କାହିଁକି ପାପ କରିବା ପରେ ମଧ୍ୟ ଦୁର୍ଯ୍ୟଧନଙ୍କୁ ମିଳିଥିଲା ସ୍ଵର୍ଗ ଓ ପାଣ୍ଡବ ମାନଙ୍କୁ ଯିବାକୁ ପଡିଥିଲା ନର୍କକୁ?

ମହାଭାରତ ସ୍ଵର୍ଗା ରୋହଣରେ ବର୍ଣିତ କଥା ଅନୁସାରେ କୁରୁ କ୍ଷେତ୍ରରେ ବିଜୟୀ ହେବ ପରେ ଯୁଧିଷ୍ଠିର ୩୬ ବର୍ଷ ପର୍ଯ୍ୟନ୍ତ ହସ୍ତିନା ପୁରା ଉପରେ ରାଜ କରିଥିଲେ । ଏହା ପରେ ଯେବେ କୃଷ୍ଣ ତାଙ୍କ ଦେହ ତ୍ୟାଗ କରିଲେ, ସେତେବେଳେ ଯୁଧିଷ୍ଠିର ଜନିଗଲେକି ଏବେ ତାଙ୍କର ପୃଥିବୀରୁ ଯିବାର ସମୟ ଆସିଗଲା ।

ତାପରେ ଯୁଧିଷ୍ଠିର ଅଭିମନ୍ୟୁ ପୁତ୍ର ପରୀକ୍ଷିତଙ୍କୁ ହସ୍ତିନା ପୁରର ରାଜା ଭାର ଦେଇଥିଲେ । ସେ ତାଙ୍କର ଚାରି ଭାଇ ଓ ଦ୍ରୌପଦୀଙ୍କ ସହିତ ସଶରୀର ସ୍ଵର୍ଗକୁ ଯିବାକୁ ପ୍ରସ୍ଥାନ କଲେ ଓ ଏମାନଙ୍କ ସହିତ ଗୋଟେ କୁକୁର ମଧ୍ୟ ଯାଇଥିଲା ।

Image Courtesy: Google

ତାପରେ ସେ ହିମାଲୟରେ ପହଞ୍ଚିଲେ ସେଠାରେ ଭଗବାନ ଶିବ ସେମାନଙ୍କୁ ସ୍ଵର୍ଗ ଯିବାର ରାସ୍ତା ବତେଇଥିଲେ । ଏହାପରେ ସମସ୍ତେ ମିଶି ସ୍ଵର୍ଗକୁ ପ୍ରସ୍ଥାନ କରିବାକୁ ଲାଗିଥିଲେ । ଯିବା ସମୟରେ ଦ୍ରୌପଦୀ, ନକୁଳ , ସହଦେବ, ଭୀମ, ଅର୍ଜୁନ ଜଣେ ଜଣେ କରି ତଳେ ପଡିଲେ । ଶେଷରେ ଯୁଧିଷ୍ଠିର ଓ ସାଙ୍ଗରେ ଥିବା କୁକୁର ସଶରୀର ସ୍ଵର୍ଗ ଦ୍ଵାରରେ ପହଞ୍ଚିଲେ ଓ ଏଠାରେ ଧର୍ମ ରାଜା କୁକୁରକୁ ଭିତରକୁ ଯିବାକୁ ରୋକୀ ଥିଲେ । ତାପରେ ଯୁଧିଷ୍ଟିର କହିଥିଲେ ଭାଗଗବାନ ଏହି କୁକୁର ବିନା ମୁ ସ୍ଵର୍ଗକୁ ଯାଇ ପାରିବି ନହିଁ । କିନ୍ତୁ ବାସ୍ତବରେ ସେହି କୁକୁର ଧର୍ମ ରାଜା ଥିଲେ ।

Image Courtesy: Google

ତାପରେ ଯୁଧିଷ୍ଠିର ସଶରୀର ସ୍ଵର୍ଗରେ ପହଞ୍ଚିଥିଲେ ଓ ସେଠାରେ ଦୁର୍ଜ୍ୟଧନକୁ ଦେଖିଲେ ସେ ମଧ୍ୟ ବହୁତ ଦେବତା ଓ ସାଧୁମାନଙ୍କ ସହିତ ବସି ସୂର୍ଯ୍ୟଙ୍କ ଭଳି ଚମକୁ ଛନ୍ତି । ଏହା ଦେଖି ରାଜା ଯୁଧିଷ୍ଠିର କ୍ରୋଧରେ ଭରିଯାଇଥିଲେ । ସେ କିଛି ଦୂରକୁ ଯାଇ ଉଚ ସ୍ଵରରେ ସବୁ ଦେବତାଙ୍କୁ କହିଲେ ଯାହା ପାଇଁ ଆମେ ନିଜ ପ୍ରିୟଜନ ଓ ବନ୍ଧୁଙ୍କ ସଘର କରିଛୁ ଓ ସବୁ ପୃଥିବୀ ଉଜାଡି ଦେଇଛୁ, ଯିଏ ଆମକୁ ବହୁତ କ୍ଲେଶ ପହଞ୍ଚାଇଥିଲେ ଓ ଭରିସଭା ଓ ଗୁରୁଜନଙ୍କ ସାମ୍ନାରେ ଦ୍ରୌପଦୀଙ୍କୁ ଅପମାନ ଦେଇଥିଲେ ସେଇ ଲୋଭୀ ଓ ଅଧର୍ମୀ ଦୁର୍ଜ୍ୟଧନସହିତ ରହି ମୁଁ ଏହି ପୂଣ୍ୟ ଲୋକ ପାଇବାକୁ ଇଛା ରଖୁନି ।

Image Courtesy: Google

ତାପରେ ନାରଦ କହିଲେକି ଯୁଧିଷ୍ଠିର ଦୁର୍ଜ୍ୟଧନକୁ ଏମିତି କହିବା ଉଚିତ ହେଉନି, କାରଣ ଦୁର୍ଜ୍ୟାଧନ କୁରୁକ୍ଷେତ୍ର ଯୁଧ୍ୟରେ ଶରୀରର ଆହୁତି ଦେଇକି ବୀର ଗତି ପାଇଛନ୍ତି । ସେ ଯୁଧ୍ୟରେ ଦେବତୁଲ୍ୟ ତେଜସ୍ବୀ ଭାଇ ମାନଙ୍କର ବହୁତ ସାହସର ସହିତ ସାମ୍ନା କରିଛନ୍ତି । ଖାଲି ସେତିକି ନୁହେଁ ଦୁର୍ଜ୍ୟାଧନ ବହୁତ ଭୟ ସମୟରେ ମଧ୍ୟ ସାହସର ସହିତ କ୍ଷେତ୍ରୀୟ ଧର୍ମ ଅନୁସାରେ ତୁମ ମାନଙ୍କ ସହିତ ଯୁଧ୍ୟ କରିଥିଲେ । ସେ ଅଧର୍ମର ଭାଗୀଦାର ହୋଇ ମଧ୍ୟ ଏହି ଦିବ୍ୟ ଲୋକରେ ବିରାଜ ମାନ ଅଛନ୍ତି । ନାରଦଙ୍କ ମୁହଁରୁ ଏହିକଥା ଶୁଣି ତାଙ୍କ ରାଗ ସାନ୍ତ ହୋଇଗଲା ।

Image Courtesy: Google

ତାପରେ ଦୁର୍ଜ୍ୟାଧନ ଦେବ ଦୂତଙ୍କ ସହିତ ଭାଇମାନଙ୍କ ପାଖକୁ ଯିବାକୁ ଚାହିଁଲେ ଓ ସେଠିକି ଜାଇକି ଦେଖି ତାଙ୍କ ଭାଇମାନଙ୍କୁ ଓ ସେଠାରେ ଅନ୍ୟ ଦେବତା ମଧ୍ୟ ପହଞ୍ଚି ଗଲେ ଓ ସେଇ ଜାଗା ସ୍ଵର୍ଗ ଭଳି ଦିବ୍ୟମାନ ହୋଇଗଲା । ଏହା ଦେଖି ଯୁଧିଷ୍ଠିର କହିଲେ ଦେବ ଗଣ ଇଏ କଣ ଥିଲା । ତାପରେ ଦେବତା ମାନେ କହିଥିଲେ ଆପଣ ଅଶ୍ଵାଥମାର ମିଛ ଖବର ଦେଇଥିଲ ସେଥିପାଇଁ ଆପଣଙ୍କୁ କିଛି ସମୟ ପର୍ଯ୍ୟନ୍ତ ନର୍କରେ ରଖାଯାଇଥିଲା । ଏବେ ଆପଣ ସ୍ଵର୍ଗକୁ ନିଜ ଭାଇମାନଙ୍କ ସହିତ ପ୍ରସ୍ଥାନ କରନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *