ମଙ୍ଗଳବାର 15 ଜୁନ 2021- ବଜରଙ୍ଗବଲିଙ୍କ କୃପାରୁ ଆଜି ଏହି 2 ଟି ରାଶିଙ୍କୁ ମିଳିବ କାର୍ଯ୍ୟରେ ସଫଳତା

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ ।

ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ । ମେଷ :- ଆଜି ଆପଣଙ୍କୁ ଆର୍ଥିକ ଦିଗରେ ବିଶେଷ ଧ୍ୟାନ ରଖିବା ଉଚିତ । ବ୍ୟବସାୟରେ ବାତାବରଣ ଭଲ ରହିବ । ବିଜନେସର କିଛି ମାମଲା ଆପଣ ବୁଦ୍ଧିମାନର ସହିତ ନିଭେଇବେ । ବହୁତ ସମ୍ଭାବନା ଅଛି ସଫଳ ହେବେ । ଅଫିସରେ ଶାନ୍ତି ରହିବେ । ହଠାତ କୌଣସି ପ୍ରକାର କାର୍ଯ୍ୟ କ୍ରମ ବନାଇବେ । ପୈତୃକ ସମ୍ପତି ଉପରେ ବିବାଦ ସମାପ୍ତ ହେବ ଯାହା ସମସ୍ତଙ୍କ ପାଇଁ ଅନୁକୂଳ ଅଟେ ।

ବୃଷ :- ଆଜି ଆପଣ ପ୍ରଶାସନିକ ଅଧିକାରୀଙ୍କ ଦ୍ଵାରା ସନମାନ ପ୍ରାପ୍ତ କରିବେ । ସାମାଜିକ ସ୍ଥିତିରେ ବ୍ୟସ୍ତତା ବଢିବ । ବିଦ୍ୟାର୍ଥୀ ମାନଙ୍କୁ ମାନସିକ ବୌଦ୍ଧିକ ଭାରରୁ ଛୁଟକାରା ମିଳିବ । ଆପଣଙ୍କ ଦିମାଗ ମଧ୍ୟ ଶାନ୍ତ ରହିବ । ଭୁଲ ନିସ୍ପତି ନେବା ଦ୍ଵାରା କ୍ଷତି ହୋଇପାରେ । ଆଗକୁ ବଢିବାକୁ ଚେଷ୍ଟା କରିବେ । ମିଳିଥିବା ସୁଯୋଗକୁ ହାତଛଡା କରନ୍ତୁ ନହିଁ ।

ମିଥୁନ :- ଆଜି ଆପଣ ପଛରେ କରିଥିବା ଋଣକୁ ସବୁ ସୁଝି ଦେବେ । ସେତେ ପର୍ଯ୍ୟନ୍ତ କୌଣସି କଥା ଦିଅନ୍ତୁ ନହିଁ, ଯେତେ ପର୍ଯ୍ୟନ୍ତ ଆପଣ ଯାନୀ ନାହାନ୍ତି ସେଇ କାର୍ଯ୍ୟକୁ ପୁରା କରିପାରିବେ । କୌଣସି ଅଚିହ୍ନା ଲୋକଙ୍କ ଉପରେ ଭରସା କରନ୍ତୁ ନହିଁ । ପ୍ରେମୀଙ୍କ ପାଇଁ ଦିନ ସାମାନ୍ଯ ରହିବ । ଆପଣଙ୍କୁ ରାଜନୈତିକ ଅବସର ମିଳିବ । କାର୍ଯ୍ୟରେ ଜୀବନ ସାଥିର ସହଯୋଗ ମିଳିବ ।

କର୍କଟ :- କର୍କଟ ରାଶିର ଲୋକ ନକରାତ୍ମକତା ଦୂର କରିବେ ଆଉ ଛୋଟ ମୋଟ ଯୁକ୍ତି ତର୍କ ଦ୍ଵାରା ମୁଡ ଖରାପ ହୋଇପାରେ । ସମୟ ପୂର୍ବରୁ ଆପଣ ସ୍ଵୟଂର ବ୍ୟବସାୟ ଆରମ୍ଭ କରନ୍ତୁ । ଅଧିନସ୍ଥ କର୍ମଚାରୀ ବା କୌଣସି ସମ୍ବନ୍ଧୀୟ କାରଣରୁ ଚିନ୍ତା ବଢି ପାରିବ । ଟଙ୍କା ପଇସା ଦେବା ନେବାରେ ସାବଧାନ ରୁହନ୍ତୁ, ଧନ ଫସି ପାରେ । ଅଧିକାରୀ ଆପଣଙ୍କ ତାରିଫ କରିବେ ।

ସିଂହ :- ଆଜି ଆପଣଙ୍କ ଖୁସିରେ ଟିକେ କମି ଅନୁଭବ କରିବେ । କାରିୟର ସମ୍ବନ୍ଧିତ ନୂଆ ଅବସର ପ୍ରାପ୍ତ ହେବ । ଆପଣଙ୍କୁ ନୂଆ ଲୋକଙ୍କ ସହିତ ଜଡିତ ହେବାର ସୁଯୋଗ ମିଳିବ । ପରିବାରରେ ଏକତା ବଢିବ । କୌଣସି ପୁରୁଣା ବନ୍ଧୁଙ୍କ ଫୋନ ଆସିବ । କୌଣସି ମନମାଳିନ୍ୟକୁ ଜଲ୍ଦି ସମାଧାନ କରିବାକୁ ଚେଷ୍ଟା କରନ୍ତୁ ।

କନ୍ୟା :- ଆଜି ଆପଣ ପରିବାର ପାଇଁ ସମୟ ବାହାର କରିବେ । ବାହାରକୁ ଯିବାର କାର୍ଯ୍ୟ କ୍ରମ ବନାଇବେତ ବହୁତ ଭଲ ହେବ । ଆଜି ଘରେ ମଙ୍ଗଳ କାର୍ଯ୍ୟ ଆୟୋଜନାରେ ଖୁସି ମିଳିବ । ରଚନାତ୍ମକ କାର୍ଯ୍ୟରେ ମନ ଲାଗିବ । ବିପରୀତ ପରିସ୍ଥିତି ଉତ୍ପନ ହେବ ଦ୍ଵାରା କ୍ରୋଧକୁ କାବୁରେ ରଖନ୍ତୁ ।

ତୁଳା :- ବୁଦ୍ଧି ଆଉ ବାଣୀ ଉପରେ ନିୟତ୍ରଣ ରଖିବାକୁ ପଡିବ । ଯାତ୍ରା କରିବା ଫାଇଦା ହୋଇବ କୌଣସି ଅଚିହ୍ନା ବ୍ୟକ୍ତିଙ୍କ କାରଣରୁ ଆପଣଙ୍କ ମୁଡ ଖରାପ ହୋଇପାରେ । ଜୀବନସାଥି ସହିତ ସମ୍ପର୍କ ଖରାପ ହୋଇପାରେ । ଜୀବନସାଥି ସହିତ ସମ୍ପର୍କ ଆହୁରି ମଜଭୁତ ହେବ । ସାଙ୍ଗ ଆଉ ପରିବାରଙ୍କ ଠାରୁ ସହଯୋଗ ମିଳିବ ।

ବିଛା :- ବ୍ୟାପାରରେ ଆପଣଙ୍କୁ ଅଧିଆକ ଲାଭ ମିଳିବାର ସମ୍ଭାବନା ରହିଛି । ଯାତ୍ରା ଏବଂ ଶିକ୍ଷା ସହିତ ଜଡିତ ଆପନ୍ନକ ଜାଗରୁକତାରେ ବୃଦ୍ଧି ହେବ । ରହିଯାଇଥିବା କାର୍ଯ୍ୟ ପୁରା ହେବ । ପାଚନ କ୍ରିୟା ମନ୍ଦ ତଥା ନେତ୍ର ବିକାର ହୋଇପାରେ । ପଇସା ମାମଲାରେ ଭଲ ନ୍ଯୁଜ ମିଳିପାରେ ।

ଧନୁ :- ଆଜି ଆପଣ ନିଜକୁ ପ୍ରମାଣିତ କରିବେ । ଆପଣଙ୍କୁ ଅପ୍ରତ୍ଯାଶିତ ଉନ୍ନତିକୁ ଦେଖିକି ସମସ୍ତେ ଆଶ୍ଚର୍ଯ ହୋଇବେ । ପୁରୁଣା କାର୍ଯ୍ୟ ଆପଣଙ୍କର ଶେଷ ହେବାକୁ ଯାଉଛି । କିଛି ନୂଆ ଅନୁଭବ ପାଇଁ ଆପଣଙ୍କୁ ପ୍ରସ୍ତୁତ ରହିବାକୁ ହେବ । ଆର୍ଥିକ ଲାଭ ମିଳିବାର ପ୍ରବଳ ଯୋଗ ରହିଛି ।

ମକର :- ବୈବାହିକ ଜୀବନରେ ସୁଖ ଆଉ ଶାନ୍ତି ରହିବ । ଭାବିଥିବା କାମକୁ ପୁରା କରିବା ପାଇଁ ଅଧିକ ସମୟ ଲାଗିପାରେ । ସମୟ ଅନୁକୂଳତାର ଆଭାସ ହେବ । ରୋଗ ବୃଦ୍ଧି ହେବାର ସମ୍ଭାବନା ରହିବ । ଆଜି କିଛି ବଡ ଖର୍ଚ ହେବନି । ଆଜି ଘର ସମସ୍ଯା ଆସିପାରେ । ସେଥିପାଇଁ ଭାବି ଚିନ୍ତି କଥା ବାର୍ତା କରନ୍ତୁ । ପଇସାର ସ୍ଥିତି ସାମାନ୍ଯ ରହିବ ।

କୁମ୍ଭ :- ସନ୍ଧ୍ଯା କାଳ ସମୟରେ କୌଣସି ଖାସ ପରିଶ୍ରମ କରିବାକୁ ପଡିବ । ନୂଆ ଘରକୁ ଆସିବାର ସମୟ ଆସିଯାଇଛି । ପୁରା ଦିନ ଆପଣ ନିଜକୁ ବହୁତ ଫ୍ରେଶ ଅନୁଭବ କରିବେ । ଆୟ ଓ ଖର୍ଚ ମାମଲାରେ ଆପଣଙ୍କୁ ଧ୍ୟାନ ଦେବାକୁ ହେବ । ଜୀବନସାଥି ସହିତ ସମ୍ପର୍କ ଭଲ ରହିବ ।

ମୀନ :- ଦିନର ଆରମ୍ଭରୁ ପରିବାରରେ ଉଦାସୀନତା ରହିବ । କିନ୍ତୁ ସନ୍ଧ୍ଯା ସମୟରେ ସବୁ ଠିକ ହୋଇଯିବ । ଆପଣ ଅନ୍ୟକୁ ସାହାର୍ଯ୍ୟ କରିବା ଦ୍ଵାରା ଶାନ୍ତି ମିଳିବ । ସଫଳତା ପାଇବା ପାଇଁ ଧର୍ଜ୍ୟ ରଖନ୍ତୁ । ଘରେ ହିଁ ପରିବାର ଲୋକଙ୍କ ସହିତ କୌଣସି ଅନୁଷ୍ଠାନ ଆୟୋଜନ କରିବେ ।

Leave a Reply

Your email address will not be published. Required fields are marked *