ମହିଳା ମାନେ ଏକୁଟିଆ କରନ୍ତୁ ନାହିଁ ଶିବଙ୍କ ଏହି ମନ୍ତ୍ରର ଜାପ, ସରାଜୀବନ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଲାଗି ରହିବ ଝଗଡା

ଆଜିକା ସମୟରେ ଲୋକଙ୍କ ଭିତରୁ ସଂସ୍କାର କମି କମି ଯାଉଛି ଲୋକେ ଆଧୁନିକତା ପଛରେ ଏତେ ମାଡି ଯାଉଛନ୍ତି ଯେ ଏହା ଭୁଲି ଯାଉଛନ୍ତି ଯେ ଶାସ୍ତ୍ର ଆମ ଭଲ ପାଇଁ କହିଥାଏ ।

ଶାସ୍ତ୍ରରେ ଯାହା କୁହା ଯାଇଛି ତାହା ମଣିଷ ମଙ୍ଗଳ ପାଇଁ କୁହା ଯାଇଛି । ତେବେ ଆଜିକା ସମୟରେ ବହୁତ ଦାମ୍ପତ୍ୟ ଜୀବନ ଭାଙ୍ଗି ଯାଉଛି ଝଗଡା ଆଉ କଳି ଏତେ ବଢି ଯାଉଛି ଯେ ସ୍ଵାମୀ ସ୍ତ୍ରୀ ଅଲଗା ହୋଇ ଯାଉଛନ୍ତି । ତେବେ କିଛି ଭୁଲ ମନ୍ତ୍ର ଜାପ ଦ୍ଵାରା ଆପଣଙ୍କ ପୂଜା ର ଓଲଟା ଫଳ ଆପଣଙ୍କୁ ପ୍ରାପ୍ତ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ପୂଜା କରିବାର ସଠିକ ବିଧି ଆଉ ମାତ୍ର ବିଷୟରେ କହିବାକୁ ଯାଉଛୁ ଯାହା କରିବା ଦ୍ଵାରା ଆପଣଙ୍କ ଦାମ୍ପତ୍ୟ ଜୀବନ ଆଉ ପରିବାରରେ ସୁଖ ଆସିବ ।

ଆମ ହିନ୍ଦୁ ସନାତନ ଧର୍ମରେ ସବୁଠାରୁ ଉତ୍ତମ ଯୋଡି ଭଗବାନ ଶିବ ଆଉ ମାତା ପାର୍ବତୀଙ୍କ ଅଟେ ବୋଲି ଶାସ୍ତ୍ରରେ କୁହା ଯାଇଛି । ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ସ୍ଵାମୀ ସ୍ତ୍ରୀ ଯେତେବେଳେ ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି ସେତେବେଳେ ସେ ବହୁତ ପରାସ ପରକୁ ବହୁତ କଥା ଦେଇଥାନ୍ତି ଯାହାକୁ ମୃ-ତ୍ୟୁ ପର୍ଯ୍ୟନ୍ତ ନିଭେଇବେ ବୋଲି କହିଥାନ୍ତି କିନ୍ତୁ କିଛି ଗ୍ରହ ଆଉ ନିଜ ପୂଜା ପାଠ ଦୋଷ ପାଇଁ କିଛି ଲୋକଙ୍କ ଏହି ଘନିଷ୍ଠ ସମ୍ପର୍କ ଭାଙ୍ଗି ଯାଇଥାଏ ।

ତେବେ ମହିଳା ମାଙ୍କୁ ବା ପୁରୁଷ ମାନଙ୍କୁ ବିବାହ ପରେ କେବେ ବି ଏକୁଟିଆ କୌଣସି ସମାରୋହ, ପୂଜା ବା ଧାର୍ମିକ ସ୍ଥଳରେ ପୂଜା କରିବା ଉଚିତ ନୁହଁ କାହିଁକିନା ବିବାହ ସମୟରେ ଦୁହେଁ ଏହା କଥା ଦେଇଥାନ୍ତି ଯେ ଆପଣ ଯେତେ ଧାର୍ମିକ କାର୍ଯ୍ୟ କରିବେ ତାର ଏକମାତ୍ର ସାଥି ମୁଁ ଆପଣଙ୍କ ସହ ରହିବି । ତେବେ ପୂଜା ସମୟରେ ମହିଳାଙ୍କୁ ସବୁବେଳେ ସ୍ବାମୀଙ୍କ ବାମ ପଟକୁ ବିରାଜିତ ହବା ଉଚିତ ହୋଇଥାଏ ।

ତେବେ ପୂଜା କରିବା ସମୟରେ ଭଗବାନ ଶିବ ଆଉ ମାତା ପାରବତୀଙ୍କୁ ନିଶ୍ଚିନ୍ତ ମନେ ପକାଇବେ । ଭଗବାନ ଶିବ ପ୍ରଥମ ଦେବତା ଅଟନ୍ତି ଯିଏ ନିଜ ସ୍ତ୍ରୀଙ୍କୁ ଏତେ ସମ୍ମାନ ଦେଇଛନ୍ତି ଯେ ନିଜ ସ୍ତ୍ରୀଙ୍କୁ ନିଜ ଅର୍ଦ୍ଧାଙ୍ଗିନି କରିଥିଲେ ଆଉ ତାଙ୍କ ଠାରୁ ଅଧିକ ସମ୍ମାନ କେହି ଦେଇ ନାହାନ୍ତି । ତେବେ ଯେଉଁ ପୁରୁଷ ସ୍ତ୍ରୀ ସମ୍ମାନ କରିଥାଏ ଆଉ ତାକୁ ଭୁଲ ଥିକ୍ଜ୍ଞାନ ଦେଇଥାଏ ସେହି ମଣିଷ ଜୀବନରେ ଦୁଃଖ କେବେ ଆସିନଥାଏ ।

ତେବେ ଆସନ୍ତୁ ମନ୍ତ୍ର ଜାଣିବା, ତେବେ ପୁରୁଷ ଯେଉଁଠାରେ ବି ରହିଲେ ଏକା ହୁଅନ୍ତୁ ବା ସ୍ତ୍ରୀ ସହ ” ଓଂ ନମଃ ଶିବାୟ” ଜାପ କରି ପାରିବେ କିନ୍ତୁ ସ୍ତ୍ରୀ କେବଳ ସ୍ଵାମୀ ସହ ରହିଲେ ” ଓଂ ନମଃ ଶିବାୟ” ଜାପ କରି ପାରିବେ ଏକୁଟିଆ ରହିଲା ବେଳେ ସେ ” ନମଃ ଶିବାୟ ଓଂ” ଜାପ କରିବା ଉଚିତ ରହିଥାଏ । ଯଦି ସ୍ଵାମୀ ସ୍ତ୍ରୀ ଦୁହେଁ ଶିବ ଲି-ଙ୍ଗ ପାଖରେ ବସି ୧୦୮ ଥର ଏହି ଜାପ ମନ ଦେଇ କରିଥାନ୍ତି ତେବେ ତାଙ୍କ ଜୀବନ ସବୁ ଦୁଃଖ ଦୂର ହୋଇଥାଏ, ପାରିବାରିକ ଆଉ ସାଂସାରିକ ସୁଖ ତାଙ୍କ ପ୍ରାପ୍ତ ହୋଇଥାଏ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *