ମହିଳା କାନ୍ଦିକି ଶୁଣାଇଲେ କଷ୍ଟଦାୟକ କାହାଣୀ, କହିଲେ ପୋଲିସ ବାଲା ନିଜର ପାଦ ଚଟାଇଲେ “ମୁଁ ଚିଲାଉଥିଲି ଆଉ ସେ”…

ସହରରେ ମାନବତାକୁ ଲଜ୍ୟା କରିବା ଭଳି ଏକ ଖବର ସାମ୍ନାକୁ ଆସିଛି । ଯେଉଁଠି କି ଜଣେ ଟ୍ରାଫିକ ପୋଲିସକର୍ମୀ ଙ୍କ ପୁଅ ଜଣେ ମହିଳା ଏବଂ ତାର ପିଲାକୁ ଅପହରଣ କରି ତାର ବାପାକୁ ନିଜର ପାଦ ଚଟାଇଲେ ଏବଂ ତାଙ୍କ ସହିତ ଜୋର ମାରପିଟ କଲେ । ସମ୍ପୁର୍ଣ୍ଣ ଖବର ଜାଣିବା ପାଇଁ ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିନ୍ତ ପଢନ୍ତୁ । ଯାହା ପଢିବେ ଆପଣଙ୍କ ମୁଣ୍ଡ ଲଜ୍ୟାରେ ନଇଁ ଯିବ ।

ବିନତି କରିବା ପରେ ବି ଛାଡିଲେ ନାହିଁ

ଆଶ୍ଚର୍ଯ୍ୟ କରିବା ଭଳି ଏହି ଘଟଣା ଚଣ୍ଡିଗଡ ସହରରେ ରବିବାର ଦିନ ସାମ୍ନାକୁ ଆସିଛି । ଯେଉଁଠି କର୍ମଜୀତ କୌର ନାମକ ମହିଳା ଏକ ପ୍ରେସ କ୍ଲବରେ ପତ୍ରକାର ଙ୍କୁ ନିଜ ସହିତ ହେଇଥିବା ଅଭଦ୍ରତାର କଥା କହିଲେ । ମହିଳା କହିଛନ୍ତି କି ସେ ୨୦ ଫେବୃୟାରୀ ଦିନ ନିଜ ପୁଅ ସହିତ ବାଇକରେ ବସି ଯାଉଥିଲେ । କିନ୍ତୁ ଆମ ବାଇକ ରାସ୍ତାରେ ଟ୍ରାଫିକ ପୋଲିସ କଂଷ୍ଟେବଳ ଦଳଜିତ କୁମାର ଙ୍କ ସହିତ ଧକା ହେଲା । ଏହାପରେ ଆମେ ପୋଲିସ ବାଲାଙ୍କୁ କ୍ଷମା ମାଗିଲୁ ,କିନ୍ତୁ ସେ ଆମ ସହିତ ମାରପିଟ ଏବଂ ଗାଳିଗୁଲଜ କଲେ ।

ପ୍ରଥମେ ବହୁତ ବାଡେଇଲେ ପୁଣି ପାଦ ଚଟାଇଲେ

ମହିଳା କହିଲେ କି ସନ୍ଧ୍ୟାରେ ପୁଣି ଥରେ ଘରୁ ବାହାରି ବାଇକରେ ବାହାରିଲେ ତ ପୋଲିସକର୍ମୀ ଙ୍କ ପୁଅ ମନ୍ଦିପ ଏବଂ ସନ୍ଦିପ ନିଜ ସାଙ୍ଗମାନଙ୍କ ସହିତ ଆମକୁ ମଝି ରାସ୍ତାରେ ରଖିଦେଲେ । ଏହାପରେ ସେମାନେ ଦୁଇଜଣଙ୍କୁ ଜବରଦସ୍ତ ନିଜ କାରରେ ବସାଇ ନିଜ ପିତା ଦଳଜିତ କୁମାରଙ୍କ ପାଖକୁ ନେଇଗଲେ । ଯେଉଁଠାରେ ସେହି ଲୋକମାନେ ପୁଅ ଦ୍ଵାରା ପୋଲିସବାଲା ବାପାଙ୍କ ପାଦ ଚଟାଇଲେ ଏବଂ ଜୀବନରୁ ମାରି ଦେବାର ଧମକ ଦେଲେ ।

ନ୍ୟାୟ ନ ମିଳିଲେ ଧାରଣାରେ ବସିଯିବୁ

ପୀଡିତ ପରିବାର କହିଛନ୍ତି କି ଘଟଣାର ଚାରି ଦିନ ହେବା ପରେ ବି ପୋଲିସ ଅପରାଧୀ ଉପରେ କୌଣସି କାର୍ଯ୍ୟକାରୀ କରୁନାହାଁନ୍ତି । ମହିଳା କହିଛନ୍ତି କି ଯଦି ଆମକୁ ନ୍ୟାୟ ନମିଳିବ ତାହେଲ ଆମେ ପୁରା ପରିବାର ସହିତ ଡିଜିପି କାର୍ଯ୍ୟଳୟ ଆଗରେ ଅନଶନ ଆନ୍ଦୋଳନ ରେ ବସିଯିବୁ । ତେବେ ଏକ ନ୍ୟାୟ କର୍ମୀ ହୋଇ ଯଦି ଲୋକଙ୍କ ସହ ଏହିଭଳି କରିବେ ତେବେ ସାଧାରଣ ଲୋକ କାହା ପାଖକୁ ଯିବେ ।

Leave a Reply

Your email address will not be published. Required fields are marked *