ଯଦି ଆପଣଙ୍କ ନ୍ହିଟରେ କିଛି ମନୋକମନା ରହିଛି ତାକୁ ମନରେ ରାଖୀ ଏହି ଉପାୟ କରନ୍ତୁ। ଏମିତି କରିବା ଦ୍ଵାରା ମାତା ରାଣୀର ବହୁତ କୃପା ହୋଇଥାଏ ଓ ଯାହାବି ମନୋକମନା ହୋଇଥାଏ ତାହା ପୂର୍ଣ ହୋଇଥାଏ । ମାତା ତୁଳସୀଙ୍କ ଆରାଧନା ଆମେ ସମସ୍ତେ କରିଥାଉ ତୁଲସୀ ପାତ୍ର ବିନା ବିଷ୍ନୁଙ୍କ ପୂଜା ଅଧା ରହିଥାଏ ।
ମା ଲକ୍ଷ୍ମୀଙ୍କ ବହୁତ କୃପା ରହିଥାଏ ଯାହା ଘରେ ତୁଳସୀ ଗଛ ରହିଥାଏ । ଏହି ନବରାତ୍ରରେ କୌଣସି ଦିନରେ ଆପଣ ଆଣିପାରିବେ ଘରକୁ ତୁଳସୀଗଛ ଓ ସକାଳେ ସନ୍ଧ୍ୟାରେ ତୁଲସୀ ଗଛ ମୂଳରେ ଘିଅ ଦୀପ ଜଳାନ୍ତୁ । ସବୁଦିନ ସକାଳେ ତୁଲସୀ ଗଛକୁ ପାଣିଦେବେ, ଏମିତି କରିବା ଦ୍ଵାରା ଧନ ସମ୍ବନ୍ଧିତ ଓ ଦାମ୍ପତ୍ୟ ଜୀବନରେ କୌଣସି ପ୍ରକାରର ସମସ୍ୟା ଆସିବ ନହିଁ । ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ରହିଥାଏ ସେଇ ଘରେ ।
ଆଉ ଗୋଟେ ଗଛ ହେଉଛି କଦଳୀ ଗଛ ନବରାତ୍ରିର କୌଣସି ଦିନ ଶୁଭ ମୁହୂର୍ତ ଦେଖି କଦଳୀ ଗଛ ଘରେ ଲଗାନ୍ତୁ, ଏହା ବହୁତ ଶୁଭ ନେଇକି ଆସିଥାଏ । ଯଦି ସମ୍ବନ୍ଧିତ କିଛି ସମସ୍ୟା ଥାଏ ତାହା ଦୂର ହୋଇଥାଏ । ଯଦି କୁଣ୍ଡଳୀରେ ବୃହସ୍ପତି ଗ୍ରହ ସହିତ ଜଡିତ କିଛି ଦୋଷ ଥାଏ ତାହେଲେ ଗୁରୁବାର ଦିନ କଦଳୀ ଗଛର ପୂଜା ଆରାଧନା ଓ ହଳଦୀ ପାଣି ଢାଳିବେ ଏହି ଉପାୟକୁ ନିଶ୍ଚିତ ରୂପରେ କରନ୍ତୁ ଆପଣଙ୍କୁ ଧନ ସମ୍ବଧିତ କୌଣସି ପ୍ରକାର ସମସ୍ୟା ରହିବ ନହିଁ ।
ଏହି ନବରାତ୍ରି ପୂଜା ଦିନ ଶୁଭ ମୁହୂର୍ତ ଦେଖି କିଛି ଗଙ୍ଗ ଶିଉଳି ଫୁଲ ଆଣିବେ ଓ ଲାଲ କପଡାରେ ବାନ୍ଧି ମାଙ୍କର ପୂଜା ସରିଲା ପରେ ଯେଉଁଠି ଆପଣ ପଇସା ରଖୁଥିବେ ସେଠୀ ଏହି ଫୁଲକୁ ରଖିବା ଦରକାର ଏମିତି କରିବା ଦ୍ଵାରା ମାତା ଲକ୍ଷ୍ମୀଙ୍କ କୃପା ସଦା ସର୍ବଦା ରହିଥାଏ ।
ଆଉ ଗୋଟିଏ ଉପାୟ ହେଉଛି ବର ଗଛରୁ ଗୋଟେ ପତ୍ର ନେଇକି ଆସିବେ ଓ ସେହି ପତ୍ରରେ ଟିକେ ହଳଦୀ ଗୋଳେଇବେ, ସେଇ ହଲଦିରେ ସ୍ଵସ୍ତିକ ଚିହ୍ନ ବନାନ୍ତୁ ସେଇ ପତ୍ରକୁ ମାଙ୍କ ପାଖରେ ରଖନ୍ତୁ । ଏମିତି କରିବା ଦ୍ଵାରା ଆପଣଙ୍କ ଜୀବନରେ ଯାହାବି ଇଛା ରହିଛି ସବୁ ପୁରା ହୋଇଯିବ । ସବୁପ୍ରକାର ସମସ୍ୟାର ସମାଧାନ ହୋଇବଏହି ଉପାୟ କରିବା ଦ୍ଵାରା । ଯଦି କୌଣସି କାମରେ ବାଧା ଆଉଛି ସେଇ କାମ ବହୁତ ଭଲରେ ହେବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।