ପାର୍କରେ ଲୋକଙ୍କ ସାମ୍ନାରେ Shweta Tiwari ଙ୍କ ସ୍ଵାମୀ ଅଭିନବ କୋହଲୀ କଲେ ଏମିତି କିଛି, ଦେଖନ୍ତୁ ଭିଡିଓ

ଶ୍ଵେତା ତିବାରି ଆଉ ତାଙ୍କ ଏକ୍ସ ହଜବେଣ୍ଡ ଅଭିନଭ କୋହଲିଙ୍କ ମଧ୍ୟରେ ବହୁତ କ-ଳି ଝ-ଗ-ଡା ଚାଲିଛି ଆଉ ଏହାର କାରଣ ତାଙ୍କ ପୁଅ ଅଟେ ।

ତେବେ ଅଭିନବ ନିଜ ଛୁଆ ପାଖରେ ରହିବାକୁ ଇଛା କରୁଛନ୍ତି କିନ୍ତୁ ଶ୍ଵେତାଙ୍କ କହିବା ଅନୁଯାଇ ଅଭିନବ ତାଙ୍କ ଛୁଆର ଦେଖା ଶୁଣା ଭଲ ଭାବରେ କରି ପାରିବେନି ବୋଲି ଶ୍ଵେତାଙ୍କ କହିବା ଅଛି । ତେବେ ଦୁଇ ଜଣଙ୍କ ଝ-ଗ-ଡା ମଧ୍ୟରେ ଛୁଆ ମାନସିକ ସ୍ଥିତି ଉପରେ ବହୁତ ଖରାପ ପ୍ରଭାବ ପଡିଛି ବୋଲି ଶ୍ଵେତା କହିଛନ୍ତି । ତେବେ ଅଭିନବ ବାରମ୍ବାର ଶ୍ଵେତଙ୍କ ଉପରେ ଏହି ଗମ୍ଭୀର ଅ-ଭି-ଯୋ-ଗ କରୁଛନ୍ତି ଯେ ଶ୍ଵେତା ତାଙ୍କୁ ନିଜ ପୁଅକୁ ଦେଖା କରିବାକୁ ଦେଉ ନାହାନ୍ତି ।

ଏହି କଥା ପରେ ଶ୍ଵେତା କହିଛନ୍ତି ଯେ ଅଭିନବ ଯେଉଁ ଭଳି କାମ କରନ୍ତି ତାହା ଦେଖି ତାଙ୍କୁ ପୁଅ ଡ-ଋ ଯାଇଛି ଆଉ ନିଜ ବାପା ପାଖକୁ ଯିବାକୁ ଚାହୁଁ ନାହିଁ । ତେବେ ଆସନ୍ତୁ ଜାଣିବା ଘଟଣା କଣ ହେଇଛି । ଶ୍ଵେତା ତିବାରି ବହୁତ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି ସେ ବହୁତ ଫିଲ୍ମ ଆଉ ସିରିଏଲରେ କାମ କରିଛନ୍ତି ଆଉ ବିଗ ବସ ୱିନର ମଧ୍ୟ ରହିଛନ୍ତି ।

କିନ୍ତୁ ତାଙ୍କ ନିଜି ଜୀବନ ବର୍ତମାନ ବହୁତ ଖ-ରା-ପ ଚାଲିଛି ଶ୍ଵେତାଙ୍କ ଏକ୍ସ ହଜବେଣ୍ଡ ଅଭିନବ କୋହଲୀ ତାଙ୍କୁ ପୁଅ ପାଇଁ ବହୁତ ହ-ଇ-ରା-ଣ କରୁଛନ୍ତି ଅଭିନବ କହିବା ଅନୁଯାଇ ଶ୍ଵେତା ତାଙ୍କୁ ତାଙ୍କ ପୁଅ ଠାରୁ ଅଲଗା ରଖୁଛନ୍ତି ଯାହା ପରେ ଶ୍ଵେତା ଗୋଟେ ପାର୍କ ଭିଡିଓ ଶେୟର କରିଛନ୍ତି ଯେଉଁଥିରେ ଅଭିନବ ଗୋଟେ ପାର୍କରେ ବହୁତ ଲୋକଙ୍କ ଆଗରେ ଶ୍ଵେତାଙ୍କ ହାତରୁ ପୁଅକୁ ଛ-ଡେ-ଇ-ବା-ର ଦେଖା ଯାଇଥିଲା ।

ତେବେ ଏହି ଭିଡିଓ ୨ ବର୍ଷ ପୁରୁଣା ଅଟେ କିନ୍ତୁ ଶ୍ଵେତଙ୍କ କହିବା ଅନୁଯାଇ ଏହି ଘଟଣା ପରେ ତାଙ୍କ ପୁଅ ମାସ ପର୍ଯ୍ୟନ୍ତ ସୋଇ ପାରି ନଥିଲେ ଆଉ ଅଭିନବକୁ ଦେଖିଲେ ଡରୁଥିଲେ । ତେବେ ଏହା ସହ ଶ୍ଵେତା ଲେଖିଥିଲେ ଯେ ସତ ସମସ୍ତଙ୍କ ଆଗକୁ ଆସିବା ବହୁତ ଆବଶ୍ୟକ ଅଟେ । ତେବେ ଏହି ଭିଡିଓ ପରେ ଶ୍ଵେତାଙ୍କ ସ୍ଵାମୀ ମଧ୍ୟ ଚୁପ ହେଇ ରହି ନାହାନ୍ତି ।

ସେ ମଧ୍ୟ ଗୋଟେ ଭିଡିଓ ଶେୟର କରିଛନ୍ତି ଯେଉଁଥିରେ ତାଙ୍କ ପୁଅ ତାଙ୍କ ପାଖରେ ରହିବାକୁ କହୁଛନ୍ତି, ଏହା ଛଡା ଅଭିନବ ସହ ଭଲ ଖେଳୁଛନ୍ତି, ତେବେ ଅଭିନବ ମଧ୍ୟ ଲେଖିଛନ୍ତି ସମସ୍ତଙ୍କୁ ସତ ଜାଣିବା ଆବଶ୍ୟକ ହେଲାଣି । ତେବେ ଦୁହିଙ୍କ ଝ-ଗ-ଡାରେ କିଏ ଠିକ ଆଉ କିଏ ଭୁଲ ଏହା ଜଣା ପଡୁ ନାହିଁ କିନ୍ତୁ ଏହା ଦ୍ଵାରା ଛୁଆ ପାଇଁ ଅସୁବିଧା ନିଶ୍ଚିନ୍ତ ଦେଖା ଯାଉଛି । ତେବେ ଶ୍ଵେତା ନିଜ ଝିଅ ଆଉ ପୁଅ ଦୁହିଙ୍କ ଦେଖା ଶୁଣା ବହୁତ ଭଲ ଭାବରେ କରନ୍ତି ବୋଲି ସମସ୍ତେ ଏହା ଦେଖିବାକୁ ପାଇଛନ୍ତି ।

Leave a Reply

Your email address will not be published. Required fields are marked *