ମଜେଦାର ଯୋକ୍ସ : ସ୍ଵାମୀ : କାସ ମୁଁ ଗଣପତି ହୋଇଥାନ୍ତି, ତମେ ସବୁ ଦିନ ମୋ ପୂଜା କରିଥାନ୍ତ! ସ୍ତ୍ରୀ : ହଁ କାସ ତମ ଗଣପତି ହୋଇଥାନ୍ତ ମୁଁ ସବୁ ବର୍ଷ…

ଜୀବନରେ ହସର ବହୁତ ଗୁରୁତ୍ଵପୂର୍ଣ ଭୂମିକା ରହିଛି । ହସିବ ଦ୍ଵାରା ଆମର ସବୁ ପ୍ରକାର ସମସ୍ୟାର ସମଧାନ ହୋଇଥାଏ ଯେମିତିକି ମାନସିକ ଚିନ୍ତା ଦୂର ହୋଇଥାଏ ଏହା ସହିତ ଶରୀର ସୁସ୍ଥ ରହିଥାଏ । ଖାଦ୍ଯ ପଦାର୍ଥ,ପାଣି ପବନ ଭଳି ଏହାରବି ବହୁତ ଆବଶ୍ୟକତା ରହିଛି ।

ସେଥିପାଇଁ ଆମେ ଆପଣଙ୍କ ପାଇଁ ଏହିଭଳି ମଜା କଥା ନେଇକି ଆସିଛୁ ଯାହାକୁ ପଢିଲେ ଆପଣ ଖୁସି ହେବା ସହିତ ବହୁତ ହସିଥାନ୍ତି ଏହାଦ୍ବାରା ଆପଣଙ୍କ ସ୍ଵାସ୍ଥ୍ୟକୁ ଭଲ ରଖିବାରେ ଗୁରୁତ୍ଵପୂର୍ଣ ଭୂମିକା ନିଭେଇଥାଏ । ଯଦି ଆମେ ପ୍ରତିଦିନ ହସିବାର ଅଭ୍ୟାସ କରିବା ତେବେ କୌଣସି ପ୍ରକାର ରୋଗ ହୋଇନଥାଏ । ଆସନ୍ତୁ ଆରମ୍ଭ କରିବା ହସି ବା ଓ ହସେଇବା ସିଲସିଲା ।

Image Courtesy: Google

୧. ଗୋଟେ ରାତି ଗୋଟେ ଚୋର ଗୋଟେ ଘରେ ପଶିଲା । ସ୍ଵାମୀ ସ୍ତ୍ରୀ ଦୁହେଁ ମିଶି ତାକୁ ଧରିଲେ । ସ୍ତ୍ରୀ ଯାହା ଓଜନ ୧୫୦କେଜି ଥିଲା ଚୋର ଉପରେ ବସି ଗଲା ଓ ସ୍ଵାମୀକୁ କହିଲା – ତମେ ଜାଓ ପୋଲିସକୁ ଡାକି ଆଣିବ । ସ୍ତ୍ରୀ କଥା ଶୁଣି ସ୍ଵାମୀ ଏପଟ ସେପଟ ଦେଖିଲା ଓ କିଛି ଖୋଜିବାକୁ ଲାଗିଲା ।

ସ୍ତ୍ରୀ – କଣ ଦେଖୁଛ ?

ସ୍ଵାମୀ – ମୋ ଚପଲ ପାଉନି ।

ଚୋର ଯାହା ଉପରେ ସ୍ତ୍ରୀ ବସିଥିଲା କହିଲା -ଆବେ ମୋ ଚପଲ ପିନ୍ଧି ଯା କିନ୍ତୁ ଶୀଘ୍ର ଯା ।

Image Courtesy: Google

୨. ସ୍ତ୍ରୀ : ମୋ ସ୍କିନ ବହୁତ ଅଇଲି ହେଇଯାଇଛି, କଣ କରିବି ?

ସ୍ଵାମୀ : ନିଅ ବିମ ବାର, ସବୁ ମଇଳା ବାହାର କରି ଦବ ।

୩. ସ୍ଵାମୀ : କାସ ମୁଁ ଗଣପତି ହୋଇଥାନ୍ତି, ତମେ ସବୁ ଦିନ ମୋ ପୂଜା କରିଥାନ୍ତ, ମତେ ଲଡୁ ଦେଇଥାନ୍ତ, ବହୁତ ମଜା ଲାଗିଥାନ୍ତା ।

ସ୍ତ୍ରୀ : ହଁ କାସ ତମ ଗଣପତି ହୋଇଥାନ୍ତ, ମୁ ସବୁଦିନ ତମକୁ ଲଡୁ ଦେଇଥାନ୍ତି ଆଉ ସବୁ ବର୍ଷ ବିସର୍ଜନ କରି ନୂଆ ଗଣପତି ଘରେ ଆଣିଥାନ୍ତି, ବହୁତ ମଜା ଆସିଥାନ୍ତା ।

Image Courtesy: Google

୪. ଟିଚର (ଛାତ୍ରକୁ) – ଯଦି ତମେ ଗୋଟେ ଜଙ୍ଗଲରେ ଅଛ ଓ ସେଠି ଗୋଟେ ସିଂହ ଆସି ଯାଉଛି ତେବେ ତମେ କଣ କରିବ ?

ଛାତ୍ର – ମୁଁ ଗଛ ଉପରେ ଚଢିଯିବି ।

ଟିଚର – ଯଦି ସେ ଶେଠୀ ବି ଆସିଯିବ ତେବେ ?

ଛାତ୍ର – ତେବେ, ତେବେ ମୁଁ ପଣିରେ ଡେଇଁ ପଡିବି ?

ଟିଚର – ଆଉ ଯଦି ସେ ପାଣିରେ ଆସିଯିବ ତେବେ ?

ଛାତ୍ର – ସର, ଆପଣ ଆଗ କୁହନ୍ତୁ ସିଂହ ଆପଣଙ୍କ ସମ୍ପର୍କୀୟ ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *