ମା’ଙ୍କ ମୃତ୍ୟୁ ପରେ ଗୁଡୁଙ୍କ ସ୍ୱାସ୍ଥ୍ୟବସ୍ତା ବର୍ତ୍ତମାନ ସିରିୟସ, ଦେଖନ୍ତୁ Video

ଓଡିଆ କମେଡିୟାନ ଓ ହାସ୍ୟ କଳାକାର ଗୁଡୁଙ୍କ ମା ଙ୍କ ଦେ-ହା-ନ୍ତ-ର ଖ-ବ-ର କିଛି ଦିନ ପୂର୍ବେ ହିଁ ଆସିଥିଲା । ଗୁଡୁଙ୍କ ମାଙ୍କ ମୃ-ତ୍ୟୁ ପରେ ତାଙ୍କର ପରିବାର ପୂରାପୂରି ଭା-ଙ୍ଗି ପଡିଛନ୍ତି । ଯଦି ଗୁଡୁଙ୍କ ବିଷୟରେ କହିବା ତେବେ ତାଙ୍କର ଅବସ୍ଥା ବହୁତ ଖ-ରା-ପ ଅଛି । ଗୁଡୁଙ୍କ ମାଙ୍କ ଏକ ଟ୍ରେନ ଦୁ-ର୍ଘ-ଟ-ଣା-ରେ ମୃ-ତ୍ୟୁ ବରଣ କରିଛନ୍ତି । ଗତ ଗୁରୁବାର ଦିନ ଗୁଡୁଙ୍କ ମା ନିଜ ଗାଁକୁ ଯାଉ ଥିଲେ । କିନ୍ତୁ ଏହି ସମୟରେ କିଛି ଜିନିଷ କିଣିବା ପାଇଁ ସେ ଟ୍ରେନରୁ ଓଲହାଇ ଥିଲେ ।

କିନ୍ତୁ ଏହାରି ମଧ୍ୟରେ ତାଙ୍କର ଟ୍ରେନ ଛାଡି ଦେଇ ଥିଲେ ଓ ସେ ଦୌଡି ଯାଇ ଟ୍ରେନକୁ ଧରିବା ସମୟରେ ତାଙ୍କର ଗୋଡ ଖସି ଯାଇ ଥିଲା ଓ ସେ ଟ୍ରେନ ତଳକୁ ଚାଲି ଯାଇ ଥିଲେ ।

ତାଙ୍କୁ ହସ୍ପିଟାଲ ନିଆଯାଇ ଥିଲା ଓ ସେଠି ଡାକ୍ତରମାନେ ତାଙ୍କୁ ମୃ-ତ ବୋଲି ଘୋଷଣା କରିଥିଲେ । ଗତକାଲି ଗୁଡୁଙ୍କ ଘରକୁ ତାଙ୍କ ମାଙ୍କ ଶ-ବ ଆସିଥିଲା । ନିଜ ମା ଙ୍କ ଶ-ବକୁ ଦେଖି ଗୁଡୁ କାନ୍ଦିବା ଆରମ୍ଭ କରିଦେଲେ । ଗୁଡୁ ଏତେ କାନ୍ଦି ଥିଲେ କି ସେ ବେ-ହୋ-ସ ହୋଇଗଲେ । ସେ ନିଜ ମା ଙ୍କୁ ଅଚାନକ ଏହିଭଳି ଭାବରେ ହ-ରା-ଇ ଦେବେ ବୋଲି କେବେ ବି ଚି-ନ୍ତା କରି ନ ଥିଲେ ।

ସେ ମା ଙ୍କ ମୃ-ତ୍ୟୁ ଖବର ଶୁଣିବା ପର ଠାରୁ ହିଁ ହୃଦୟରେ ଭା-ଙ୍ଗି ପଡିଛନ୍ତି । ଧୀରେ ଧୀରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଖ-ରା-ପ ହୋଇ ଚାଲୁ ଥିଲା । କିନ୍ତୁ ବର୍ତ୍ତମାନ କୁହାଯାଉଛି କି ଗୁଡୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଗୁଡୁ କିଛି ଦିନ ପୂର୍ବେ ହିଁ ବିବାହ ବନ୍ଧନରେ ବାନ୍ଧି ହୋଇ ଥିଲେ । ଯାହାକୁ ନେଇ ତାଙ୍କର ବାପା ମା ଓ ପୁରା ପରିବାର ଖୁସି ଥିଲେ ।

କିନ୍ତୁ ବର୍ତ୍ତମାନ ତାଙ୍କର ମାଙ୍କ ମୃ-ତ୍ୟୁ ପରେ ସେ ଭାଙ୍ଗି ପଡିଛନ୍ତି । ଗୁଡୁଙ୍କ ମା ଓଲିଉଡ ଇଣ୍ଡଷ୍ଟ୍ରିର ଜଣେ ମେକଅପ ଆର୍ଟିଷ୍ଟ ଥିଲେ । ସେ ଓଲିଉଡ ଇଣ୍ଡଷ୍ଟ୍ରିର ପ୍ରାୟତଃ ସବୁ କଳାକାରମାନଙ୍କର ମେକଅପ କରିଛନ୍ତି । କିନ୍ତୁ ଅଚାନକ ତାଙ୍କର ବି-ୟୋ-ଗ ପରେ ଓଲିଉଡର ସବୁ କଳାକାର ଦୁଃଖ ପ୍ରକାଶ କରିଛନ୍ତି । ଗତକାଲି ବହୁତ କଳାକାର ଗୁଡୁଙ୍କ ଘରକୁ ବି ଯାଇ ଥିଲେ ।

Leave a Reply

Your email address will not be published. Required fields are marked *