ମହିଳା ସହ କୁଆଁରୀ ଝିଅବି ଛୁଆ ଜନ୍ମ କରିବାକୁ ବାଧ୍ୟ, ଜୀବଜନ୍ତୁ ଭଳି ଜନ୍ମ ହେଉଛନ୍ତି ମଣିଷ ଛୁଆ….ଦେଖନ୍ତୁ Video

ସବୁ ଧର୍ମ ରେ କୁହ ଯାଇଛି କି ମଣିଷ ହେଉଛି ଏକ ଏଥିରେ କିଛି ଭେଦ ଭାବ ନାଇ କିନ୍ତୁ ଏତେ ସବୁ ପରେ ମଧ୍ୟ ଆଜି ଭି କିଛି ଲୋକ ମାନେ କିଛି ସମାଜରେ ଥିବା ଲୋକମାନେ ମହିଳା ମାନଙ୍କ ପାଇଁ ବଞ୍ଚିବା ଖୁବ କଷ୍ଟ କର କରି ଦେଇଛନ୍ତି । ସେମାନେ ମହିଳା ମାନଙ୍କୁ ଏକ ପ୍ରକାର ବସ୍ତୁ ବୋଲି ଭାବି ନେଇଛନ୍ତି । ଯାହା ଦ୍ଵାରା ସେମାନଙ୍କ ଜୀବନ ନଷ୍ଟ ହେଉଛି । ଏହି ଭଳି ଏକ ଜାଗା ଅଛି ଯେଉଁ ଜାଗାରେ କେବଳ ମହିଳା ମାନଙ୍କୁ ପିଲା ଜନ୍ମ କରିବା ମସିନ ବୋଲି ଭାବି ନେଇ ଅନେକ ଲୋକ ନିଜର ଇଚ୍ଛା ପୂରଣ କରୁଛନ୍ତି । ଯଦି ହଠାତ କେହି ଗର୍ଭବତୀ ମଧ୍ୟ ହୋଇ ଜିବ ତାହେଲେ ମଧ୍ୟ ସେ ନିଜ ସନ୍ତାନ କୁ ଜନ୍ମ ଦେଇ ପାରିବ କିନ୍ତୁ ଏହାକୁ ମା-ରି ପାରିବ ନି । ଯେଉଁ ମାନେ ଗରିବ ସେମାନଙ୍କ ଝିଅ ମାନଙ୍କୁ ମନ ଇଛା ଟେକି ନେଇ ତା ସହ ଜ-ବା-ର- ଦ-ସ୍ତି କରିବା ସେଠାକାର ପ୍ରଥା ହୋଇ ଗଲାଣି ।

ଏହା ହେଉଛି ନାଇଜେରିଆ ର ଗାଁ ର ଏକ ଘଟଣା ଯେଉଁଠାରେ ଗରିବ ଘରର ଝିଅ ମାନଙ୍କୁ ଜ-ବ-ର ଦ-ସ୍ତି କରି କେହି ଭି ଉଠାଇ ନେଇଯିବେ । ଏହା ପରେ ଆସେ ଏକ ନୂଆ ମୋଡ କି ସେ ସନ୍ତାନ ମାନଙ୍କୁ ଜନ୍ମ ଦେବା ପାଇ ବାଧ୍ୟ । ଯଦି ଦେଖିବା ପାଇ ଯିବା ଏହା ସେଠାକାର ଏକ ପ୍ରଥା ହୋଇ ସାରିଛି । ଏହାକୁ ଅନେକ ବର୍ଷ ପୂର୍ବରୁ କିଛି ଜ୍ଞା-ନ-ଷ୍ଟ-ର ମାନେ ଆରମ୍ଭ କରିଥିଲେ ।

ସେମାନେ ଯେଉଁ ମାନଙ୍କୁ ପିଲା ଦରକାର ତାଙ୍କ ସହ କଥା ହେଉ ଥିଲେ ଓ ସେହି ମାନଙ୍କ ପାଇଁ ନିଜେ କାହା ସହ ଶା-ରୀ-ରି-କ ସ-ମ୍ପ-ର୍କ ରଖୀ ବିବାହ ପିଲା ଜନ୍ମ କରାଉଥିଲେ । ସେତେବେଳ ଏହା ଏକ ଡିଲ ଥିଲା ଏବେ ଏହା ନାରୀ ଙ୍କର ଉପରେ ନି-ର୍ଯ୍ୟା-ତ-ନା ହୋଇ ଗଲାଣି । ଏବେ ଯିଏ ଯାହାକୁ ଭଲ ଲାଗିଲା ସେ ତାକୁ ଜ-ବ-ର-ଦ-ସ୍ତି- କରି ନିଜ ସହ ନିଜ ଘରକୁ ନେଇଯିବ ଓ ଶା-ରୀ-ରି-କ ସ-ମ୍ପ-ର୍କ ମଧ୍ୟ ରଖିବ ।

ଏହା ତ ୧୮ ବର୍ଷ ରୁ ଭି କମ ଝିଅ ମାନଙ୍କ ସହ ହେଉଛି ସେମାନଙ୍କ ବାପା ମା ମଧ୍ୟ କିଛି କହି ପାରିବେ ନି । କାରଣ ସେମାନେ ଲାଚାର । ଏହା ପରେ ସେହି ଝିଅ ବିବାହ କରି ପାରି ନାଥାଏ । ତେଣୁ କରି କୁହା ଯାଉଛି ଏକ ପ୍ରଥା ନା ରେ ଏହା ଏକ ପ୍ରକାର ନି-ର୍ଯ୍ୟା-ତ-ନା । ଏହା ଆଜି କାଲିର ସାମାଜରେ ମଧ୍ୟ ଚାଲିଛି ଜାଣିକି ଖୁବ ଆଶ୍ଚର୍ଯ୍ୟ ଲାଗୁଛି । ଦେଖିବା ପାଇଁ ଗଲେ ଆମ ଦେଶରେ ଏହା ଆଇନ ସମ୍ମତ ଅ-ପ-ରା-ଧ ।

ଆମେ ଯେଉଁ ଦେଶରେ ରହୁଛୁ ସେ ଏହି ସବୁ ଠାରୁ ଖୁବ ଦୂରରେ କିନ୍ତୁ ଦେଖିବା ପାଇ ଗଲେ ଏହା ଏକ ଜ-ଘ-ନ୍ୟ ଘଟଣା ଯାହାକୁ ସ-ଜ୍ୟ କରିବା ପାପ । ଯେଉଁ ଜାଗାରେ ଭି ହେଉ ନା କାହିଁକି ନାରୀକୁ ସମ୍ମାନ ଦେବା ଉଚିତ କାରଣ ସେ ହି ଜୀବନକୁ ଦୁନିଆ ଦେଖାଇ ଥାଏ ନାରୀ ଯଦି ପୁରୁଷ ସହ ଏକାଠି ନ ରହେ ତେବେ ଏହା ପ୍ରକୃତିର ନିୟମ କୁ ଲ-ଙ୍ଘ-ନ କରିବା ଭଳି ଘଟଣା ।

Leave a Reply

Your email address will not be published. Required fields are marked *