Malika Bhakta- ରାତି 2ଟାରେ ଉଠି ମୁଁ ବାହାରକୁ ଆସେ, ତାପରେ ଯାହା ଘଟେ ମୁଁ ଜାଣିନି… ସତ୍ୟ ଘଟଣା

କହିବାକୁ ଗଲେ ମାଳିକାର ମହାନତା ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । ଯାହାର ଗୋଟି ଗୋଟି କଥା ଆଜି ସତ ପ୍ରମାଣିତ ହେଉଛି । ମାଳିକାରେ କୁହାଯାଇଥିଲା କି ଏହିଭଳି ମହାମାରୀ ଆସିବ ।

ଯାହାକି ଆସି ସାରିଛି । ଚାରି ଆଡେ ଅଭାବ ଦେଖା ଯାଉଛି । ଆଜି ସମସ୍ତେ ଉପାୟ ଶୂନ୍ୟ ହୋଇ ଯାଇଛନ୍ତି । କିନ୍ତୁ କହିଦେଉଛୁ କି ଏଥିରୁ ମୁକ୍ତି କେବେ ମିଳିବ ସେହି ବିଷୟରେ ବି ମାଲିକାରେ କୁହାଯାଇଛି । ଯାହା ବି ଦିନେ ନା ଦିନେ ସତ ହେବ । ଭଗବାନ ଉପରେ ବିଶ୍ଵାସ ରକହନ୍ତୁ ତେବେ ଭଗବାନ ଆପଣଙ୍କର ନିଶ୍ଚିତ ଶୁଣିବେ । ଆଜି ଆମେ ମାଳିକାର ଏକ ଗ୍ରନ୍ଥ ଅଛି ଯାହାର ନାଁ ଚକ୍ରମରାଣ ଅଟେ । ଯେଉଁଥିରେ ଗୁହାଲିପୁରର ନାରାୟଣ ମଲ୍ଲିକଙ୍କ ବିଷୟରେ ଲେଖା ହୋଇଛି ।

ଯାହାଙ୍କ ବିଷୟରେ ଆଜି ଆମେ ଆପଣଙ୍କୁ କିଛି କହିବୁ । କହିଦେଉଛୁ କି ନାରାୟଣ ମଲ୍ଲିକ ଜଗତସିଂହପୁର ରଘୁନାଥପୁର ଗୁହାଲିପୁର ଗ୍ରାମର ନିବାସୀ ଅଟନ୍ତି । ତାଙ୍କ ପରିବାରରେ ସେ ତାଙ୍କର ମା, ସ୍ତ୍ରୀ, ପୁଅ ଓ ଝିଅ ରୁହନ୍ତି । ନାରାୟଣ ମଲ୍ଲିକ ଏକ ସାକ୍ଷାତକାରରେ ନିଜ ବିଷୟରେ ବହୁତ କିଛି ରହସ୍ୟ ଉଲ୍ଲେଖ କରିଛନ୍ତି । ତାଙ୍କ ଅନୁସାରେ ୨୦ ୨୫ ବର୍ଷ ପୂର୍ବେ ପୁରୀର ବଡ ପଣ୍ଡାମାନେ ତାଙ୍କୁ ନିଜ ସହିତ ପୁରୀ ନେଇ ଯିବା ପାଇଁ ଆସିଥିଲେ ।

କିନ୍ତୁ ନିଜର ପରିବାରରେ ସେ ଏକମାତ୍ର ପୁରୁଷ ହୋଇଥିବାରୁ ଓ ତାଙ୍କ ପରେ ପରିବାରର ଦେଖାଶୁଣା କରିବା ପାଇଁ କେହି ନ ଥିଲେ । ସେଥିପାଇଁ ସେ ପୁରୀର ବଡପଣ୍ଡାମାନଙ୍କ ସହ ଯିବା ପାଇଁ ରାଜି ହେଲେ ନାହିଁ । ଏହା ସହିତ ତାଙ୍କର କହିବା ଅଟେ କି ପରିବାର ଲୋକମାନେ ବି ଏଥିରେ ରାଜି ନ ଥିଲେ । କହିବାକୁ ଗଲେ ପୁରୀର ବଡ ପଣ୍ଡାଙ୍କ ଡାକରା ବହୁତ ବଡ କଥା ଅଟେ । କେବଳ ପୁରୀର ବଡ ପଣ୍ଡା ନୁହେଁ ନାଗାସାଧୁମାନେ ବି ତାଙ୍କ ପାଖକୁ ଆସନ୍ତି ଓ ତାଙ୍କୁ ସେମାନଙ୍କ ସହ ଯିବା ପାଇଁ କୁହନ୍ତି ।

କିନ୍ତୁ ନାରାୟଣ ମଲ୍ଲିକ ନିଜର ପରିବାରକୁ ଛାଡି ଯାଆନ୍ତି ନାହିଁ ।  କୁହାଯାଏ କି ନାରାୟଣ ମଲ୍ଲିକଙ୍କ ପାଖରେ ୩ ଲକ୍ଷ ଗ୍ରନ୍ଥ ଅଛି । କିନ୍ତୁ ନାରାୟଣ ମଲ୍ଲିକଙ୍କ ଅନୁସାରେ ତାଙ୍କ ପାଖରେ କୌଣସି ବି ପ୍ରକାରର ଗ୍ରନ୍ଥ ନାହିଁ । ସେ କହିଲେ କି ସେହି ସମସ୍ତ ୩ ଲକ୍ଷ ଗ୍ରନ୍ଥ ସମୟ ହେଲେ ନିଶ୍ଚିତ ସାମ୍ନାକୁ ଆସିବ । କିନ୍ତୁ ବର୍ତ୍ତମାନ ତାଙ୍କୁ ଏହା ବିଷୟରେ କିଛି ବି ଜଣା ନାହିଁ । ନାରାୟଣ ମଲ୍ଲିକ ଆଗକୁ କହିଲେ କି ପିଲାଦିନେ ତାଙ୍କୁ କିଛି ନିର୍ଦେଶ ଆସୁଥିଲା । କିନ୍ତୁ ବର୍ତ୍ତମାନ ସେ ବିଷୟରେ ସେ କିଛି ଜାଣି ନାହାନ୍ତି ।

କୁହାଯାଏ କି ରାତି ଅଧରେ ହଠାତ ଉଠି ସେ ଘରୁ ବାହାରକୁ ଚାଲି ଆସନ୍ତି । କିନ୍ତୁ ନାରାୟଣ ମଲ୍ଲିକଙ୍କ ଅନୁସାରେ ସେ ଏହା ବିଷୟରେ କିଛି ଜାଣି ପାରନ୍ତି ନାହିଁ । ମାନେ ଏହି ସମୟରେ ତାଙ୍କ ସହିତ କଣ ହୁଏ ସେ କିଛି ବି ଜାଣି ପାରନ୍ତି ନାହିଁ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ ।

Leave a Reply

Your email address will not be published. Required fields are marked *