ଘରର ସିଢି ଏପରି ହେଲେ ମାଡିଆସେ ପ୍ରଚୁର ଧନ

ବାସ୍ତୁ ଶାସ୍ତ୍ର ମଣିଷ ଜୀବନ ବହୁତ ସହଜ କରିଥାଏ ଓ ଏହାର ଖରାପ ପ୍ର୍ଭାବା ଆପପଣଙ୍କ ଜୀବନ ନଷ୍ଟ କରିଥାନ୍ତି । ଜୀବନରେ ସବୁ କିଛି ମହତ୍ଵପୂର୍ଣ୍ଣ ହୋଇଥାଏ ଯେମିତିକି ବାସ୍ତୁ, ତେବେ ବହୁତ ଲୋକ ବାସ୍ତୁ ଦୋଷକୁ ଗମ୍ଭୀର ଭାବରେ ନିଅନ୍ତି ନାହିଁ ।

ସେ ଏହାକୁ ସାମାନ୍ୟ ବୁଝି ଥାନ୍ତି କିନ୍ତୁ ଯେତେବେଳେ ଭଲ କାମ ମଧ୍ୟ ଖରାପ ହବାକୁ ଲାଗିଥାଏ ସେହି ସମୟରେ ତାଙ୍କୁ ଏହା ଅନୁଭବ ହୋଇଥାଏ ଯେ ସେ କିଛି ଏମିତି କରୁଛନ୍ତି ଯାହା କରିବା ଉଚିତ ନୁହ । ତେବେ ଆଜି ଆମେ ଆପଣଙ୍କୁ ବାସ୍ତୁ ଅନୁଯାଇ ସିଧି କେଉଁ ଜାଗାରେ କରିବା ଉଚିତ ତାହା ବିଷୟରେ କହିବାକୁ ଯାଉଛୁ ।

Image Courtesy: Google

ତେବେ ବାସ୍ତୁ ଅନୁଯାଇ ଯଦି ଆପଣ ନିଜ ଘରେ ସବୁ ଜିନିଷ ରଖିଛନ୍ତି ତେବେ ଆପାନଙ୍କ ଘରେ ସବୁ ପ୍ରକାର ସୁଖ ସମୃଦ୍ଧି ଆସିଥାଏ । ଆପଣଙ୍କୁ ପଶ୍ଚିମ ଦିଗରେ ସିଧି କଲେ ଦକ୍ଷିଣ ଦିଗରେ କାନ୍ଥ ବା ଏମିତି କିଛି କରନ୍ତୁ ଯାହା ଦ୍ଵାରା ଆପଣଙ୍କ ଘରେ ନା ପଶ୍ଚିମ ନା ଦକ୍ଷିଣ ପବନ ପ୍ରବେଶ କରି ପାରୁ । କାହିଁକିନା ଶାସ୍ତ୍ର ଅନୁଯାଇ ପଶ୍ଚିମ ଓ ଦକ୍ଷିଣ ପବନ ଘର ଭିତରୁକୁ ପ୍ରବେଶ କଲେ ଏହା ସହ ନକାରାତ୍ମକ ଊର୍ଜା ଆପଣଙ୍କ ଘରକୁ ପ୍ରବେଶ କରିଥାଏ ଓ ଆପଣଙ୍କ ଘରେ ସବୁ କିଛି ଅଶୁଭ ହବା ସହ ଭାରି ମାତ୍ରାରେ ଧନ ହାନି ହୋଇଥାଏ ।

Image Courtesy: Google

ଠିକ ସେହି ଭଳି ଯଦି ଆପଣ ଦକ୍ଷିଣ ଦିଗରେ ସିଢି କରୁଛନ୍ତି ତେବେ ପଶ୍ଚିମ ଦିଗରେ ପାଚିରି ବା କାନ୍ଥ କିଛି କରନ୍ତୁ ଯାହା ଡ଼ିଡ଼ବଲଇଉର ସେହି ଦିଗରୁ ପବନ ମାଡ ହବ ନାହିଁ । ଯଦି ଭୁଲରେ ବି ଆପଣ ସିଢି ଘର ଉତ୍ତର ଦିଗରେ କରିଛନ୍ତି ତେବେ ଆପଣଙ୍କ ପାଇଁ ବହୁତ ଅଶୁଭ ସମୟ ଆସିବାକୁ ଯାଉଛି ଆପଣ ଧାର କରଜରେ ବୁଡି ରହିବେ ଆପଣଙ୍କୁ ବାହାରିବା ପାଇଁ କୌଣସି ରାସ୍ତା ଦେଖା ଜୀବ ନାହିଁ ।

Image Courtesy: Google

ତେବେ ଏହା ଜାଣି ରଖନ୍ତୁ ସିଢିର ଆରମ୍ଭ ଯେଉଁ ଦିଗରେ ହେଲେ ଚାଲିଯିବ କିନ୍ତୁ ସିଢିର ସେଶ ଯେମିତି ଉତ୍ତର ନହେଉ ଏହାର ବିଶେଷ ଧ୍ୟାନ ରଖନ୍ତୁ ନଚେତ ଆପଣାଙ୍କ ଘରେ ବହୁତ ଗମ୍ଭୀର ସମସ୍ଯା ହବାକୁ ଯାଉଛି । ବାସ୍ତୁ ଶାସ୍ତ୍ର ଅନୁଯାଇ ମୁଖ୍ୟ କବାଟ ଆଗ ବା ପଛ ପଟରେ ସିଢି ଘର କରିବା ଦ୍ଵାରା ପୂର୍ବ ପୁରୁଷ ତଳିତଳାନ୍ତ ହୋଇଥାନ୍ତି ଓ ଆପଣଙ୍କ ଘରେ ବହୁତ ବଡ ଅସୁବିଧା ପଡିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *