କଣ ଆପଣଙ୍କର ବି ହ୍ଵାଇଟ ଡିଶ୍ଚାର୍ଜ ହେଉଛି କି ? ତେବେ ଜାଣନ୍ତୁ ଏହି ଭୟଙ୍କର କଥା- Dr. Alkata Das

ୱ୍ହାଇଟ ଡିଶ ଚାର୍ଜ ଯାହା ଆମେ ତାକୁ ଧଳା ସ୍ରାବ ବୋଲି କହିଥାଉ । ଆଉ ମେଡିକାଲ ସାଇନ୍ସ ରେ ଆମେ ତାକୁ ଲ୍ୟୁକେରିଆ ମଧ୍ୟ କହିଥାଉ । ଆଉ ଏହା ଗୋଟିଏ ସାଧାରଣ ସମସ୍ଯା ବୋଲି କୁହାଯାଇଥାଏ ।

ଲୋକ ମାନେ ଜାଣିବା ଦରକାରକି ଏହି ଓଡିଆ ଡିଶ ଚାର୍ଜ କଣ ଆଉ ଏହା କେଉଁ ଭଲ ଆଉ କେଉଟା ଟିକେ ସମସ୍ଯା ଜନିତ ହୋଇଥାଏ । ଔ କେଉଁ ପରିସ୍ଥିତିରେ ଡାକ୍ତରଙ୍କ ପରାମର୍ଶ ନେବେ । ଆମର ଯେଉଁ ପାର୍ଟ ରହିଛି ୟୁଟ୍ରେସ ତାର ଲୋୟର ପାର୍ଟକୁ ସର୍ଭିକସ ବୋଲି କୁହାଯାଇଥାଏ ।

ଆମର ଯେଉଁ ଧଳା ସ୍ରାବ ହୋଇଥାଏ ସେ ସର୍ଭୟକାଲ ଗ୍ଲାଣ୍ଡରୁ ଶିକ୍ରେସନ ହୁଏ ଆଉ ଏହା ଭେଜେଇନାଲ ସେଲ ସହିତ ମିସିକି ସେଡ଼ କରେ ଏବଂ ସେଇଟା ସାଧାରଣତଃ ଧଳା ଥାଏ । ଶେଠୀ ପାଇଁ ଆମେ ତାକୁ ଧଳା ସ୍ରାବ ବୋଲି କହିଥାଉ । ଏହା ବେଳେ ୟୁଟ୍ରେସ ବା ଫେଲୋପୀୟାନ ଟିଉବରୁ ମଧ୍ୟ ଆସିପାରେ । ଆମର ଯେଉଁ ପିରିୟାର୍ଡ ହେଉଛି ସେହି ସମୟରେ ହର୍ମୋନାଲ ଚେଞ୍ଜେସ ବହୁତ ପ୍ରକାର ହୋଇଥାଏ । କିଛିଟା ହୋଇଥାଏ ଯାହା ପ୍ରଥମ ପାର୍ଟରେ ବା ପ୍ରଥମ ୧୪ ଦିନରେ ବଢିଥାଏ ।

ଆଉ ସେକେଣ୍ଡ ପାର୍ଟରେ ହୋଇଥାଏ ଯାହାକୁ ପ୍ରୋଜେଷ୍ଟିରନ ବୋଲି କୁହାଯାଇଥାଏ । ଆଉ ପିରିଅଡ ସମୟରେ ମଧ୍ୟ ଧଳା ସ୍ରାବ ମଧ୍ୟ ଦେଖାଯାଇଥାଏ । ଯେମିତି ଆମର ପାଟିରେ ବହୁତ ସାଲାଇଭା ଗ୍ଲାଣ୍ଡ ଥାଏ ଶେଠୀ ପାଇଁ ପାଟିଟା ସବୁବେଳେ ଓଦା ରହିଥାଏ । ଶେଠୀ ପାଇଁ ଧଳା ସ୍ରାବ ସବୁବେଳେ ଖରାପ ହୋଇନଥାଏ ଏଇଟା ଆମର ପ୍ରୋଟେକ୍ସନ ମଧ୍ୟ କରିଥାଏ, ସଫା ରଖିଥାଏ ହାଇଜିନ ମେନଟେନ କରିଥାଏ ଆଉ ଓଦା କରି ରଖିଥାଏ ଏହା ଖରାପ ଜିନିଷ ହୋଇନଥାଏ ।

ଅବନରମାଲ ଡିଶଚାର୍ଜ କଣ ?

ଯେତେବେଳେ ଆପଣଙ୍କର ଅତ୍ୟଧିକ ଡିଶଚାର୍ଜ ହେଉଛି ବା ଯେଉଁ ଅଣ୍ଡର ୱେର ପୁରା ଓଦା ହୋଇଯାଉଛି କିମ୍ବା କଲରରେ କିଛି ଚେଞ୍ଜେସ ଆସୁଛି । ସାଧାରଣ ଡିସ୍ଚାର୍ଜର କାଲର ହେଉଛି ଧଳା ବା ହଲ୍କା ୟେଲୋ ।

କିନ୍ତୁ ଯେତେବେଳେ ଏହା ଗ୍ରିନିସ ହୋଇବ ବା ଗାଢ ହଳଦିଆ ହୋଇବ ବା ଗ୍ରେ ହୋଇବ ସେତେବେଳେ ଏହା ହେଉଛି ଅସାଧାରଣ ଡିଶଚାର୍ଜ ଏବଂ ତା ସହିତ ଏହାର ଗୋଟିଏ ବ୍ୟାଡ ସ୍ମେଲ ରହିବ । ଏହାର ଅସାଧାରଣ ଥିଲେ ଆପଣଙ୍କର ଲକ୍ଷଣ ରହିବା ଆଉ ତାହା ହେଉଛି କୁଣ୍ଡେଇ ହେବା ବା ରେଡ ନେସ ଆସିବା, ରେଡ ହୋଇ ଫଳିଯିବା, ବ୍ୟାଡ ସ୍ମେଲ ହେବ ବାରମ୍ବାର ୟୁଟିଆଇ ମଧ୍ୟ ହୋଇପାରେ । ଯଦି ଏହି ଲକ୍ଷଣ ଦେଖାଦିଏ ତେବେ ଆପଣ ଡାକ୍ତରଙ୍କ ପରାମର୍ଶ କରିବେ ।

Leave a Reply

Your email address will not be published. Required fields are marked *