ମହାଶିବରାତ୍ରିରେ ଘରକୁ ଆଣନ୍ତୁ ୫ଟି ଜିନିଷ ମଧ୍ୟରୁ ଗୋଟିଏ, ହେବ ଖାଲି ଧନର ବର୍ଷା

ମହାଶିବରାତ୍ରୀ ପୁରା ଭାରତ ବର୍ଷରେ ପାଳନ କରା ଯାଇଥାଏ ଏହି ପର୍ବକୁ ସମସ୍ତେ ବହୁତ ଆଦର ଏବଂ ମାନ୍ୟତା ସହ ପୂଜା କରମନ୍ତି । ଭଗବାନ ଭୋଲେନାଥ ନିଜ ଭକ୍ତ ମାନଙ୍କ ଉପରର ଏହି ଦିନ ଅପାର କୃପା କରିଥାନ୍ତି ଜୀବନରେ ଯେତେ ଦୁଃଖ ହେଲେ ମଧ୍ୟ ଭଗବାନ ଶିବନଙ୍କିଉ ମନ ଦେଇ ପୂଜା କଲେ ଆପଣଙ୍କ ସବୁ ଦୁଃଖ କ୍ଷଣକ ରେ ଦୂର ହୋଇଥାଏ । ମହାଶିବରାତ୍ରି ଦିନ ଆନ୍ନ ଗ୍ରହଣ କରିବା ଉଚିତ ନୁହ ଯଦି ଆପଣ ଆନ୍ନ ଗ୍ରହଣ କରୁଛନ୍ତି ତେବେ ଗୋଟେ ଟାଇମ କରନ୍ତୁ ଏହା ଛଡା ଯଦି ଫଳ ଗ୍ରହଣ କରୁଛନ୍ତି ତେବେ ବାରମ୍ବାର ଗ୍ରହଣ କରନ୍ତୁ ନାହିଁ ଏହାସ ଆପଣଙ୍କ ପାଇଁ ଉଚିତ ନୁହ । ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ପ[ଆଇନ ଶୁଭକାରୀ ହୋଇଥାଏ ।

ଶିବଲିଙ୍ଗ:

ଆପଣ ମାନେ ଛୋଟ ପିତଳ ବା ରୂପା ଶିବଲୀଙ୍ଗ ଦେଖିଥିବେ ତେବେ ରୂପାଲୀଙ୍ଗ ମହାଶିବରାତ୍ରୀ ଘରକୁ ଆଣିଲେ ବହୁତ ଶୁଭ ହୋଇଥାଏ । ତେବେ ଯଦି ଆପଣ ରୂପାଲୀଙ୍ଗ ଆଣି ପାରିବେ ନାହିଁ ତେବେ ମାଟିଲୀଙ୍ଗ ତିଆରି କରନ୍ତୁ ଆଉ ପୂଜା କରନ୍ତୁ ଆଉ ତା ଆର ଦିନ ମାଟିଲୀଙ୍ଗ ବିସର୍ଜନ କରନ୍ତୁ ।

ରୁଦ୍ରାକ୍ଷ :

ଆପ ଭଗବାନ ଶିବଙ୍କ ବେକରେ ସବୁବେଳେ ରୁଦ୍ରାକ୍ଷ ମାଳ ଦେଖିଥିବେ ତେବେ ମହାଶିବରାତ୍ରି ଦିନ ଘରକୁ ରୁଦ୍ରାକ୍ଷ ଆଣି ତା ପୂଜା କରିବା ଦ୍ଵାରା ଭଗବାନ ଶିବ ପ୍ରସନ୍ନ ହୁଅନ୍ତି ଆଉ ସନ୍ତାନ ସୁଖ ଦିଅନ୍ତି ।

ରୂପା ଚାନ୍ଦ :

ଆପଣ ମାନେ ଭଗବାନ ଶିବନ ମଥାରେ ଚନ୍ଦ୍ର ଦେଖିବାକୁ ପାଇଥିବେ ଏହି ଚନ୍ଦ୍ର ଆଣି ଘରେ ପୂଜା କରନ୍ତୁ । ଏହା ଛଡା ଯଦି ପାରୁଛନ୍ତି ତେବେ ରୂପା ସାପ ଆଣନ୍ତୁ ତାହା ମଧ୍ୟ ବହୁତ ଶୁଭ ଫଳ ଦେଇଥାଏ ।

ତ୍ରିଶୂଳ :

ଭଗବାନ ଶିବଙ୍କ ହାତରେ ସବୁବେଳେ ତ୍ରିଶୂଳ ରହିଥାଏ ଆପଣ ମାନେ ଏହା ବେଶ ଭଲ ଭାବରେ ଜାଣିଛନ୍ତି ଯେ ଭଗବାନ ଶିବଙ୍କୁ ତ୍ରିଶୂଳ ବହୁତ ପ୍ରିୟା ହୋଇଥାଏ ସେଥିପାଇଁ ଏହି ଦିନ ତ୍ରିଶୂଳ ଆଣି ଘରେ ପୂଜା କରନ୍ତୁ ।

ତେବେ ଭୁଲରେ ବି ଘର ଲୋକଙ୍କୁ ଏହି ଦିନ ମାଂସ ମଦ ଭଳି ଜିନିଷ ସେବନ କରିବାକୁ ଦିଅନ୍ତୁ ନାହିଁ ନଚେତ ଆପଣଙ୍କ ପରିବାର ଉପରେ ବହୁତ ବଡ ସଙ୍କଟ ଆସି ପାରେ ଯଦି କେହି ରୋଗୀ ଅଛନ୍ତି ତେବେ ଆନ୍ନ ପ୍ରସାଦ ଗ୍ରହଣ କରନ୍ତୁ ।

Leave a Reply

Your email address will not be published. Required fields are marked *