ମା’ର ଅନୈତିକ ସମ୍ପର୍କକୁ ନେଇ ଝିଅ ଆଣିଲେ ସାଂଘାତିକ ଅଭିଯୋଗ….କହିଲେ କିଛି ଏମିତି, ଶୁଣିଲେ ମୁଣ୍ଡରେ ହାତ ଦେବେ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଥାନାରେ ଦୁଇ ଭାଇ ଭଉଣୀ ମିଶି ନିଜ ମା ନାଁ ରେ ସ-ଙ୍ଗି-ନ ଅ-ଭି-ଯୋ-ଗ କରିଛନ୍ତି । ଅ-ଭି-ଯୋ-ଗ-କା-ରୀ ଝିଅ କହିଛନ୍ତି ତାଙ୍କର ଅ-ଭି-ଯୋ-ଗ ତାଙ୍କ ମା, ସଂଗ୍ରାମ, ଚନ୍ଦନ ବେହେରାଙ୍କ ନାଁ ରେ ରହିଛି । ଝିଅର ମା ମ-ଦ ପିଇ ତାଙ୍କ ସହ ଅ-ତ୍ୟା-ଚା-ର କରିବା ସହ ଅନ୍ୟ ପୁରୁଷ ସହ ସ-ମ୍ପ-ର୍କ ରଖୁଛନ୍ତି ବୋଲି ଝିଅ ଜଣକ କହିଛନ୍ତି ।

ଏହା ଛଡା ତାଙ୍କ ମାଙ୍କର ଅନ୍ୟ ପୁରୁଷ ମାନେ ହେଉଛନ୍ତି ତାଙ୍କର ଫେସବୁକ ବନ୍ଧୁ ଯାହାଙ୍କ ସହ ତାଙ୍କର ୨୦୧୭ରୁ ସମ୍ପର୍କ ରହିଛି । ଝିଅର କହିବା ମୁତାବକ ତାଙ୍କ ବାପା ଗତ ୮ ବର୍ଷ ହେବ ଜେଲରେ ଥିବାରୁ ତାଙ୍କ ମା ଏପରି କାମ କରୁଛନ୍ତି । ଏମିତିକି ଝିଅର ମା ତାଙ୍କ ବନ୍ଧୁ ମାନଙ୍କ ସହ ତାଙ୍କୁ ଖ-ରା-ପ ସ-ମ୍ପ-ର୍କ ରଖିବାକୁ ବା-ଧ୍ୟ କରିଛନ୍ତି । ଏହା ଛଡା ତାଙ୍କୁ ଓ ତାଙ୍କ ଭାଇକୁ ମା-ଡ କରି ଗୋଟେ ରୁମରେ ବନ୍ଦ କରିବାର ମଧ୍ୟ ଝିଅ ଅ-ଭି-ଯୋ-ଗ କରିଛି ।

ଯେତେବଳେ ତାଙ୍କ ମାର ପୁରୁଷ ବନ୍ଧୁ ମାନେ ଘରକୁ ଆସନ୍ତି ସେହି ସମୟରେ ତାଙ୍କୁ ଓ ତାଙ୍କ ଭାଇକୁ ଘରେ ୩ରୁ ୪ଘଣ୍ଟା ଧରି ବନ୍ଦ କରି ଦିଅନ୍ତି । ଦୁଇ ଭାଇ ଭଉଣୀ ଏହାର ପ୍ର-ତି-ବା-ଦ କରିଲେ ତାଙ୍କ ଉପରେ ମା-ଡ ମା-ର-ନ୍ତି ବୋଲି ଝିଅ ଜଣକ କହିଛନ୍ତି । ଏହା ଛଡା ଝିଅଟି ନିଜର ମା ର ଏପରି ଖ-ରା-ପ କା-ର୍ଯ୍ୟ-କ-ଳା-ପ ନିଜ ଆଖିରେ ୩ ଥର ଦେଖିଛି ବୋଲି ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛି । ତାଙ୍କ ଘରକୁ ୧୦ରୁ ୧୫ ଜଣ ପୁରୁଷ ମାନେ ଆସନ୍ତି ବୋଲି ଝିଅଟି କହିଛି ।

୨୦୨୦ ରେ ଝିଅର ମାଙ୍କ ପୁରୁଷ ବନ୍ଧୁ ଚନ୍ଦନ ବେହେରା ଘରକୁ ଆସିଥିଲେ । ଝିଅର ମା ମ-ଦ ନି-ଶା-ରେ ଥିବା ସମୟରେ ତାଙ୍କ ଝିଅ ସହ ଖ-ରା-ପ ବ୍ୟ-ବ-ହା-ର କରିବାକୁ ଚେଷ୍ଟା କରିଥିଲେ ଯାହା ଝିଅ ଜଣକ ପ୍ରତିକ୍ରିୟା ଦେଇଛନ୍ତି ।

ସେହି ସମୟରେ ଝିଅର ଭାଇ ସେଠାରେ ଆସି ତା ଭଉଣୀକୁ ରକ୍ଷା କରିଥିଲା । ଏହା ପରେ ଝିଅଟି ତା ମାଙ୍କୁ ସବୁ କଥା କହିଥିଲେ ମଧ୍ୟ ତା ମା ଏହି ଖ-ରା-ପ କା-ମ କରିଲେ କିଛି ଅସୁବିଧା ନାହି ବୋଲି କହିଥିଲେ ଓ ଅନ୍ୟ କାହାରୀକୁ ଏ କଥା ନ ଜଣାଇବା ପାଇଁ ମଧ୍ୟ ଧ-ମ-କ ଦେଇଥିଲେ ।

ଏହା ପରେ ଝିଅଟି ତାର ପରିବାର ଲୋକଙ୍କୁ ମଧ୍ୟ ଏ କଥା ଜଣାଇଥିଲେ କିନ୍ତୁ ତାଙ୍କ ପରିବାର ଲୋକେ ସମର୍ଥନ କରି ନ ଥିଲେ । ଏ ଘଟଣା ବାବଦରେ ଝିଅଟି ନିଜ ବାପାଙ୍କୁ ଫୋନ ଦ୍ଵାରା ଜଣାଇଥିଲେ ମଧ୍ୟ ତାଙ୍କ ବାପା ଏଥିପାଇଁ ସମର୍ଥନ କରି ନ ଥିଲେ । ତାଙ୍କ ବାପା ଅର୍ଥତତ୍ତ୍ଵରେ କାମ କରୁଥିଲେ ବୋଲି ଝିଅ ଟି ନିଜ ରାଏ ରେ କହିଛନ୍ତି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *