ମଦ ପିଇବା ଦ୍ଵାରା ଏହି ଗ୍ରହ ପହଞ୍ଚାଇ ଥାନ୍ତି ବହୁତ ଖରାପ ପରିଣାମ- ସହିବାକୁ ପଡେ ପ୍ରବଳ କ୍ଷତି

ଶନିଙ୍କ ସପ୍ତମ ଭାବ ବୁଧ ଏବଂ ଶୁକ୍ରଙ୍କ ଦ୍ଵାରା ପ୍ରଭାବିତ ହୋଇଥାଏ । ଏହି ଦୁଇଜଣ ଶନିଙ୍କର ମିତ୍ର ଗ୍ରହ ଅଟନ୍ତି । ଏଥିପାଇଁ ଶନି ଏହି ଘରେ ବହୁତ ଭଲ ଫଳ ଦିଅନ୍ତି । ଏମିତି ଲୋକଙ୍କୁ ଶନି ସହିତ ଯୋଡା ହୋଇଥିବା ବ୍ୟବସାୟ ଯେମିତି କି ଲୁହ ଏବଂ ମିଶିନାରି ର କାମ ବହୁଳ ଲାଭଦାୟକ ହୋଇଥାଏ । ଯଦି ଯାତକ ନିଜ ସ୍ତ୍ରୀ ସହିତ ଭଲ ସମ୍ବନ୍ଧ ରଖିଥିବ ତାହେଲେ ସେ ଧନି ହେବ ଏବଂ ଲମ୍ବା ଆୟୁ ସହିତ ଭଲ ସ୍ୱାସ୍ଥ୍ୟର ଆନନ୍ଦ ନେବ ।

ଯଦି ବୃହସ୍ପତି ପ୍ରଥମ ଘରେ ଥିବେ ତାହେଲେ ସରକାର ଦ୍ଵାରା ଲାଭ ହେବ ।

ଯଦି ଯାତକ ବ୍ୟଭିଚାରୀ ହେଇଯାଏ ବା ମଦ ପିଇବାକୁ ଲାଗିଥାଏ ତାହେଲେ ଶନି ନିଚ ଏବଂ କ୍ଷତିକାରକ ହୋଇଯାନ୍ତି । ଯଦି ଯାତକ ୨୨ବର୍ଷ ପରେ ବିବାହ କରିଥାଏ ତାହେଲେ ତାଙ୍କର ଦୃଷ୍ଟି ପ୍ରତିକୂଳ ପ୍ରଭାବ ପଡିଥାଏ ।

ଶନି ଙ୍କ ଅଷ୍ଟମ ଭାବର ଫଳ

ଅଷ୍ଟମ ଘରେ କୌଣସି ବି ଗ୍ରହଙ୍କୁ ଶୁଭ ବୋଲି କୁହାଯାଇ ନଥାଏ । ଯାତକ ଦୀର୍ଘାୟୁ ହେବ କିନ୍ତୁ ତାଙ୍କ ପିତାଙ୍କର ବୟସ କମ ହେବ ଏବଂ ଯାତକରେ ଭାଇ ଜଣେ ଜଣେ କରି ଶତ୍ରୁ ହୋଇଯାନ୍ତି । ଏହି ଘରକୁ ଶନୀଙ୍କର ମୁଖ୍ୟାଳୟ କୁହାଯାଇଥାଏ ,କିନ୍ତୁ ଯଦି ବୁଧ ,ରାହୁ ,କେତୁ ଜାତକର କୁଣ୍ଡଳୀରେ ନୀଚରେ ଥାନ୍ତି ତାହେଲେ ଶନି ଖରାପ ଫଳ ଦେଇଥାନ୍ତି ।

ଶନିଙ୍କର ନବମ ଭାବରେ ଫଳ

ଯାତକରେ ତିନୋଟି ଘର ଥାଏ । ଯାତକ ଏକ ସଫଳ ଯାତ୍ରା ଅପରେଟର ବା ସିବିଲ ଇଞ୍ଜିନିୟର ହେବ । ସେ ଏକ ଲମ୍ବା ଏବଂ ଖୁସି ଜୀବନର ଆନନ୍ଦ ନେବ । ଏହା ସହିତ ଯାତକ ମାତାପିତା ବି ଖୁସି ଜୀବନର ଆନଦ ନେବେ । ଯଦି ଯାତକ ଅନ୍ୟର ସାହାଯ୍ୟ କରୁଥାଏ ତାହେଲେ ଶନି ଗ୍ରହ ସବୁବେଳେ ଭଲ ଫଳ ଦେବେ । ଯାତକରେ ଏକ ପୁଅ ହେବ କିନ୍ତୁ ବହୁତ ଡେରିରେ ଜନ୍ମ ହେବ ।

Leave a Reply

Your email address will not be published. Required fields are marked *