ଓଡିଆ ଫିଲ୍ମ ଚାଇଲ୍ଡ ଆର୍ଟିଷ୍ଟ ଆଜି କାଲୀ କଣ କରୁଛନ୍ତି?

ଆଜି କାଳିକା ଛୁଆ ବହୁତ ଅଲଗା ଅଟନ୍ତି ଆଜି କାଳିକା ଛୁଆଙ୍କୁ ଛୋଟ ବେଳୁ ସବୁ କିଛି ଜଣା ରହୁଛି ତେବେ ଏମିତି କେତେକ ଛୋଟ କଳାକାର ଅଛନ୍ତି ଯିଏ ଅଭିନେତା ଅଭିନେତ୍ରୀ ମାନଙ୍କ ଠାରୁ ବହୁତ ଅଧିକ ପ୍ରସିଦ୍ଧି ପାଇଛନ୍ତି ।

ତେବେ କଣ ଆପାନ କୌଣସି ଛୁଆକୁ ଦେଖିଛନ୍ତି ଯାହା ଅଭିନୟ ଦେଖି ଆପଣଙ୍କୁ ଆଶ୍ଚର୍ଯ୍ୟ ହୋଇଥିବ କିନ୍ତୁ ଆଜି ଆମେ ଆପଣଙ୍କୁ ଛୁଆ କଳାକାର ଯିଏ ସିରିଏଲ ଓ ଫିଲ୍ମ ଦ୍ଵାରା ନା ପାଇଥିଲେ ତାଙ୍କ ବିଷୟରେ କହିବାକୁ ଯାଉଛୁ ଯେ ସେ ଏବେ କଣ କରୁଛନ୍ତି ।

Image Courtesy: Google

୧. ମାନି :

ଆପଣ ମାନେ ମାନିଙ୍କୁ ବେସ ଭଲ ଭାବରେ ଜାଣିଥିବେ ସେ ମାନିନୀ ସିରିଏଲରେ ଛୋଟ ମାନିନୀ ଅଭିନୟ କରିଥିଲେ ତାଙ୍କ ଚଗଲା ପ୍ରକୃତି ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା ଓ ତାଙ୍କ ଅଭିନୟ ଦେଖି ଦର୍ଶକ ମାନେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଥାନ୍ତି । ତେବେ ବର୍ତମାନ ସିରିଏଲ ସରିବା ପରେ ମାନି ଅଭିନୟ ଦୁନିଆରୁ କିଛି ଦୂରେଇ ଯାଇଛନ୍ତି ଓ ନିଜ ପାଠ ଉପରେ ବିଶେଷ ରୂପରେ ଧ୍ୟାନ ଦଉଛନ୍ତି ।

Image Courtesy: Google

୨. ରାହୁଲ :

ଆପଣ ରାହୁଲଙ୍କୁ ଜାଣିଛନ୍ତି ସେ “ଗପ ହେଲେ ବି ସତ” ଚଳଚିତ୍ରରେ କାମ କରିଥିଲେ ଓ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବେସ ପସନ୍ଦ ଆସିଥିଲା । ରାହୁଲ ବର୍ତମାନ ନିଜ ପାଠ ପଢା ସମାପ୍ତ କରି ଜିମରେ ବଡିବିଲଡିଙ୍ଗ କରୁଛନ୍ତି ଓ ଖବର ଅନୁଯାଇ ଅନୁଭବ ତାଙ୍କୁ ଡେବ୍ୟୁ କରିବେ ବୋଲି ଖବର ଶୁଣିବାକୁ ଆସିଛି ।

୩. ନିକିତା :

ନିକିତାଙ୍କୁ କିଏ ଅବା ଜାଣି ନାହିଁ ସେ ଛୁଆବେଳେ ବହୁତ ଚଳଚିତ୍ରରେ କାମ କରିଥିଲେ ଓ ବର୍ତମାନ ସେ ଦୁଇଟି ଚଳଚିତ୍ରରେ କାମ କରିଛନ୍ତି ଯେଉଁଥିରେ ସେ ମୁଖ୍ୟ ଅଭିନେତ୍ରୀ ରୂପରେ କାମ କରିଛନ୍ତି ଏହି ଚଳଚିତ୍ରରୁ “ଯୋଗୀ” ବହୁତ ପ୍ରସିଦ୍ଧ ହୋଇଥିଲା । ତେବେ ନିକିତା ନିଜ ଜୀବନ ଚଳଚିତ୍ରରେ ଆଗକୁ ବଢେଇବାରେ ଲାଗିଛନ୍ତି ।

Image Courtesy: Google

୪. ଅନିମେଷ :

ଅନିମେଷ ବହୁତ ଚଳଚିତ୍ରରେ କାମ କରିଥିଲେ ଆପଣ ଅନିମେଷଙ୍କୁ ଅନ୍ତିମ ଥର ପାଇଁ ଚଳଚିତ୍ର “ପ୍ରେମ କୁମାର”ରେ ଛୋଟ ଛୁଆ ରୂପରେ କାମ କରିଥିବାର ପାଇଥିବେ । ତେବେ ବର୍ତମାନ ସମୟରେ ଅନିମେଷ ଅଲିଉଡ ଦୁନିଆରେ ଆସିବା ପାଇଁ ନିଜକୁ ରେଡି କରୁଛନ୍ତି ।

୫. ରାଜ :

ରାଜଙ୍କୁ ଆପଣ ମାନେ “ଜୀବନ ସାଥି” ସିରିଏଲରେ ଅଭିନୟ କରୁଥିବାର ଦେଖିଥିବେ । ଏହି ସିରିଏଲରେ ଅଭିନୟ କରିବା ବେଳେ ରାଜଙ୍କୁ ସମସ୍ତେ ଜାଣିଛନ୍ତି ଓ ବର୍ତମାନ ରାଜ ନିଜ ପଢା ଉପରେ ବିଶେଷ ଧ୍ୟାନ ଦଉଛନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *