ଇନ୍ଟରଭିୟୁର ପ୍ରଶ୍ନ କାଫି ମୁସ୍କିଲ ଅଟେ ଓ ଦିମାଗ ଖରାପ ହୋଇଯାଏ । ସେଥିପାଇଁ ଆଇଏଏସରେ ଇନ୍ଟରଭିଉରେ ପଚରା ଯାଉଥିବା କିଛି ଏମିତି ପ୍ରଶ୍ନର ଜବାବ ନେଇକି ଆସିଛୁ ଯାହା ଟ୍ରିକି ହେବା ସହିତ ମଜାଦାର ମଧ୍ୟ ଅଟେ ।ଏହାକୁ ଜାଣି ଆପଣ ମାନଙ୍କୁ ମଜା ଆସିବ ଓ ସୂଚନା ମଧ୍ୟ ମିଳିବ ।
ଏହି ଟ୍ରିକି ପ୍ରଶ୍ନ ଆପଣଙ୍କ ଦିମାଗର ଯାଞ୍ଚ ପାଇଁ ପଚରାଯାଏ । ତେବେ ଦେଖିବା ଏହା ଭିତରୁ ଆପଣ କେତୋଟିର ଉତ୍ତର ଠିକ ଭାବେ ଦେଇ ପାରୁଛନ୍ତି ।
୧. ଓଡିଆ ଡିକ୍ସନାରୀରେ କେଉଁ ଶବ୍ଦଟି ଭୁଲ ଲେଖାଯାଇଛି ?
ଉତ୍ତର : ଭୁଲ ଶବ୍ଦଟି
୨. ମୟୂର କେବେ ଅଣ୍ଡା ଦେଇ ନଥାଏ ତେବେ ତାହାର ବଂଶବୃବ୍ଧିକେମିତି ହୁଏ ?
ଉତ୍ତର : ମୟୂରୀ ଅଣ୍ଡା ଦେଇଥାଏ ।
୩. କମ୍ଫାନୀର ନାମ ୨ । ମ୍ୟାନେଜରର ନାମ ୩, ତେବେ ୪ ଆଉ ୫ କଣ ହେବେ ?
ଉତ୍ତର : ୯ ହେବେ ।
୪. ଯଦି ଗୋଟିଏ କାରକୁ ବାମ ଆଉକୁ ମୋଡିବା, ତେବେ କେଉଁ ଚକଟି ମୋଦୀହେବ ନାହିଁ ?
ଉତ୍ତର : ସ୍ପେୟାର ଚକଟି ।
୫. ଗୋଟିଏ କାନ୍ଥ ତିଆରି କରିବା ପାଇଁ ୧୧ ଜଣ ଲୋକ ୧୧ ଦିନ ନେଇଥିଲେ । ସେହି କାନ୍ଥକୁ ତିଆରି କରିବା ପାଇଁ ୭ ଜଣ ଲୋକ କେତେ ସମୟ ନେବେ ?
ଉତ୍ତର : ସମୟ ଦରକାର ନାହିଁ । କାରଣ କାନ୍ଥଟି ବନା ସାରିଛି ।
୬. ଆଲୁଅ ମୋତେ ଜନ୍ମ ଦିଏ ଅନ୍ଧାର ମୋତେ ମାରି ଦିଏ ମୁଁ କିଏ ?
ଉତ୍ତର : ଛାଇ ।
୭. ତାହା କଣ ଯାହା ପରଠାରୁ ମଧ୍ୟ ହାଲୁକା କିନ୍ତୁ ଆମେ ଏକ ମିନିଟରୁ ଅଧିକ ଧରିରଖି ପାରିବା ନାହିଁ ?
ଉତ୍ତର : ନିଶ୍ଵାସ ।
୮. ଗୋଟିଏ ରାମରେ ୫୦୦ ଲୋକ ଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣ ଶୋଇ ପଡିଲେ । ଏହାପରେ ରୁମରେ କେତେଜଣ ଲୋକ ରହିଲେ ?
ଉତ୍ତର : ୫୦୦ ଜଣ
୯. ଜେନ ଡକ୍ଟର ଏବଂ ଜେନ ବାଳକ ରାସ୍ତାରେ ଯାଉଥିଲେ । ବାଳକ ଜଣକ ଡକ୍ଟରଙ୍କ ପୁଅ ଥିଲେ, କିନ୍ତୁ ଡକ୍ଟର ଜଣକ ବାଳକଟିର ବାପା ନଥିଲେ । ତେବେ ଡକ୍ଟର ଜଣକ କିଏ ଥିଲେ ?
ଉତ୍ତର : ବାଳକଟିର ମା ଥିଲେ ।
୧୦. ଜଣେ ବୁଲା ବିକାଳି ବୁଲିବୁଲି କହୁଥିଲା ୧୦୦ ଟଙ୍କାରେ କିଣନ୍ତୁ । ପୁରା ପରିବାର ଜୀବନସାରା ବସି ଖାଆନ୍ତୁ । ସେ କଣ ବିକ୍ରି କରୁଥିଲା ?
ଉତ୍ତର : ଆସନ ( ଚଟେଇ ) ।