଭାଶିଷ ପରସ୍ପରଙ୍କୁ ସୁ-ଟି-ଙ୍ଗ ସେ-ଟ ରୁ ଭଲ ପାଇ ଆସିଥିଲେ । ଏହାପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବର୍ତ୍ତମାନ ଆନିଶା ମା’ ହେବାକୁ ଯାଉଛନ୍ତି ।

ଉଭୟ ବହୁତ ଓଡିଆ ସିନେମା ତଥା ସିରିୟଲ ମାନଙ୍କରେ ଏକାଠି ଅଭିନୟ କରିଛନ୍ତି । ମାତ୍ର ବିବାହ ପରେ ସେ କୌଣସି ସିରିୟଲ ରେ ଅଭିନୟ କରୁଥିବାର ନଜରକୁ ଆସି ନାହାନ୍ତି । ବର୍ତ୍ତମାନ ସେ ଓଡିଆ ଫିଲ୍ମ ଜଗତରୁ ଦୂରରେ ରହିଛନ୍ତି । ମାତ୍ର ଶୁଭାଶିଷ ବର୍ତ୍ତମାନ ହେ’ ପ୍ରଭୁ ସିରିୟଲ ରେ ଅଭିନୟ କରୁଥିବାର ନଜର ଆସୁଛନ୍ତି । ଶୁଭାଶିଷ ନିଜର ଚମତ୍କାରୀ ଅଭିନୟ ଦ୍ଵାରା ଦର୍ଶକଙ୍କ ମନକୁ କିଣି ନେଇଛନ୍ତି ।

ସିରିୟଲ ଛଡା ଶୁଭାଶିଷ ଅନେକ ଚଳଚିତ୍ର ରେ ମଧ୍ୟ ଅଭିନୟ କରି ସାରିଛନ୍ତି । ମା’ ହେବାକୁ ଯାଉଥିବା ଖୁସି ରେ ଆନିଶା ନିଜ ଜୀବନର ପ୍ରତ୍ୟକ ମହତ୍ଵ ପୂର୍ଣ୍ଣ ମୂହୁର୍ତ୍ତ କୁ ସୋ-ସି-ଆ-ଲ ମି-ଡି-ଆ ରେ ତାଙ୍କ ଦର୍ଶକ ଙ୍କ ସହିତ ସେୟାର କରୁଛନ୍ତି । ଏହା ବ୍ୟତୀତ ସେ ନିଜ ବେବି ର କେୟାର ମଧ୍ୟ କରୁଛନ୍ତି । ସେ ସକାଳୁ ବ୍ୟାୟାମ ତଥା ୟୋଗା କରୁଛନ୍ତି ।

ଏହାଫଳରେ ତାଙ୍କ ଶିଶୁ ସଂପୂର୍ଣ୍ଣ ସୁସ୍ଥ ରହିବ । ଓଡିଆ ଇଣ୍ଡଷ୍ଟ୍ରୀ ର ଜଣେ ଜଣାଶୁଣା ଅଭିନେତ୍ରୀ ଭାବରେ ଆନିଶା ପ୍ରସିଦ୍ଧ । ଆନିଶା ଏବଂ ଶୁଭାଶିଷ ଙ୍କ ଯୋଡି ମଧ୍ୟ ବହୁତ ଚର୍ଚ୍ଚା କୁ ଆସିଥାଏ । ଉଭୟଙ୍କ ଯୋଡି ଓଲିଉଡ ର ସବୁଠାରୁ ସୁନ୍ଦର ଯୋଡି ଅଟେ । ଚଳଚ୍ଚିତ୍ର ଜଗତରେ ନିଜର ଅଭିନୟରେ ଯେଉଁଭଳି ଭାବରେ ସମସ୍ତଙ୍କ ମନ ମୋହୀନେଇଛନ୍ତି ଆନିଶା ବର୍ତ୍ତମାନ ସେ ନିଜ ଶାଶୁଘରେ ମଧ୍ୟ ପରିବାର ସଦସ୍ୟ ଙ୍କ ଦାଇତ୍ଵ ଉତ୍ତମ ରୂପେ ନିଭାଇ ଆସିଛନ୍ତି ।

ନିକଟରେ ଅନିଶା ଙ୍କର ପ୍ରଥମ ସାଦଖିଆ ହୋଇଥିଲା ଏଥିରେ ସେ ଶୁଭାଶିଷ ଙ୍କ ସହିତ ବେସ ଖୁସ ଥିବାର ନଜର ଆସୁଥିଲେ । ଶୁଭାଶିଷ ଆନିଶା ଙ୍କୁ ବହୁତ ଭଲ ପାଉଥିବା ବେଳେ ତାଙ୍କ ପ୍ରତ୍ୟକ କଥା ର ଧ୍ୟାନ ମଧ୍ୟ ରଖୁଛନ୍ତି । ଭଗବାନ ଙ୍କ ନିକଟରେ ପ୍ରାର୍ଥନା ଯେ ଆନିଶା ଏକ ସୁସ୍ଥ ଶିଶୁ ଙ୍କୁ ଜ-ନ୍ମ ଦିଅନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *