Divorce ପରେ ଏକୁଟିଆ ହିଁ ଜୀବନର ସବୁ ମଜା ନେଉଛନ୍ତି ଏହି ଟିଭି Actress ମାନେ

ଟିଭି ଜଗତ ଏମିତି ଗୋଟେ ଜଗତ ଯେଉଁଠାରେ ପ୍ରେମ ବିବାହ ଓ ଛାଡପତ୍ର ବହୁତ ସାମାନ୍ଯ କଥା ଅଟେ । ଏଠି ଯାହାକୁ ଯିଏ ପସନ୍ଦ ଆସିଲେ କିଛି ଅସୁବିଧା ହୋଇନଥାଏ ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ କିଛି ଅଭିନେତ୍ରୀ ଏମିତି ଅଛନ୍ତି ଯିଏ ଛାଡପତ୍ର ପରେ ଏକୁଟିଆ ଅଛନ୍ତି କିନ୍ତୁ ବହୁତ ଖୁସିରେ ଅଛନ୍ତି ତାଙ୍କୁ ନିଜ ଜୀବନରେ କିଛି ଅସୁବିଧା ନାହିଁ ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ।

୧. ଜେନିଫର ବିଙ୍ଗେଟ :

ଆପଣ ମାନେ ଜେନିଫରଙ୍କୁ ବେସ ଭଲ ଭାବରେ ଜାଣିଥିବେ କାହିଁକିନା ତାଙ୍କ ସିରିଏଲ ଟିଆର ପି ବହୁତ ହୋଇଥାଏ ଦର୍ଶକ ମାନେ ତାଙ୍କୁ ପର୍ଦାରେ ଦେଖିବା ବହୁତ ପସନ୍ଦ କରିଥାନ୍ତି । ସେ ଦିଲ ମିଲ ଗଏ, ସରସ୍ଵତୀ ଚନ୍ଦ୍ର, ବେହଦ, ବେପନାହ ଭଳି ସୁପର ଡୁପର ହିତ ସିରିଏଲ ଦେଇଛନ୍ତି ଯାହା ଦର୍ଶକ ମାନେ ବହୁତ ପସନ୍ଦ କରିଛନ୍ତି ।

Image Courtesy: Google

ତେବେ ୨୦୧୨ରେ ଜେନିଫର କରନ ସିଂହ ଗ୍ରୋବର ସହ ବିବାହ କରିଥିଲେ କିନ୍ତୁ ତାଙ୍କ ବିବାହ ଅଧିକ ଦିନ ଚାଲିଲା ନାହିଁ ଓ ଦୁହିଙ୍କୁ ଛାଡପତ୍ର ନବାକୁ ପଡିଲା କିନ୍ତୁ ଛାଡପତ୍ର ପରେ ମଧ୍ୟ ଜେନିଫର ବହୁତ ସାହସ କରି ଅଭିନୟ କଲେ ଓ ଆଜି ସେ ଟିଭି ଦୁନିଆ ଉପରେ ରାଜ କରୁଛନ୍ତି ।

Image Courtesy: Google

୨. ଶ୍ଵେତା ତିଵାରୀ :

ଶ୍ଵେତା ତିଵାରୀଙ୍କୁ କିଏ ଅବା ଜାଣି ନାହିଁ, ସେ ଟିଭି ଦୁନିଆର ବହୁତ ବଡ ନା ଅଟନ୍ତି ସେ ଆଇଟମ ସଙ୍ଗ ମଧ୍ୟ କରିଛନ୍ତି । ଶ୍ଵେତା କେବଳ ୧୯ ବର୍ଷର ହୋଇଥିଲେ ଯେତେବେଳେ ସେ ନିଜ ଘର ଲୋକଙ୍କ କଥା ବିରୁଦ୍ଧରେ ଯାଇ ସାଉଥ ଅଭିନେତା ଓ ପ୍ରଡ୍ୟୁସର ରାଜା ମଲି ସହ ବିବାହ କରିଥିଲେ କିନ୍ତୁ ତାଙ୍କ ଏହି ସମ୍ପର୍କ ଆଗକୁ ବଢି ପାରିଲା ନାହିଁ ଓ ୨୦୧୨ରେ ଦୁହେଁ ଛାଡପତ୍ର ନେଇଥିଲେ । ଏହା ପରେ ସେ ଅଭିନଭ କୋହଲୀସହ ବିବାହ କଲେ କିନ୍ତୁ ଶେଠୀ ବି ତାଙ୍କ ସହ ଘରୋଇ ହିଂସା ହେଲା ଯାହା ପରେ ସେ ତାଙ୍କୁ ମଧ୍ୟ ଛାଡପତ୍ର ଦେଲେ ଓ ବର୍ତମାନ ଶିଂଗଲ ଅଛନ୍ତି ଓ ତାଙ୍କର ଗୋଟେ ଝିଅ ଓ ଗୋଟେ ପୁଅ ଅଛି ଯାହା ସହ ସେ ବହୁତ ଖୁସି ଅଛନ୍ତି ।

Image Courtesy: Google

୩. ଦିଲଜିତ କୋର :

ଦିଲଜିତ କୋର ଗୁଡନ ତୁମସେ ନା ହୋ ପାଏଗା ସିରିଏଲ ଦ୍ଵାରା ଦର୍ଶକ ମାନଙ୍କ ମନ କିଣିଥିଲେ ଏହା ପରେ ସେ ଇସ ପ୍ୟାର କୋ କ୍ଯା ନାମ ଦୂନ ସିରିଏଲରେ ମଧ୍ୟ କାମ କରିଥିଲେ ତେବେ ଦିଲଜିତ ୨୦୦୯ରେ ସାଲିନ ସହ ବିବାହ କରିଥିଲେ ଯିଏ ନିଜେ ଗୋଟେ ଅଭିନେତା ଥିଲେ ଓ ଦୁହେଁ କିଛି ବର୍ଷ ବହୁତ ଖୁସିରେ ରହିଲେ କିନତି ୫ ବର୍ଷ ପରେ ୨୦୧୪ରେ ଦୁହେଁ ଛାଡପତ୍ର ନେଲେ କାହିଁକିନା ଦିଲଜିତ ସାଲିନ ଉପରେ ଘରୋଇ ହିଂସାର କେସ କରିଥିଲେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *