ଗୁରୁବାର ଦିନ କରନ୍ତୁ ନାହିଁ ଏହି 5ଟି କାମ, ନଚେତ ହୋଇପାରେ ଏମିତି ଅଘଟଣ

ହିନ୍ଦୁ ଧର୍ମରେ ମାର୍ଗଶିର ମାସର ଗୁରୁବାରର ବିଶେଷ ମହତ୍ଵ ରହକିହି । ଗୁରୁବାର ହେଉଛି ମା ଲକ୍ଷ୍ମୀଙ୍କର ପ୍ରିୟା ବାର । ଏହି ଦିନ ମା ଲକ୍ଷ୍ମୀଙ୍କ ପୂଜା ଅର୍ଚ୍ଚନା କରିଲେ ମା ଲକ୍ଷ୍ମୀଙ୍କର ଗୃହକୁ ଆଗମନ ହୋଇଥାଏ । ଏହା ସହ ବ୍ୟକ୍ତି ଜୀବନରେ ସଫଳତା ମଧ୍ୟ ହାସଲ କରିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୃହସ୍ପତି ଗ୍ରହ ରହିଥାଏ ସେହି ବ୍ୟକ୍ତି ଜୀବନରେ ସଫଳ ହେବା ସହ ଧନର ଅଭାବ ରହିବ ନାହି ।

ଆଜି ଆମେ ଆପଣ ମାନଙ୍କୁ ଗୁରୁବାର ଦିନ କେଉଁ କାମ କରିଲେ ଦୁଖ ଦରିଦ୍ରତା ଆସିଥାଏ ସେହି ବିଷୟରେ କହିବାକୁ ଯାଉଛୁ । ଯଦି ଆପଣ ଗୁରୁବାର ଦିନ ଏହି କାମ କରୁଛନ୍ତି ତେବେ ଦାଂପତ୍ଯ ଜୀବନରେ କଳହ ସୃଷ୍ଟି ହେବା ସହ ପରିବାରରେ ମନାନ୍ତର ହୋଇଥାଏ ।

ଏହା ସହ ଧନର ଭାବ ଦେଖାଯିବା ସହ ସ୍ୱାସ୍ଥ୍ୟ ହାନି ହୋଇଥାଏ । ଯଦି ଗୁରୁବାର ଦିନ ଘରର ମହିଳା କେଶ ଧୋଇଥାନ୍ତି ବା ନଖ କାଟିଥାନ୍ତି ତେବେ ତାହା ଦ୍ଵାରା ଅନେକ ସମସ୍ଯା ସୃଷ୍ଟି ହୋଇଥାଏ । ଏହା ଦ୍ଵାରା ବ୍ୟକ୍ତି ଜୀବନରେ ଅସଫଳ ହେବା ସହ ଧନର ଅଭାବ ଦେଖାଯାଏ ।

ଗୁରୁବାର ଦିନ ଆପଣ କୌଣସି ବ୍ୟକ୍ତିକୁ ଟଙ୍କା ଉଧାର ଦିଅନ୍ତୁ ନାହି କି କାହା ଠାରୁ କରଜ ଆଣନ୍ତୁ ନାହି । ଏହା ଦ୍ଵାରା ଆପଣ ଜୀବନ ସାର ଧନର ଅଭାବ ଦେଖା ଯାଇଥାଏ । ଗୁରୁବାର ଦିନ ଯଦି ଆପଣଙ୍କ ଘରେ ପୋଛା ଲଗାଉଛନ୍ତି ତେବେ ଏହା ଦ୍ଵାରା ଖରାପ ଶକ୍ତିର ଆଗମନ ହୋଇଥାଏ ।

ଯଦି ଆପଣ ଘରେ ପୋଛା ଲଗାଉଛନ୍ତି ତେବେ ପାଣିରେ ଲୁଣ ପକାଇ ପୋଛା ଲଗାନ୍ତୁ । ଏହା ବ୍ଯତୀତ ଗୁରୁବାର ଦିନ ନାରୀ ମାନଙ୍କୁ ଖରାପ କଥା କହିବା ବା ବଡ ଗୁରୁଜନ ମାନଙ୍କୁ ଅପମାନିତ କରିବା ଭଳି ସ୍ଥିତି ଦେଖାଜେ ସେହି ଘରେ ମା ଲକ୍ଷ୍ମୀଙ୍କ ଆଗମନ ହୁଏ ନାହି । ବରଂ ଦୁଖ କଷ୍ଟ ଓ ଧନର ଅଭାବ ଦେଖା ଯାଇଥାଏ ।

ତେଣୁ ଗୁରୁବାର ଦିନ ପ୍ରତେକ ନାରୀ ମାନଙ୍କୁ ସମାନ ଦେବା ସହ ତାଙ୍କର କେୟାର ନିଅନ୍ତୁ । ଯଦି ଆପଣ କରଜରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ୫ଟି ଗୁରୁବାର କୌଣସି ଧାରୁଆ ଜିନିଷରେ କଟା ଯାଇଥିବା ପାରିବା ବା ଫଳ ଖାଦ୍ୟ ଖାଇବା ଉଚିତ ନୁହେଁ । ଗୁରୁବାର ଦିନ ଘରର ମହିଳା ମାନେ ଓସ୍ତ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ ନାହି । ଏହା ଦ୍ଵାରା ଘରର ଓ ପରିବାରର ଅନେକ କ୍ଷତି ହୋଇଥାଏ ।

ଆପଣ ରହୁଥିବା ଘରେ ପିତୃପୁରୁଷଙ୍କ ଫୋଟୋ ରଖନ୍ତୁ ନାହି । ଏହା ଦ୍ଵାରା ଦାଂପତ୍ଯ ଜୀବନରେ ଖରାପ ପ୍ରଭାବ ପାଦିତହାଏ । ଏହା ସହ ଗୁରବାର ଦିନ ଛୋଟ ପିଲାଙ୍କୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ । ଏହି ଦିନ ସ୍ନାନ କରିବା ସମୟରେ ପାଣିରେ ହଳଦୀ ପକାଇ ସ୍ନାନ କରିଲେ ଘରେ ସୁଖ ସମୃଦ୍ଧି ଆସିଥାଏ । ଏହି ଦିନ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରିଲେ ଶୁଭ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *