ମାଇନସ ଡିଗ୍ରୀ ତାପମାତ୍ରାରେ ସାଧୁ କଲେ କିଛି ଏମିତି, ଦାନ୍ତ ତଳେ ଦବାଇ ଦେବେ ଆପଣ ଆଙ୍ଗୁଠି

କୁହାଯାଏ କି ତାପସ୍ୟାରେ ବହୁତ ତାକତ ଥାଏ । ଏହାର ପ୍ରମାଣ ଏକ ଭାଇରାଲ ଭିଡିଓରେ ହେଉଛି । ଏହି ଭିଡିଓରେ ଦେଖାଯାଉଛି କି ଜଣେ ସାଧୁ ଯିଏ କିଛି ବି କପଡା ପିନ୍ଧିନାହାଁନ୍ତି ସେ ବରଫ ପାହାଡ ଉପରେ ପୂଜାପାଠ ଏବଂ ତାପସ୍ୟା କରୁଛନ୍ତି । ଏହି ଭିଡିଓକୁ ଜଣେ ଆର୍ମୀ ଲୋକ ସୁଟ କରିଛନ୍ତି । ଭିଡିଓକୁ ଶେୟାର କରିବା ସମୟରେ ଲେଖିଛନ୍ତି ଏହି ଭିଡିଓ ହିମାଳୟରେ -୪୫ଡିଗ୍ରୀ ତାପମାତ୍ରାରେ ଜଣେ ଆର୍ମୀ ଯବାନ ରେକର୍ଡ କରିଛନ୍ତି ।

ଏହି ଭିଡିଓରେ ଜଣେ ସାଧୁ ଦେଖାଯାଉଛନ୍ତି । ସେ ସକାଳୁ ସକାଳୁ ବିନା କପଡାରେ ପୂଜାପାଠ କରିବାକୁ ଯାଉଛନ୍ତି । ତାଙ୍କ ସହିତ ତାଙ୍କ କୁକୁର ବି ଅଛି ।

ଏହି ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ଏପରଜ୍ଯନ୍ତ ଏହି ଭିଡିଓକୁ ବହୁତ ଲୋକ ଶେୟାର କରିଛନ୍ତି । ଏପରଜ୍ଯନ୍ତ ଏହା ଜଣାପଡୁଣାହିଁ କି ଏହି ଭିଡିଓ କେଉଁ ଜାଗାର ଅଟେ । ବରଫ ଦେଖି ଜଣାପଡୁଛି କି ସେଠାକାର ତାପମାତ୍ରା ମାଇଶନରେ ନିହାତି ଥିବ ।

ଭିଡିଓରେ ଆଗକୁ ଦେଖାଯାଉଛି କି ସାଧୁ ପାହାଡ ରୁ ତଳକୁ ଓଲ୍ଲାଉ ଛନ୍ତି । ତାଙ୍କ ସହିତ ତାଙ୍କ କୁକୁର ବି ଅଛି ।

ଲୋକମାନେ ଏହି ଭିଡିଓକୁ ପସନ୍ଦ କରି କହିଛନ୍ତି କି ଏହା ତାପସ୍ୟା ଏବଂ ସାଧନା ର ବଳ କାରଣରୁ ସମ୍ଭବ ହୋଇଛି ।

ଏହା ପୂର୍ବରୁ ବି ସୋସିଆଲ ମିଡିଆରେ ଏମିତି ସାଧୁମାନଙ୍କର ଫଟୋ ଭାଇରାଲ ହୋଇସାରିଛି । ଯିଏ ମାଇନସ ଡିଗ୍ରୀ ତାପମାତ୍ରାରେ ତାପସ୍ୟା କରନ୍ତି ,ପୂଜା କରିବା ଦେଖା ଯାଇଛି ।

Leave a Reply

Your email address will not be published. Required fields are marked *