ଏମିତି ଦେବଗନ ପରିବାର ନା ଖରାପ କରୁଛନ୍ତି Ajay ଓ Kajolଙ୍କ ଝିଅ Nysa Devgan

ଆପଣ ମାନେ ସମସ୍ତେ ବଲୀଉଡ ଦୁନିଆ ବିଷୟରେ ବେସ ଭଲ ଭାବରେ ଜାଣିଛନ୍ତି ଏଠି ବୋଲ୍ଡ ଅବତାର ଅର୍ଥ କମ କପଡା ପିନ୍ଧିବା ତେବେ ଏହା ମୁମ୍ବାଇ ପ୍ପାଇନ ସାମାନ୍ଯ କଥା ଅଟେ କିନ୍ତୁ ବହୁତ ଅଭିନେତା ଅଭିନେତ୍ରୀ ନିଜ ଡ୍ରେସ ପାଇଁ ମଧ୍ୟ ବହୁତ ଟ୍ରୋଲ ହେଇଥାନ୍ତି ଯାହା ପବ୍ଲିକକୁ ପସନ୍ଦ ଆସିନଥାଏ ।

ତେବେ ଆପଣ ମାନେ ଅଜୟ ଦେବଗନ ଓ କାଜୋଲଙ୍କ ଝିଅ ନ୍ୟାସା ଦେବଗନକୁ ଜାଣିଛନ୍ତି, ନ୍ୟାଷା ବର୍ତମାନ କେବଳ ୧୬ ବର୍ଷ ର ଅଛନ୍ତି । ନ୍ୟାଷା ଦେବଗନ ଭାରତରେ ବହୁତ କମ ରୁହନ୍ତି ସେ ଶିଙ୍ଗାପୁରରେ ମା କାଜୋଲ ଓ ବାପା ଅଜୟ ଠାରୁ ଦୂରରେ ରୁହନ୍ତି ।

Image Courtesy: Google

ତେବେ ଅଜୟ ଓ କାଜୋଲ ନ୍ୟାଶାଙ୍କୁ ବହୁତ ଭଲ ପାନ୍ତି ଓ ପ୍ରତି ମାସରେ ଥରେ ତାଙ୍କୁ ଦେଖା କରିବା ପାଇଁ ଯାଉଥିଲେ ବର୍ତମାନ କରୋନା ପ୍ପାଇନ ନ୍ୟାସା ଭରତ ଫେରିଛନ୍ତି । ତେବେ ନ୍ୟାସା ତାଙ୍କ ସୋଶିଅଲ ମିଡିଆରେ ବହୁତ ଏକଟିଭ ରୁହନ୍ତି, ସେ କିଛି କିଛି ସମୟ ଭିତରେ ନିଜ ସାଙ୍ଗ ବା ମା ବାପାଙ୍କ ସହ ଫଟୋ ଶେୟର କରନ୍ତି ।

Image Courtesy: Google

ତେବେ ନ୍ୟାସା ତାଙ୍କ ମା କାଜୋଲ ଭଳି ଶ୍ୟାମଳ ଥିଲେ କିନ୍ତୁ ବର୍ତମାନ ସେ ସଫା ଦେଖା ଯାଉଛନ୍ତି ଯାହା ପାଇଁ ମଧ୍ୟ ତାଙ୍କୁ ଟ୍ରୋଲ କରା ଯାଉଛି ଓ ଖବର ଅନୁଯାଇ କାଜୋଲ ନିଜ ସ୍କିନ ଯେଉଁ ଉପାୟ କରି ସଫା କଲର ପାଇଛନ୍ତି ସେହି ଉପାୟ ନ୍ୟାସା ମଧ୍ୟ କରୁଛନ୍ତି । ନ୍ୟାସା ବହୁତ ବୋଲ୍ଡ ଡ୍ରେସ ପିନ୍ଧନ୍ତି କେବଳ ୧୬ ବର୍ଷ ବୟସରେ ସେ ବହୁତ ବୋଲ୍ଡ ଫୋଟୋଜ ମିଡିଆରେ ଅପଲୋଡ କରିଛନ୍ତି ।

Image Courtesy: Google

ନ୍ୟାସା ବଲୀଉଡରେ ଅଭିନେତ୍ରୀ ହବାକୁ ଚାହନ୍ତି ନାହିଁ ଶେ ଜଣେ ଶେଫ ହବାକୁ ଚାହନ୍ତି ଓ ଶିଙ୍ଗାପୁରରେ ସେ ଏହି ପାଠ ପଢୁଛନ୍ତି । କାଜୋଲଙ୍କ କହିବା ଅନୁଯାଇ ନ୍ୟାସା ବହୁତ ଭଲ ରୋଷେଇ କରନ୍ତି ଓ ତାଙ୍କ ବାପା ଅଜୟ ଦେବଗନଙ୍କୁ ନ୍ୟସା ହାତ ରୋଷେଇ ବହୁତ ପସନ୍ଦ । ନ୍ୟସା ଦେବଗନ ବହୁତ ବୋଲ୍ଡ ଡ୍ରେସ ପିନ୍ଧନ୍ତି ଓ କେତେ ଲୋକ ଏହା ମଧ୍ୟ କହିଛନ୍ତି ଯେ ନ୍ୟାସାଙ୍କୁ ମେକଅପ ସେନ୍ସ ନାହିଁ କାହିଁକିନା ଅମିତାବବଚନ ଘରେ ଦୀପାବଳି ପାର୍ଟିରେ ନ୍ୟାସା ଏତେ ମେକଅପ କରିଥିଲେ ଯେ ତାଙ୍କ ଚେହେରା ପୁରା ଅଲଗା ଦେଖା ଯାଉଥିଲା ଓ ତାଙ୍କ ଶ୍ୟାମଳ କଲର ଉପରେ ମେକଅପ ଜମା ବି ଭଲ ଲାଗୁ ନଥିଲା ।

Image Courtesy: Google

ତେବେ ଯେତେବେଳେ ଅଜୟ ଦେବଗନ ବାପାଙ୍କ ମୃତ୍ୟୁ ହୋଇଥିଲା ତା ପର ଦିନ ନ୍ୟାସାଙ୍କୁ ପାର୍ଲରରୁ ବାହାରକୁ ଆସିବାର ଦେଖା ଯାଇଥିଲା ଯାହା ପରେ ଲୋକ ତାଙ୍କୁ ଏହା କହି ଟ୍ରୋଲ କରିବା ଆରମ୍ଭ କଲେ ଯେ ଜେଜେଙ୍କ ମୃତ୍ୟୁ ହୋଇଛି ଆଉ ୟେ ପାର୍ଲର ବୁଲୁଛନ୍ତି, ତେବେ ଏମିତି କିଛି କାରଣ ପାଇଁ ନ୍ୟାସା ନିଜ ପରିବାର ନା ଖରାପ କରୁଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *