ମା’ ଲକ୍ଷ୍ମୀଙ୍କ କୃପାରୁ ଏହି ୭ଟି ରାଶିରେ ଆଜିଠାରୁ ହେବ ଧନବର୍ଷା, ମିଳିବ ଶୁଭ ସମାଚାର

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ରାଶିର ଲୋକମାନେ ସେମାନଙ୍କର ଖରାପ ସମୟରୁ ମୁକ୍ତି ପାଇବେ । ସରକାରୀ ଚାକିରି ସୁଯୋଗ ମିଳିବ । ଏହି ରାଶିର ଲୋକମାନଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଦାମ୍ପତ୍ୟ ଜୀବନରେ ସୁଖର ବାତାବରଣ ରହିବ । ଏହି ରାଶିର ଲୋକମାନେ ହଠାତ୍ ଉପକୃତ ହେବେ । ଆପଣଙ୍କର ଆତ୍ମବିଶ୍ଵାସ ଉଚ୍ଚା ରହିବ କିନ୍ତୁ ନକରାତ୍ମକ ଚିନ୍ତାଧାରା ଠାରୁ ଦୂରେଇ ରୁହନ୍ତୁ । ବାଣିଜ୍ୟ ଓ ବ୍ୟବସାୟରେ ସଫଳତା ହାସଲ କରିବେ । ଅଫିସରେ କେତେକ ସ୍ଥଗିତ କାମ ପାଇଁ ସ୍ଥଗିତ କୈଫିୟତ ଦେବାକୁ ପଡ଼ିପାରେ ।

ସଭାସମିତିରେ ଯୋଗ ଦେଇ ପ୍ରଶଂସିତ ହେବେ । ପରିବାରରେ ମତଭେଦ କାରଣରୁ ଭୁଲ୍‌ ବୁଝାମଣା ଜନିତ ସମ୍ପର୍କ ହାନି ଘଟିପାରେ । ମିତ୍ରଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ । ପାରିବାରିକ କ୍ଷେତ୍ରର ଅସନ୍ତୋଷ ଆପୋସ ଆଲୋଚନା ଦ୍ୱାରା ସମାଧାନ ହୋଇପାରିବ । ଭଲ ଚିନ୍ତା କଲେ ମଧ୍ୟ ଅନ୍ୟମାନେ ଆପଣଙ୍କ ମନୋଭାବକୁ ସହଜରେ ବୁଝିପାରିବେ ନାହିଁ । ପର କଥାରେ ପଡି ନିଜ ଲୋକଙ୍କୁ ଭୁଲ୍ ବୁଝିବେ ।

ନୂଆ ପରିଯୋଜନାର ଶୁଭାରମ୍ଭ କରିପାରନ୍ତି । ରାଶିରେ ରାହୁ ଓ ଚନ୍ଦ୍ରଙ୍କ ସଂଯୋଗ ଫଳରେ ନିଜର ପୂର୍ବ ଦୈନନ୍ଦିନ ଜୀବନଚର୍ଯ୍ୟାକୁ ବଦଳାଇବାକୁ ବାଧ୍ୟ ହେବେ । କର୍ମକ୍ଷେତ୍ରରେ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହେବେ । ସରକାରୀ କ୍ଷେତ୍ରରେ ସ୍ଥଗିତ ଥିବା କାମ ପୂରା ହେବ । ଅଫିସରେ ଆପଣଙ୍କୁ ନୂଆ ପରିଯୋଜନାର ଦାୟିତ୍ଵ ମିଳିବ । ପୂର୍ବଅପେକ୍ଷା ଆର୍ଥିକ କ୍ଷେତ୍ରରେ ବହୁତ ଭଲ ରହିବ । ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିଶେଷ ଭଲ ରହି ନ ପାରେ । ପରିବାରରେ ପାରସ୍ପରିକ ଶତ୍ରୁତା ମନୋଭାବରୁ ବିଚଳିତବୋଧ କରିପାରନ୍ତି । ସାମୟିକ ପେଟ ଓ ମୁଣ୍ଡ ରୋଗରେ କଷ୍ଟ ପାଇବେ ।

ଜୀବନରେ କିଛି ସକାରାତ୍ମକ ପରିବର୍ତ୍ତନ ଆସିବ । କର୍ମକ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେଇ କାମ ହାସଲ କରିପାରିବେ । କିନ୍ତୁ ଅତୀତର କେତେକ ଘଟଣାକୁ ସ୍ମରଣ କରି ମନ ଅସ୍ଥିର ରହିବା କାରଣରୁ କାମଗୁଡିକ ସମ୍ପନ୍ନ ହେବା କଷ୍ଟକର ହୋଇପାରେ । ବ୍ୟବସାୟ, ବାଣିଜ୍ୟରେ ସ୍ଥିତି ଉତ୍ତମ ଧାରଣର ରହିବ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ସକାଶେ ମନ ବଳାଇପାରନ୍ତି । ସଭାସମିତିରେ ଯୋଗ ଦେଲେ ମଧ୍ୟ କାହାରି ସପକ୍ଷ ନିଅନ୍ତୁ ନାହିଁ । ସମାଜରେ ମାନସମ୍ମାନ ଅକ୍ଷୁର୍ଣ୍ଣ ରହିବ ।

ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିବା ପରି ଆଶଙ୍କା ଦେଖାଦେବ । କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ, ନଚେତ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି । ସ୍ଵାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ରଖନ୍ତୁ । ତେବେ ଏହି ୭ଟି ଭାଗ୍ୟଶାଳୀ ରାଶି ହେଉଛନ୍ତି, ମେଷ,ମକର,ମିଥୁନ,କର୍କଟ,କନ୍ୟା,ତୁଳା, କୁମ୍ଭ ରାଶି । ଆଜିଠାରୁ ଆପଣମାନଙ୍କ ଭଲ ସମୟ ଆରମ୍ଭ ହେଉଛି । ଚଳିତ ସପ୍ତାହରେ ଆପଣ ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇପାରିବେ ।

ଆଶା କରୁଛୁ ଆପଣଙ୍କୁ ଏହି ପୋଷ୍ଟ ପସନ୍ଦ ଆସିଥିବ ତେବେ ଏଭଳି ଖବର ଦୈନଦିନ ଜାଣିବା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *