ସାପ ଓ ମଣିଷ ମଧ୍ୟରେ ଚାଲିଥିଲା ଲଢେଇ, ହଟାତ ମଣିଷଟି ସାପକୁ କାମୁଡିବାରୁ ଯାହା ହେଲା ଦେଖନ୍ତୁ Viral Video

ଆପଣ ମାନେ ଜାଣିଥିବେ ସାପ କୁ ଦେଖିଲେ ଯେତେ ବଡ ମଣିଷ ହେଇଥାଉ ନାଁ କାହିଁକି ସେ ଭୟଭୀତ ହୋଇଯାଏ । ସାପ ଏମିତି ଏକ ପ୍ରାଣୀ ଯିଏ ନିଜର ବିଷରେ କେତେ ଯେ ଲୋକଙ୍କର ଜୀବନ ନେଇଯାଏ ତାହା କହି ହେବ ନାହି । ସାପର ଚୋଟ ରେ ମଣିଷ ବଞ୍ଚିବା ସମ୍ଭବ ନୁହେଁ । ବିଶେଷ କରି ବିଷଧର ସାପ ମାନଙ୍କର ଦଂସନ ରେ ମଣିଷ ନିଜର ଜୀବନ ହାରିଥାଏ । ଆଜିର ଆମର ଏହି ଲେଖା ରେ ସାପ କୁ ନେଇ କିଛି ବିଶେଷ କଥା ରହିଛି ।

ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘଟଣା ନେଇ ଆସିଛୁ ଯାହା ଆପଣ ମାନେ ସହଜରେ ବିଶ୍ଵାସ କରିବେ ନାହି । ଏହି ଘଟଣା ଟି ଚାଏତପୁର ଜିଲ୍ଲା ରେ ଘଟିଛି । ଯେଉଁ ଠାରେ ଜଣେ ବ୍ୟକ୍ତି ବିଷଧର ସାପ କୁ କାମୁଡିଛନ୍ତି । ଯାହା ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହା ସତ୍ୟ ଅଟେ । ଆପଣ ମାନେ ଶୁଣିଥିବେ ବା ଦେଖିଥିବେ ଯେ ସାପ ମଣିଷ କୁ କାମୁଡିଥାଏ । କିନ୍ତୁ ଏଠାରେ ଘଟଣା କିଛି ଅଲଗା ରହିଛି । ଯେଉଁ ବ୍ୟକ୍ତି ସାପ କୁ କାମୁଡିଛି ସେ ହେଉଛନ୍ତି ଚାଏତପୁର ଜିଲ୍ଲା ର ସାଲିଜଙ୍ଗା ପଞ୍ଚାଯତ ର ଯାହାଙ୍କର ନାଁ ହେଉଛି କିଶୋରା ପଦାରା ।

କିଶୋରା କହିଛନ୍ତି ଗତ ବୁଧବାର ଦିନ ସେ ସନ୍ଧ୍ୟା ସମୟରେ କାମ ସାରି ଘରକୁ ଫେରୁଥିବା ସମୟରେ ରାସ୍ତା ରେ ଅଜାଣତ ରେ ଗୋଟେ ସାପ ଉପରେ ପାଦ ପକେଇ ଦେଲେ । ଏହା ପରେ ସାପ ତାଙ୍କୁ ଚୋଟ ମା-ରିଥିଲା । ଏହା ପରେ ସେ ମଧ୍ୟ ସାପର ଯେଉଁ ସ୍ଥାନ କୁ ଚିଟି କୁହାଯାଏ ସେଠାରେ ତାକୁ କାମୁଡିଥିଲେ । ଏହା ପରେ କିଶୋରା ନାମକ ବ୍ୟକ୍ତି ଜଣକ ସାପ କୁ ଧରି ନିଜ ବେକରେ ପକାଇ ଗାଁ ସାରା ବୁଲିବାକୁ ଲାଗିଲେ ।

ଗାଁଲୋକ ମାନେ ତାଙ୍କର ଏହି ଭଳି ଦୃଶ୍ୟ ଦେଖି ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇ ଯାଇଥିଲେ । ତେବେ କିଶୋରା ନାମକ ବ୍ୟକ୍ତି ଜଣକ ସାପ କୁ ନିଜ ବେକରେ ଗୁଡାଇ ବୁଲୁଥିବାର ଭି-ଡି-ଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଖୁବ ଜୋରସୋର ରେ ଭା-ଇ-ରା-ଲ ହେବାରେ ଲାଗିଛି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *