Manish ମର୍ଡର ମିଷ୍ଟ୍ରି: ମନୀଷ ଥିଲେ ସାଉଥ ସିଟିର ରେଗୁଲାର କଷ୍ଟମର, ଦେଖନ୍ତୁ କଣ କହୁଛନ୍ତି ହୋଟେଲ Receptionist

ମନୀଷ ଅନୁରାଗଙ୍କ ମା-ମ-ଲାରେ ବହୁତ ବଡ ଖୁ-ଲା-ସା ହୋଇଛି । ପାତ୍ରପଡାର ସାଉଥ ସିଟିରେ ଗୋଟିଏ ହୋଟେଲ ଥିଲା ଯାହାକି ରେଷ୍ଟୁରାଣ୍ଟ, ସ୍ପା, ବା-ର ଅଟେ । ମନୀଷ ଅନୁରାଗ ମୃ-ତ୍ୟୁ ପୂର୍ବରୁ ଏହି ସ୍ଥାନକୁ ଆସିଥିଲେ । ଏହି ହୋଟେଲରେ ସେ ବହୁତ ସମୟ ପର୍ଯ୍ୟନ୍ତ ଥିଲେ ଓ ରାତି ଅଧରେ ଏହି ସ୍ଥାନରୁ ବାହାରି ଗଲେ । ଏହି ହୋଟେଲ ଓ ମନୀଷଙ୍କ ସଂଯୋଗ ବିଷୟରେ ଜାଣିବା ପରେ ପୋ-ଲି-ସ ଏହି ହୋଟେଲକୁ ଆସି ଯାଞ୍ଚ କରିଛି ଓ ନିଜ ସହିତ କିଛି ଜରୁରୀ କାଗଜପତ୍ର ଓ ସି-ସି-ଟି-ଭି ଫୁଟେଜ ମଧ୍ୟ ନେଇ ଯାଇଛି ।

ମନୀଷଙ୍କ ସହ କିଏ କିଏ ଥିଲେ ଓ ସେମାନେ ସମସ୍ତେ ଏହି ଫୁଟେଜରେ ଅଛନ୍ତି । ହୋଟେଲର ଜଣେ ଷ୍ଟାଫଙ୍କ ଅନୁସାରେ ମନୀଷ ରାତି ୪ ଟା ସମୟରେ ହୋଟେଲରୁ ବାହାରକୁ ଯାଉଥିଲେ । ଯିବା ସମୟରେ ସେ ଏକୁଟିଆ ଥିଲେ ଓ ନି-ଶା-ରେ ଥିଲେ ।

ହୋଟେଲର ଷ୍ଟାଫ ଅନୁସାରେ ସେ ଚାଲି ଚାଲି ବାହାରକୁ ଯାଉଥିଲେ । ଅନ୍ୟ ପଟେ କିଛି ଲୋକମାନଙ୍କ କହିବା ଅଟେ କି ମନୀଷ ଅନୁରାଗ ଏହି ହୋଟେଲ ଓ ବାରର ରେଗୁଲାର କଷ୍ଟମର ଥିଲେ । ଅର୍ଥାତ ସେହି ହୋଟେଲର ଜଣେ ଜଣା ଶୁଣା କଷ୍ଟମର ଥିଲେ ।

ସେହି ଦିନ ରାତିରେ ତାଙ୍କ ସହିତ କିଏ ସବୁ ଆସିଥିଲେ ଏହି ସବୁ ତଥ୍ୟ ସି-ସି-ଟି-ଭି ଫୁଟେଜରୁ ଜଣା ପଡିଯିବ । ଯେଉଁ ଦୁଇ ଯୁବକ ବିଷୟରେ କୁହାଯାଉଛି ସେମାନେ ଦୁଇ ଜଣ ଏହି ସି-ସି-ଟି-ଭି ଫୁଟେଜରେ ଅଛନ୍ତି ଓ ହୋଇପାରେ କି ପୋ-ଲି-ସ ତାଙ୍କର ସ-ନ୍ଧା-ନ ପାଇସାରଛନ୍ତି ।

ଯେତେବେଳେ ବା-ର ବିଷୟରେ ଜାଣିବାକୁ ଚେଷ୍ଟା କରାଗଲା ତେବେ ଦେଖାଗଲା କି ବା-ର-ଟି ବ-ନ୍ଦ ଅଛି । ପ୍ରଶ୍ନ ଉଠୁଛି କି ମନୀଷ ଇନ୍ଫୋସିଷ୍ଟି ପାଖରେ ଗାଡି ରଖିବା ପରେ କେଉଁଠାକୁ ଗଲେ । କୁହାଯାଉଛି କି ମନୀଷ ସେହି ସ୍ଥାନାରେ ଗାଡି ରଖି ଦୁଇ ଜଣ ଯୁବକଙ୍କ ସହ ଏହି ସ୍ଥାନକୁ ଆସିଥିଲେ । ସାଉଥ ସିଟି ହୋଟେଲରେ ସେ ୧ – ୨ ଘଣ୍ଟା ନୁହେଁ ବ୍ଲିମ୍ବିତ ରାତି ପର୍ଯ୍ୟନ୍ତ ଥିଲେ ।

ଦେଖିବାର ଅଛି ଏହି ମୃ-ତ୍ୟୁର ରହସ୍ୟରୁ ପୋ-ଲି-ସ ପରଦା ଉଠାଇ ପାରୁଛି ନା ନାହିଁ । ଏହା ମଧ୍ୟରେ ମନରେ ବିଭିନ୍ନ ପ୍ରକାରର ପ୍ରଶ୍ନ ଆସୁଛି । ଯଦି ସେ ରାତି ୪ ଟା ରୁ ଏହି ସ୍ଥାନରୁ ବାହାରିଲେ ତେବେ ପାତ୍ରପଡା ପୋଖରୀରେ ତାଙ୍କର ମୃ-ତ ଦେହ କେମିତି ମିଳିଲା । ରାତି ୪ ରୁ ସକାଳ ପର୍ଯ୍ୟନ୍ତ ତାଙ୍କ ସହ ଏମିତି କଣ ହୋଇଥିଲା ଏହା ବିଷୟରେ ଜାଣିବା ପାଇଁ ପୋ-ଲି-ସ ଯା-ଞ୍ଚ କରୁଛି ।

Leave a Reply

Your email address will not be published. Required fields are marked *