ମାଡି ଆସୁଛି ପ୍ରଳୟଙ୍କରୀ ବାତ୍ୟା ‘Batsirai’ ଦେଖନ୍ତୁ କେଉଁଠି କରିବ Landfall

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଗତ କିଛି ବର୍ଷ ହେବ ବାତ୍ୟା ଅଧିକ ମାତ୍ରା ରେ ହେବାରେ ଲାଗିଛି । ଯାହାକୁ ନେଇ ପାଣିପାଗ ବିଭାଗ ପକ୍ଷ ରୁ ଚିନ୍ତା ଜନକ ସ୍ଥିତି ଦେଖା ଯାଉଛି । କାରଣ ଅଦିନରେ ବାତ୍ୟା ଦେଖା ଯାଉଛି । ତେବେ ବର୍ତ୍ତମାନର ସୂଚନା ଅନୁସାରେ ପୁଣି ଥରେ ଫେବୃଆରି ମାସରେ ହେବାକୁ ଯାଉଛି ବାତ୍ୟା । ଭାରତ ରେ ଆଗକୁ ଆଗକୁ ବଢିବାରେ ଲାଗିଛି ବାତ୍ୟା ବାଟଶିରାଇ ।

ଏହି ବାତ୍ୟା ପ୍ରଳୟ ଆଣିବା ସହ ତାଣ୍ଡବ ରଚିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷ ରୁ ଜଣା ପଡିଛି । ସାଟେଲାଇଟ ଚିତ୍ର ରୁ ବାତ୍ୟା ବାଟଶିରାଇ ର ଭୟଙ୍କର ରୂପ ସାମନାକୁ ଆସିଛି । ସ୍ଥଳଭାଗ ମୁହାଁ ହୋଇଛି ସାଇକ୍ଳୋନ ବାଟଶିରାଇ । ମାଡାଗାସ୍କାର ଉପକୂଳରେ ହିଟ କରିବ । ଆଜି ମାଡ ହେବ ବାତ୍ୟା ବାଟଶିରାଇ ପାର୍ସିଆଇ ରେ । ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟା ପ୍ରତି ପବନର ବେଗ ରହିଛି ୨୦୦ କିମି ।

ସେଠିକାର ପାଣିପାଗ ବିଭାଗ ପୂର୍ବ ଅନୁମାନ କରି ଜଣାଇଛନ୍ତି । ଫଳରେ ବ୍ୟାପକ କ୍ଷୟ କ୍ଷତି ହେବାର ଆଶଙ୍କା ରହିଛି । ବାତ୍ୟା ର ଗତି ପଥରେ ଆସୁଛନ୍ତି ୨କୋଟି ୮୦ ଲକ୍ଷ ଲୋକ । ଆହୁରି ୬ ଲକ୍ଷ ଲୋକ ବାତ୍ୟା ଦ୍ଵାରା ପ୍ରତ୍ଯକ୍ଷ ଭାବେ ପ୍ରଭାବିତ ହୋଇ ପାରନ୍ତି ବୋଲି ଅନୁମାନ କରା ଯାଉଛି । ତେବେ ଏ ନେଇ ଦେଢ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରା ଯାଇଛି । ଗତ ଦୁଇ ସପ୍ତାହ ତଳେ ମାଡାଗାସ୍କାର ର ଦ୍ବୀପକୁ ହିଟ କରିଥିଲା ବାତ୍ୟା ଆନା ।

ତା ଠାରୁ ବାରଶିରାଇ ବାତ୍ୟା ଅଧିକ ଶକ୍ତିଶାଳୀ ହେବା ସହ ପ୍ରଳୟକାରୀ ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷ ରୁ ସୂଚନା ରହିଛି । ସ୍ଥଳଭାଗ ଛୁଇଁବା ସମୟରେ କାଟାଗୋରୀ-୩ ରୁ କାଟାଗୋରୀ-୪ ସାଇକ୍ଳୋନିକ ର ରୂପ ନେ ବାଟଶିରାଇ । ପ୍ରବଳ ପବନ ହେବା ସହ ତୀବ୍ର ଗତିରେ ପାଖାପାଖି ୩୦ ସେମି ବର୍ଷା ହେବା ନେଇ ପୂର୍ବ ଅନୁମାନ କରି ପାଣିପାଗ ବିଭାଗ । ତେବେ ଏହି ବର୍ଷା ଆଣିପାରେ ଅଚାନକ ବନ୍ୟା ।

ସମୁଦ୍ରରେ ୧୫ ମିଟର ର ଜୁଆର ମାଡି ଆସିପାରେ । କୁହା ଯାଉଛି ଯେ ସାଇକ୍ଳୋନ ବାଟଶିରାଇ ମାଡାଗାସ୍କାର ୧୭ ବର୍ଷ ଇତିହାସରେ ସବୁଠାରୁ ପ୍ରଳୟକାରୀ ବାତ୍ୟା ର ରୂପ ନେବାକୁ ଯାଉଛି । ଲକ୍ଷ ଲକ୍ଷ ଲୋକଙ୍କୁ ବାତ୍ୟା ଆସିବା ନେଇ ସୁରକ୍ଷିତ ସ୍ଥାନ କୁ ନିଆ ଯାଇଛି । ସପ୍ତାହକ ତଳେ ବାତ୍ୟା ମାଡ ସହିଥିବା ମାଡାଗାସ୍କା ର ପାଇଁ ଫାର୍ସିରାଈ ନୂଆ ଚ୍ୟାଲେଞ୍ଜ ଆଣିଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *