Interesting Gk Questions : ଜଣେ ବୁଲା ବିକାଳି ବୁଲିବୁଲି କହୁଥିଲା ୧୦୦ ଟଙ୍କାରେ କିଣନ୍ତୁ ପୁରା ପରିବାର ଜୀବନସାରା ବସି ଖାଆନ୍ତୁ, ସେ କଣ ବିକ୍ରି କରୁଥିଲା ?

ଇନ୍ଟରଭିୟୁର ପ୍ରଶ୍ନ କାଫି ମୁସ୍କିଲ ଅଟେ ଓ ଦିମାଗ ଖରାପ ହୋଇଯାଏ । ସେଥିପାଇଁ ଆଇଏଏସରେ ଇନ୍ଟରଭିଉରେ ପଚରା ଯାଉଥିବା କିଛି ଏମିତି ପ୍ରଶ୍ନର ଜବାବ ନେଇକି ଆସିଛୁ ଯାହା ଟ୍ରିକି ହେବା ସହିତ ମଜାଦାର ମଧ୍ୟ ଅଟେ ।ଏହାକୁ ଜାଣି ଆପଣ ମାନଙ୍କୁ ମଜା ଆସିବ ଓ ସୂଚନା ମଧ୍ୟ ମିଳିବ ।

ଏହି ଟ୍ରିକି ପ୍ରଶ୍ନ ଆପଣଙ୍କ ଦିମାଗର ଯାଞ୍ଚ ପାଇଁ ପଚରାଯାଏ । ତେବେ ଦେଖିବା ଏହା ଭିତରୁ ଆପଣ କେତୋଟିର ଉତ୍ତର ଠିକ ଭାବେ ଦେଇ ପାରୁଛନ୍ତି ।

୧. ଓଡିଆ ଡିକ୍ସନାରୀରେ କେଉଁ ଶବ୍ଦଟି ଭୁଲ ଲେଖାଯାଇଛି ?

ଉତ୍ତର : ଭୁଲ ଶବ୍ଦଟି

୨. ମୟୂର କେବେ ଅଣ୍ଡା ଦେଇ ନଥାଏ ତେବେ ତାହାର ବଂଶବୃବ୍ଧିକେମିତି ହୁଏ ?

ଉତ୍ତର : ମୟୂରୀ ଅଣ୍ଡା ଦେଇଥାଏ ।

୩. କମ୍ଫାନୀର ନାମ ୨ । ମ୍ୟାନେଜରର ନାମ ୩, ତେବେ ୪ ଆଉ ୫ କଣ ହେବେ ?

ଉତ୍ତର : ୯ ହେବେ ।

୪. ଯଦି ଗୋଟିଏ କାରକୁ ବାମ ଆଉକୁ ମୋଡିବା, ତେବେ କେଉଁ ଚକଟି ମୋଦୀହେବ ନାହିଁ ?

ଉତ୍ତର : ସ୍ପେୟାର ଚକଟି ।

Image Courtesy: Google

୫. ଗୋଟିଏ କାନ୍ଥ ତିଆରି କରିବା ପାଇଁ ୧୧ ଜଣ ଲୋକ ୧୧ ଦିନ ନେଇଥିଲେ । ସେହି କାନ୍ଥକୁ ତିଆରି କରିବା ପାଇଁ ୭ ଜଣ ଲୋକ କେତେ ସମୟ ନେବେ ?

ଉତ୍ତର : ସମୟ ଦରକାର ନାହିଁ । କାରଣ କାନ୍ଥଟି ବନା ସାରିଛି ।

୬. ଆଲୁଅ ମୋତେ ଜନ୍ମ ଦିଏ ଅନ୍ଧାର ମୋତେ ମାରି ଦିଏ ମୁଁ କିଏ ?

ଉତ୍ତର : ଛାଇ ।

୭. ତାହା କଣ ଯାହା ପରଠାରୁ ମଧ୍ୟ ହାଲୁକା କିନ୍ତୁ ଆମେ ଏକ ମିନିଟରୁ ଅଧିକ ଧରିରଖି ପାରିବା ନାହିଁ ?

ଉତ୍ତର : ନିଶ୍ଵାସ ।

୮. ଗୋଟିଏ ରାମରେ ୫୦୦ ଲୋକ ଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣ ଶୋଇ ପଡିଲେ । ଏହାପରେ ରୁମରେ କେତେଜଣ ଲୋକ ରହିଲେ ?

ଉତ୍ତର : ୫୦୦ ଜଣ

Image Courtesy: Google

୯. ଜେନ ଡକ୍ଟର ଏବଂ ଜେନ ବାଳକ ରାସ୍ତାରେ ଯାଉଥିଲେ । ବାଳକ ଜଣକ ଡକ୍ଟରଙ୍କ ପୁଅ ଥିଲେ, କିନ୍ତୁ ଡକ୍ଟର ଜଣକ ବାଳକଟିର ବାପା ନଥିଲେ । ତେବେ ଡକ୍ଟର ଜଣକ କିଏ ଥିଲେ ?

ଉତ୍ତର : ବାଳକଟିର ମା ଥିଲେ ।

୧୦. ଜଣେ ବୁଲା ବିକାଳି ବୁଲିବୁଲି କହୁଥିଲା ୧୦୦ ଟଙ୍କାରେ କିଣନ୍ତୁ । ପୁରା ପରିବାର ଜୀବନସାରା ବସି ଖାଆନ୍ତୁ । ସେ କଣ ବିକ୍ରି କରୁଥିଲା ?

ଉତ୍ତର : ଆସନ ( ଚଟେଇ ) ।

Leave a Reply

Your email address will not be published. Required fields are marked *