ଶନିବାର 29 ଫେବୃଆରୀ 2020 – ଶନି ଦେବଙ୍କ କୃପାରୁ ଆଜି ଏହି 5ଟି ରାଶିଙ୍କର ହେବ ବ୍ୟବସାୟରେ ପ୍ରଚୁର ଲାଭ

ଆମେ ଆପଣଙ୍କୁ ଶନିବାର ଦିନ ୨୯ ଫେବୃଆରୀ ରାଶିଫଳ କହୁ ଅଛୁ । ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ :

ଆଜି ଆପଣଙ୍କ ପାରିବାରିକ ଜୀବନ ବହୁତ ପ୍ରକାର ଖୁସି ପ୍ରାପ୍ତ କରିବେ, ଆଜି ଆପଣ ଏମିତି କିଛି ଲୋକଙ୍କ ସହ ସମ୍ପର୍କ ସ୍ଥାପନା କରିବେ ଯାହା ଦ୍ଵାରା ଭବିଷ୍ୟ ରେ ଆପଣଙ୍କୁ ବହୁତ ଲାଭ ପ୍ରାପ୍ତ ହବ । ଆଜି ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ, ଆଜି ଆପଣଙ୍କ ଦ୍ଵାରା ହୋଇ ଥିବା ନିଷ୍ପତ୍ତି ସଠିକ ହୋଇବ, ଅଳପ ସମୟରେ ଧନ ପ୍ରାପ୍ତି ଲୋଭ ଛାଡି ଦିଅନ୍ତୁ ଏବଂ ଧନ ନିବେଶ ରେ ମନ ଦିଅନ୍ତୁ ।

ବୃଷ :

ସାଙ୍ଗମାନଙ୍କ ସାହାଜ୍ଯ ଆଜି କମ ପ୍ରାପ୍ତ ହବ, ଚାକିରି ରେ ଉନ୍ନତି ଯୋଗ ଅଛି । ଆପଣଙ୍କ ମଧ୍ୟରୁ କେତେକ ଲୋକ ନିଜ ବୁଢୀ ଦ୍ଵାରା ବଡ ବଡ ଲାଭ ପ୍ରାପ୍ତ କରିବେ, ପାଠ ପଢାରେ ମନ ଲାଗିବ ନାହିଁ, ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ,ଆଜି ଗାଡି ଉପରେ ଖର୍ଚ ହବ । ହଡ ବଡ ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ ଆପଣଙ୍କ ପାଇଁ ଅସୁବିଧା ଆରମ୍ଭ ହୋଇ ପାରେ ।

ମିଥୁନ :

ଆପଣଙ୍କ କାର୍ଯ୍ୟସ୍ଥଳ ରେ ଆପଣଙ୍କୁ ନିଜ ବରିଷ୍ଠ କାର୍ଯ୍ୟକର୍ତା ମାନଙ୍କ ଦ୍ଵାରା ସାହାଜ୍ଯ ପ୍ରାପ୍ତ ହବ । ସାମାଜିକ କାର୍ଯ୍ୟ ପାଇଁ ମନ ବହୁତ ଭଲ ରହିବ, ଅତ୍ୟଧିକ ସମୟ ଅତିଥିଙ୍କ ସହ ବିତେଇବେ । ଆର୍ଥିକ ପକ୍ଷ ମଜବୁତ ହୋଇବ, କିନ୍ତୁ ସ୍ୱାସ୍ଥ୍ୟ ପାଇଁ କିଛି ଚିନ୍ତା ହୋଇ ପାରେ, ମନ୍ଦିର ବା ତୀର୍ଥ ସ୍ଥାନ ରେ ବୁଲିବାକୁ ଯାଇ ପାରନ୍ତି ।

କର୍କଟ :

ଆଜି ଖର୍ଚ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ଖରଚ ଅଧିକ ହୋଇ ପାରେ, ସେଥିପାଇଁ ଖର୍ଚ ଉପରେ ନିୟନ୍ତ୍ରଣ କରିବା ଅତି ଆବଶ୍ୟକ ଅଟେ । ଆଜି ଆପଣ ନିଜ ପୁରୁଣା ସାଙ୍ଗମାନଙ୍କ ସହ ଭୁତ ଭଲ ସମୟ ବିତେଇବେ, ବହୁତ ସମୟ ଧରି ଚାଲୁ ଥିବା ସମସ୍ଯା ଆଜି ସରିବ । କାର୍ଯ୍ୟ ସ୍ଥଳ ରେ ଅଧିକାରୀ ମାନଙ୍କ ଦ୍ଵାରା ଆପଣଙ୍କୁ ସମସ୍ଯା ହୋଇବ, ଘରୋଇ ସୁଖ ସୁବିଧା ବଢିବାକୁ ଲାଗିବ, ଉଧାର ଟଙ୍କା ବା ଅଟକି ଥିବା ଧନ ଆଜି ଆପଙ୍କୁ ପ୍ରାପ୍ତି ହବ ।

ସିଂହ :

ପରିବାର ରେ ସୁଖ ଶାନ୍ତି ବାସ କରିବ, ଆସନ୍ତା ସମୟ ରେ କିଛି ବଡ ଓ ଲାଭକାରୀ ନିଷ୍ପତ୍ତି ଆପଣଙ୍କ ଜୀବନ ସୁଧାରୀ ଦବ । ବ୍ୟବସାରେ ଆଜି ଆପଣ ଲାଭପୂର୍ଣ ସୌଦା କରିବେ । ଆପଣଙ୍କୁ ଆର୍ଥିକ ଲାଭ ପ୍ରାପ୍ତ ହୋଇବ, ପ୍ରେମ ସମ୍ବନ୍ଧ ପାଇଁ ଭଲ ସମୟ ଅଟେ , ଯାତ୍ରା ଆପଣଙ୍କ ପାଇଁ ଲାଭକାରୀ ଅଟେ ।

କନ୍ୟା :

ପରିବାର ରେ ସମ୍ପତ୍ତି ପାଇଁ ବାଦ ବିବାଦ ହୋଇ ପାରେ, ଯାହା ଦ୍ଵାରା ଆପଣଙ୍କୁ ଚିନ୍ତା ହୋଇ ପାରେ ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇ ପାରେ । ଆଜି ସନ୍ତାନ ଦେହ ଖରାପ ପାଇଁ ଆପଣଙ୍କ ଦିନ ବ୍ୟସ୍ତ ଏବଂ ଚିନ୍ତା ପୂର୍ଣ ରହିବ, ଆଜି ଆପଣଙ୍କୁ ଯାହା ହେଲଲେ ମଧ୍ୟ କାମ କରିବାକୁ ପଡିବ ।

ତୁଳା :

ଆଜି ପରିବାର ଏବଂ ପାର୍ଟନର ଦ୍ଵାରା ମନ ଅନୁଯାଇ ସାହାଜ୍ଯ ପ୍ରାପ୍ତ ନ ହବାରୁ ମନ ନିରାଶ ହୋଇବ । ହଟାତ ଖର୍ଚ ବଢିବାରୁ ଆପଣଙ୍କ ମନ ଅଶାନ୍ତ ରହିବ । ଆଜି ଆପଣଙ୍କ ଆର୍ଥିକ ସ୍ଥିତି ବଦଳିବାକୁ ଲାଗିବ, ବିଦ୍ୟାର୍ଥୀମାନଙ୍କ ପାଇଁ ବହୁତ ଭଲ ଦିନ ଅଟେ । ଆର୍ଥିକ ସ୍ଥିତି ପାଇଁ ଦିନ ଉତ୍ତମ ଅଟେ, ବିବାହିତ ଲୋକ ଆଜି ବିବାହିତ ଜୀବନ ସୁଖ ପ୍ରାପ୍ତ କରିବେ, ଘରେ ମାଁ ବା ଅନ୍ୟ ବୁଜୁର୍ଗ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଆପଣ ଚିନ୍ତା ରେ ରହିବେ ।

ବିଛା :

ଆଜି ଆପଣ ମିଛ କହୁଥିବା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ ଆପଣଙ୍କ ପାଇଁ ଭଲ ରହିବ, ଉଚ୍ଚ ପଦ ପ୍ରାପ୍ତ କରି ପାରନ୍ତି, କିନ୍ତୁ କାର୍ଯ୍ୟ କ୍ଷେତ୍ର ରେ ଅସୁବିଧା ହୋଇ ପାରେ । ଭୁଲ ବୁଝା ମଣା ପାଇଁ ସମ୍ପର୍କ ଖରାପ ହୋଇ ପାରେ । ଆଜି ଆପଣଙ୍କ ପରିଶ୍ରମ ଫଳ ପ୍ରାପ୍ତି ହୋଇବ, ଆପଣ ନିଜ ସମ୍ପର୍କୀୟ ବା ଅନ୍ୟ ଲୋକଙ୍କ ଅସୁବିଧା ସମାଧାନ କରିବା ପାଇଁ ସକ୍ଷମ ରହିବେ ।

ଧନୁ :

ଆଜି ଘରେ ଦୁଖ ପାଇଁ ଘର ବାତାବରଣ ଦୂଷିତ ଅଟେ, ଧର୍ଜ୍ୟ ରଖୀ କାର୍ଯ୍ୟ କରନ୍ତୁ । ସମସ୍ତଙ୍କୁ ସାହାଜ୍ଯ କରିବା ଆପଣଙ୍କ ଅଭ୍ଯାସ ସମାପ୍ତ ହୋଇ ଜୀବ କାହିଁକିନା ଆପଣଙ୍କ ଆବଶ୍ୟକତା ସମୟରେ ଆପଣଙ୍କ ସହ କେହି ନଥିବେ । ବ୍ୟବସାୟ ଏବଂ ଅନ୍ୟ ଭୁଲ ଠାରୁ କିଛି ଶିଖିବା ପାଇଁ ଚେଷ୍ଟା କରନ୍ତୁ, ଆପଣଙ୍କ ଜୀବନ ବହୁତ ସୁଖମୟ ହବାକୁ ଯାଉଛି ।

ମକର :

ଆଜି ଆପଣଙ୍କୁ ନିଜ ବେକାର ଖରଚ ଉପରେ ନିୟନ୍ତ୍ରଣ ରଖିବା ଉଚିତ ଅଟେ, ନୂଆ ସାଙ୍ଗ ହୋଇବେ । ଖରାପ ଖାଦ୍ଯ ପଦାର୍ଥ ଖାଇ ଆପଣ ନିଜ ସ୍ୱାସ୍ଥ୍ୟ ଖରାପ କରି ପାରନ୍ତି, ଆପଣଙ୍କ ପାଖରେ ନିଜ ଆୟ ଦ୍ଵାରା କିଛି ନୂଆ ଏବଂ ଲାଭକାରୀ କାର୍ଯ୍ୟ କରିବା ପାଇଁ ବୁଢୀ ଏବଂ ଶକ୍ତି ରହିବ । କାର୍ଯ୍ୟ ରେ ଯାହା ଫଳ ପ୍ରାପ୍ତ ହେଉଛି ତାକୁ ମାନିକି ଚାଲନ୍ତୁ, ବିଦେଶ ଯାତ୍ରା କରି ପାରନ୍ତି ।

କୁମ୍ଭ :

ଶତ୍ରୁମାନଙ୍କ ସହ ମିତ୍ରତା କରିବା ଆପଣଙ୍କ ପାଇଁ ହାନିକାରକ ରହିବ,ବ୍ୟବସାୟ ବଢିବାକୁ ଲାଗିବ, ପରିବର୍ତନ ପ୍ରକୃତି ନିୟମ ଅଟେ । ଆଜି ଆପଣଙ୍କ ଯାତ୍ରା ମହଙ୍ଗା ହୋଇ ପାରେ କିନ୍ତୁ ଏହା ସହ ଯାତ୍ରା ଲାଭକାରୀ ମଧ୍ୟ ରହିବ । ପ୍ରେମ ସମ୍ବନ୍ଧ ଭଲ ରହିବ, ଆପଣଙ୍କୁ ତେଲ ଜିନିଷ ଖାଇବା ଉଚିତ ନୁହ ସେଥିପାଇଁ ନିଜ ଖାଇବା ପିବା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ।

ମୀନ :

ନିଜ ପରିବାର ଲୋକଙ୍କ ସହ କଠୋର ବ୍ୟବହାର ଆପଣଙ୍କ ଶାନ୍ତି ଖରାପ କରି ପାରେ ସେଥିପାଇଁ ସମସ୍ତଙ୍କ ସହ ନରମ ହୋଇ କଥା କୁହନ୍ତୁ । ଚାକିରି ପାଇଁ ଭଲ ଖବର ପାଇ ପାରନ୍ତି, ଏହି ରାଶି ଲେଖଙ୍କ ପାଇଁ ଦିନ ବହୁଇଟ ଶୁଭ ଅଟେ । ଆଜି ଆପଣଙ୍କୁ ରୋଜଗାର ପାଇଁ ବହୁତ ପ୍ରକାର ନୂଆ ରାସ୍ତା ମିଳିବ, ଆଜି ଚାକିରିଆ ଲୋକ ନିଜ କାର୍ଯ୍ୟସ୍ଥଳ ରେ ବରିଷ୍ଠ ଅଧିକାରୀମାନଙ୍କ ବିଶ୍ଵାସ ଜିତ୍ୟ ପାରିବେ ।

Leave a Reply

Your email address will not be published. Required fields are marked *