ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।
ମେଷ :- ଆଜି ଆପଣଙ୍କ ବ୍ଯାଙ୍କ ବ୍ଯାଲାନ୍ସ ରେ ତେଜିରେ ବୃଦ୍ଧି ହେବ ଯାହା ଆପଣ କିଛି ଭାବିନଥିବେ । ସ୍ୱାସ୍ଥ୍ୟ ମାମଲାରେ ଆପଣ ସୁସ୍ଥ ରହିବେ । ସାଙ୍ଗଙ୍କ ସହିତ ଫୋନରେ କଥା ହେବେ । ଯାହା ଦ୍ଵାରା କୌଣସି ବିଷୟ ଉପରେ ଚର୍ଚା ହେବ । ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ବହୁତ ଭଲ ରହିବ । କେଉଁଠି ନିବେଶ କରିବାକୁ ଚାହୁଁଚତ ସେହି ବିଷୟ ଉପରେ ଯାନୀଥିବା ଲୋକଙ୍କଠୁ ସୂଚନା ନିଅନ୍ତୁ । ନିଜ ଜୀବନକୁ ବହୁତ ଭଲ ବନାଇବା ପାଇଁ ଆପଣଙ୍କୁ କଷ୍ଟ କରିବାକୁ ପଡିବ ।
ବୃଷ :- ପ୍ରଭାବସାଳି ବ୍ୟକ୍ତିଙ୍କ ସହିତ ଦେଖା ହୋଇପାରେ । ବ୍ୟବସାୟରେ ବିସ୍ତାରର ସମ୍ଭାବନା ରହିଛି । ପରିବାରର କୌଣସି ସଦସ୍ୟର ସ୍ୱାସ୍ଥ୍ୟ ବିଗିଡି ପାରେ । ଶ୍ଵଶୁର ଘର ପକ୍ଷରୁ ଝଗଡା ହେବାର ଯୋଗ ବନୁଛି ଶେଥି ପାଇଁ ଟିକେ ଧର୍ଜ୍ୟର ସହିତ କାମ କରନ୍ତୁ । ପରିବାରଜନଙ୍କ ସହିତ ସମୟ ସୁଖ ପୂର୍ବକ ରହିବ । ବାହାନ ସୁଖ ପ୍ରାପ୍ତ ହେବ ।
ମିଥୁନ :- ଆଜି କୌଣସି ବିଶାଳ ନିର୍ନୟ ନେବା ବିଷୟରେ ଆପଣ ଭାବିବେ । ନିୟମିତ ଯୋଗ କରିବା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ସୁସ୍ଥ ସବଳ ରହିବେ । ଆପଣଙ୍କ ଦିମାଗରେ ଅଚାନକ କୌଣସି ଏମିତି ବିଚାର ଆସିବ, ଯାହା ଆପଣଙ୍କ ପ୍ରଗତିର ରାସ୍ତା ଖୋଲିବ । ଘରେ ଅଲଗା ଅଲଗା ଖାଦ୍ଯର ଆନନ୍ଦ ଉଠାଇବେ । ଆର୍ଥିକ ଲାଭ କରିବେ । ଲୋକ ପ୍ରିୟତାରେ ବୃଦ୍ଧି ହେବ ।
କର୍କଟ :- କର୍କଟ ରାଶିର ଲୋକଙ୍କ ପାଇଁ ଆର୍ଥିକ ଦ୍ରୁଷ୍ଟି କୋଣରୁ ଦିନ ମାଧ୍ୟମ ରହିବ । କଠିନ ପରିଶ୍ରମ ଦ୍ଵାରା ଆପଣଙ୍କୁ ଭଲ ଲାଭ ମିଳିବ । ବ୍ୟାପାରରେ ସଫଳତା ମିଳିବ । ନକରାତ୍ମକ ବିଚାର ବ୍ୟକ୍ତିତ୍ବଙ୍କ ଉପରେ ପ୍ରଭାବ ପଡିବାର ଚେଷ୍ଟା କରିବେ କିନ୍ତୁ ଚିଡି ଚିଡା ପଣରୁ ଆପଣଙ୍କୁ ବଞ୍ଚିବାକୁ ହେବ । ଆଜି ମିଛ କହିବାରୁ ବଞ୍ଚିତ ରୁହନ୍ତୁ । ପରିବାରର ବାତାବରଣ ଭଲ ରହିବ ।
ସିଂହ :- ସିଂହ ରାଶି ଲୋକଙ୍କର ଲୁଚି ରହିଥିବା ଶତ୍ରୁ ଆପଣଙ୍କ ବିଷୟରେ ମିଛ କଥା ପାଇଁ ଅଧୀର ହେବ । ନିଜ ବ୍ୟାପାର ବଢିବା ପାଇଁ କୌଣସି ବଡ ନିସ୍ପତି ନେବେ । ଯେଉଁ ଥିରେ ଆପଣଙ୍କୁ ଲାଭ ହେବ । ନିଜ ବ୍ୟପାରକୁ ବଢାଇବା ପାଇଁ କୌଣସି ବଡ ନିସ୍ପତି ନେବେ । କାହା ସହିତ କଥା ହେବା ସମୟରେ ସଂଯମତା ରକ୍ଷା କରନ୍ତୁ ।
କନ୍ୟା :- ଆଜି କୌଣସି ମହତ୍ଵ ପୂର୍ଣ ନିର୍ନୟ ନେବାରୁ ବଞ୍ଚନ୍ତୁ । ନିବେଶ ପାଇଁ ସମୟ ଉପଯୁକ୍ତ ଅଟେ । ସ୍ଵାସ୍ଥ୍ୟରେ ଅସୁବିଧା ବନି ରହିବ ଯାହା କାରଣରୁ ଆପଣଙ୍କ ଧନ ଖରଚ ହେବ । ଆଜି ସମ୍ପର୍କୀୟ ଓ ପଡୋଶୀ ମାନଙ୍କ ସାହାର୍ଯ୍ୟ ମିଳିବ । ଧନ ଲାଭର ଯୋଗ ଆଜି ଆପଣଙ୍କ ରାଶିରେ ରହିଛି । ବଡ ଲୋକଙ୍କ ସ୍ୱାସ୍ଥ୍ୟରେ ବୃଦ୍ଧି ଆପଣଙ୍କୁ ଆରମ ଓ ବହୁତ ଭଲ ଅନୁଭବ କରିବେ ।
ତୁଳା :- ଆଜି ପରିବାରର ମହୋଲ ଟିକେ ଖର ହୋଇପାରେ । ଲୋକ ଆପଣଙ୍କ କ୍ଷମତା ଉପରେ ଭରସା କରିବେ । ଆପଣଙ୍କ ଯୋଗ୍ୟତା ଉପରେ ବିଶ୍ବାସ ଜତାଇବେ । ଆପଣଙ୍କୁ ବହୁତ ଭଲ ପରିଣାମ ମିଳିବା ପାଇଁ ବହୁତ ଭଲ ମୋଟିଭେସନ ମିଳିବ । ଆଜି ସାମାଜିକ ସ୍ତରରେ ଆପଣ ଅଧିକ ବ୍ୟସ୍ତ ରହିବେ । ନିଜ ପାଇଁ ଦିନଟି ଆଜି ବହୁତ ଭଲ ରହିବ ।
ବିଛା :- ଆଜି ନୂଆ କାମ ମିଳିପାରେ । ବୈବାହିକ ଜୀବନ ବହୁତ ଭଲ ରହିବାର ସମ୍ଭାବନା ରହିଛି । ଦୁଇ ପ୍ରହାର ପରେ କ୍ଷଣିକ ମାନସିକ ପ୍ରେସର ଅଣୁଭା କରିବେ । ଧନ କମାଇବାର ମଉକା ମିଳିବ । ଆପଣଙ୍କ ସଜେସନ ଦ୍ଵାରା ବହୁତ ଲୋକଙ୍କୁ ଲାଭ ମିଳିବ । ପ୍ରତିଷ୍ଠା ବଢିବ । ଘରେ ମନୋରଞ୍ଜନର ଆନନ୍ଦ ନେବେ । ଘରର ମହୋଲ ବହୁତ ବଢିଆ ରହିବ ।
ଧନୁ :- ଆର୍ଥିକ ଓ ବ୍ୟାପାରିକ ନିଯୋଜନ କରିବା ପାଇଁ ଆଜିର ଦିନ ବହୁତ ଶୁଭ ରହିବ । ଆଜି ଆପଣ ପ୍ରସନ୍ନ ଓ ଆନନ୍ଦିତ ରହିବେ । ମିତ୍ର ତଥା ସମ୍ପର୍କୀୟ ମାନଙ୍କ ସହିତ ବୁଲିବା ପାଇଁ ଯୋଜନା ବନାଇବେ ଓ ଆନନ୍ଦ ଦାୟୀ ପ୍ରବାସ ମଧ୍ୟ ମିଳିବ । ଯେଉଁ ବିଦ୍ୟାର୍ଥୀ ମାନେ ଉଚ ଶିକ୍ଷା ପାଇଁ ପ୍ରୟାସ ରତ ଅଛନ୍ତି ତାଙ୍କୁ ଆସୁଥିବା ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତୁ । ନିଜ ଏକାଗ୍ରତା ଭଙ୍ଗ ହେବାକୁ ଦିଅନ୍ତୁ ନହିଁ ।
ମକର :- କୌଣସି ମିତ୍ରଙ୍କ ସହଯୋଗ ଦ୍ଵାରା ଚାକିରିର ଅବସର ମିଳିବ । ସାଙ୍ଗଙ୍କ ସହିତ ଦେଖା ହେବ । ଭୌତିକ ବିକାଶର ଯୋଗ ରହିଛି । ଅନ୍ୟ ଉପରେ ଅଧିକ ବିଶ୍ଵାସ କଷ୍ଟ ଦାୟୀ ହୋଇବ । ନା ହସ୍ତକ୍ଷେପ କରନ୍ତୁ ନା ସ୍ଵୀକାର କରନ୍ତୁ । ସମଯରେ ଶୁଭ ବ୍ୟୟ ଦ୍ଵାରା ଆପଣଙ୍କ କୀର୍ତି ବଢିବ । ବିଶେଷ ସନମାନ ପ୍ରାପ୍ତ ହୋଇବ ।
କୁମ୍ଭ :- ଆଜି ଆପଣଙ୍କ ଅଟକି ଥିବା କାମ ପୁରା ହେବ । ନୂଆ ସମ୍ପର୍କରୁ ଲାଭ ମିଳିବ । ଅନ୍ୟ ପ୍ରତି ଈର୍ଷା ଭାବନା ରଖିବା ଅନୁଚିତ । ବିରୋଧୀ ପକ୍ଷ ପରାସ୍ତ ହେବେ । ଆତ୍ମବଳରେ ବୃଦ୍ଧି ହେବ । ଘର ମୁଖିଆ ବ ଧର୍ମ ଗୁରୁର ସହଯୋଗ ମିଳିବ । ଜୀବନ ସାଥି ସହିତ ସମ୍ବନ୍ଧ ଭଲ ରହିବ । ସମୟ ସାଥି ସହିତ ବିତିବ ।
ମୀନ :- ଆଜି କୌଣସି ବଡ ଯୋଜନା ଓ ବିଚାର ଜରିଆରେ ଧ୍ୟାନ ଆକର୍ଷିତ ହୋଇବ । ଖର୍ଚ ଅଧିକ ବଢିବ । କାର୍ଯ୍ୟ କ୍ଷେତ୍ରରେ ବାଦ ବିବାଦ କାରଣରୁ ଟେନସନ ବଢିବ । କଥା ଉପରେ ନିୟନ୍ତ୍ରଣ ରଖିବା ବହୁତ ଆବଶ୍ୟକ ରହିଛି । ଭାବ ପ୍ରବଣ ବଢିବ । ସହଯୋଗ କରିବା ଭଲ କଥା ଅଟେ । କିନ୍ତୁ ନିଜକୁ ସୁରକ୍ଷିତ ରଖିବା ଆବଶ୍ୟକ ରହିଛି ।