ମହିଳା : ଡକ୍ଟର ସର ମୋ ଓଠରେ ଇନଫେକସନ ହେଇଯାଇଛି! ଡକ୍ଟର : କେତେ ଥର କିସ କରୁଛ ? ମହିଳା : ବର୍ଷରେ…

ଜୋକସ ସଂସାରରେ ଆପଣକୁ ସ୍ଵାଗତ । ସବୁଥର ଭଳି ଏଥର ମଧ୍ୟ ଆପଣଙ୍କ ପାଇଁ ବହୁତ ବଢିଆ ମଜା କଥା ନେକରି ଆସିଛୁ । ଏହି ଜୋକସ ପଢି ଆପଣ ପୁରା ମସ୍ତ ହୋଇଯିବେ । ଇଏ ଆପଣଙ୍କ ସବୁ ଚିନ୍ତା ଦୂର କରିଦେବ, ଯଦି ଆପଣ ହସର କୋଷ୍ଟରରେ ରାଇଡ କରିବା ପାଇଁ ଚହୁଁଛନ୍ତି ତା ଜୟା ଶ୍ରୀରାମ କହି ଏହି ସବୁ ଜୋକସ  ଫଟାଫଟ ପଢୀ ନିଅନ୍ତୁ ଓ ହସର ଦୁନିଆରେ ହଜି ଯାଆନ୍ତୁ ।

୧. ବିନା କୌଣସି କଥାରେ ଝଗଡା ଓ ମେଡିକଲ ପାଠ କେବଳ ଝିଅମାନେ କରନ୍ତି ।

Image Courtesy: Google

୨. ଥରେ ଖାଲି ବାହାଘର ହେଇଯାଉ ତା ପରେ ନିଜ ସ୍ତ୍ରୀକୁ ଏତେ ଭଲ ପାଇବାର ଅଛି ପଡୋଶୀ ଦେଖି କହିବେ କାଶ ମୁଁ ବି ତା ସ୍ତ୍ରୀ ହେଇଥାନ୍ତି ।

୩. ମହିଳା : ଡକ୍ଟର ସର ମୋ ଓଠରେ ଇନଫେକସନ ହେଇଯାଇଛି ।

ଡକ୍ଟର : କେତେ ଥର କିସ କରୁଛ ?

ମହିଳା : ବର୍ଷରେ ଥରେ ।

ଡକ୍ଟର : ଇନଫେକସନ ନୁହ ଜଙ୍ଗ ଲାଗି ଯାଇଛି ।

୪. ୧୯୯୦ରେ ଝିଅ ମାନଙ୍କ ମନରେ ଡର ରହୁଥିଲା କେଜାଣି କେମିତିକା ସାସୁ ମିଳିବ ।

୨୦୨୦ରେ ସାସୁମା ମାନଙ୍କ ମନରେ ଡର ଅଛି କେଜାଣି କେମିତିକା ବହୁ ମିଳିବ ।

Image Courtesy: Google

୫. କିଛି ଲୋକ ବିଡି ପିବା ପରେ ବିଡି ଗୋଡ ତଳେ ଏମିତି ଚକଟି ଥାନ୍ତି ଯେମିତି ସେ କୋର୍ଟରେ ଯାଇ ତାଙ୍କ ବିରୁଦ୍ଧରେ କମ୍ପଲେନ କରିବ ।

୬. ଛୁଆ : ବାପା ତମେ ଯେମିତି ବାଡାଅ ଜେଜ ଭି ତମକୁ ସେମିତି ବାଡଉଥିଲେ ?

ବାପା : ହଁ ପୁଅ ।

ଛୁଆ : ତେବେ ଏହି ଖାନଦାନି ଗୁଣ୍ଡାଗର୍ଦି କେବେ ପ୍ପରଜ୍ଯନ୍ତ ଚାଲିବ ।

୭. ଭଲ ହେଇଛି ମୋ ସବୁ ସପନ ପୁରା ହଉ ନାହିଁ ।

ନଚେତ ମୋ ସାଙ୍ଗମାନେ କାହା କାହାକୁ ଭାଉଜ କହି ଡାକିବେ ।

Image Courtesy: Google

୮. ନିଜ ସାଙ୍ଗ ମାନଙ୍କ ମହତ୍ଵ ବୁଝ ତମ ବାହାଘରରେ ତାଙ୍କୁ ହିଁ ମୁଜରା କରିବାର ଅଛି ।

୯. ଆମ ସମୟରେ ୩ଜି, ୪ଜି ନଥିଲା କେବଳ ଗୁରୁଜୀ ଥିଲେ ।

କେବଳ ଗୋଟେ ଜାବଡାରେ ସବୁ ନେଟୱର୍କ ଆସି ଯାଉଥିଲା ।

୧୦. ଚାଇନା ଲୋକଙ୍କ ଆଖି ଯେତେ ବଡ ରହିଥାଏ ଭାରତରେ ସ୍କୁଲ ପ୍ରାର୍ଥନା ରେ ଛୁଆଙ୍କ ଆଖି ସେତିକି ଖୋଲା ଥାଏ ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *