ମନ୍ତ୍ରୀ ପୁଅ ବୋଲି 19 ବର୍ଷର ଝିଅ Ankitaଙ୍କୁ ମାରିଦେଲା, ଆଉ ତା ପରେ… ସମ୍ପୂର୍ଣ୍ଣ ଘଟଣା ଜାଣି ଆପଣଙ୍କ ରକ୍ତ ବି ହୋଇଯିବ ଗରମ, ଦେଖନ୍ତୁ Video

ବନ୍ଧୁଗଣ ଅଙ୍କିତା ଦେଖିବାକୁ ଖୁବ ସୁନ୍ଦର ଥିଲା । ସେ ଦେଖିବାକୁ ଯେତିକି ସୁନ୍ଦର ଥିଲା ଗୁଣ ବି ଠିକ ସେମିତି ଥିଲା । ସେଥିପାଇଁ ତ ସେ ୧୯ ବର୍ଷରୁ ଚାକିରି କରିଥିଲା । ଏକ ରିଶୋର୍ଟରେ ରିପ୍ଶେସନିଷ୍ଟ ଥିଲା ଅଙ୍କିତା ଭଣ୍ଡାରୀ । ଆଉ ଯାହାର ମୃତ ଦେହ ସ୍ଥାନୀୟ ନାଳରୁ ଉଧାର କରା ଯାଇଛି । ଆଉ ଏହି ଘଟଣା ର ମୁଖ୍ୟ ଅଭିଯୁକ୍ତ ରହିଛନ୍ତି ଜଣେ ମନ୍ତ୍ରୀ ଙ୍କ ପୁଅ । ଆଉ ଅଙ୍କିତା କାମ କରୁଥିବା ରିସର୍ଟର ମାଲିକ କୁଲକିତ ଆଚାର୍ଯ୍ୟ । କୁଲକିତଙ୍କ କହିବ କଥା ୧୮ରେ ସେ ଅଙ୍କିତାଙ୍କୁ କେନାଲ ଭିତରକୁ ଠେଲି ଦେଇଥିଲେ ।

ଆଉ ପୋଲିସ ନିକଟସ୍ଥ କେନାଲ ଭିତରେ ସନ୍ଧାନ ଜାରି ରଖିଥିଲା । ଆଉ ଅଙ୍କିତାଙ୍କ ମୃତ ଦେହ ମିଳିଥିଲା । ହଁ ଦର୍ଶକ ବନ୍ଧୁ ଏଭଳି ଅଭାବନୀୟ ଘଟଣା ଘଟି ଯାଇଛି ଉତ୍ତରାଖଣ୍ଡ ରେ । ଆଉ ଏଠିକାର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହି ଘଟଣାରେ ଦୃଢ କାର୍ଯ୍ୟ ଅନୁଷ୍ଠା ନେଇଛନ୍ତି । ତାଙ୍କ ଦଳରେ ସ୍ଥାନ ପାଇଥିବା ପୁଲକିତ ଙ୍କ ବାପା ବିନୋଦ ଆଚାର୍ଯ୍ୟ ଙ୍କୁ ବହିସ୍କାର କଡ଼ା ଯାଇଛି ।

ଆଉ ଏହି ଘଟଣା ପରେ ବିନୋଦ ଆଚାର୍ଯ୍ୟ ଖାଲି ଦଳରୁ ବହିସ୍କୃତ ହୋଇ ନାହାନ୍ତି ବରଂ ସେ ବିଜେପି ର OBC ବର୍ଷିୟାର ରାଷ୍ଟ୍ର କାର୍ଯ୍ୟକାରିଣୀ ସଦସ୍ୟ ଓ UP ର ସହ ପ୍ରହରୀ ମଧ୍ୟ ଥିଲେ । ଯେଉଁଥି ରୁ ଦଳ ତାଙ୍କୁ ନିଲମ୍ବନ କରିଛି । ସେହିପରି ମୁଖ୍ୟ ଅଭିଯୁକ୍ତ ପୁଲକିତ ଙ୍କ ଭାଇ ଙ୍କୁ ମଧ୍ୟ ତ୍ତରାଖଣ୍ଡ ର OBC କଲ୍ୟାଣ ଆୟୋଗର ଉପାଦକ୍ଷ ପଦ ରୁ ହାତ ଯାଇଛି । ଯାହାଙ୍କୁ ରାଷ୍ଟ୍ରୀୟ ପାହ୍ୟା ମିଳିଥିଲା । ତେବେ ଅଙ୍କିତା ଭଣ୍ଡାରୀ ଙ୍କୁ ପୁଲକିତ ଆଚାର୍ଯ୍ୟ କାହିଁକି ହତ୍ୟା କରିଛି ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହି ।

ଆଉ ସେହି ପୁଲକିତ ଯିଏ ମୁଖ୍ୟ ଅଭିଯୁକ୍ତ ତାଙ୍କ ବାପା ଆଉ ଭାଇ କୁ ନିଲମ୍ବିତ କରା ଯାଇଛି ଦଳ ରୁ । ତେବେ ସବୁଠାରୁ ବଡ କଥା ହେଉଛି ଏହି ଘଟଣା ରେ ବିଳମ୍ବ ରେ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ ଯୋଗୁଁ ଉତ୍ୟକ୍ତ ଲୋକ ବିଜେପିର ବିଧାୟିକା ରେଣୁ ବିଶୁଣୁ ଙ୍କ ଗାଡିକୁ ଭଙ୍ଗା ରୁଜା କରିଛନ୍ତି । ଏମିତିକି ମନ୍ତ୍ରୀ ଙ୍କ ଘରକୁ ମଧ୍ୟ ଟେକା ପଥର ପକାଇ ଭାଙ୍ଗି ରୁଜି ଚୁର୍ମାର କରି ଦେଇଛନ୍ତି । ଆଉ ସେହି ଜନତା ନେତାଙ୍କ ଆଖି ରେ ଆଙ୍ଗୁଠି ଦେଖାଇଛନ୍ତି ଆଉ କହିଛନ୍ତି ଯେଉଁ କ୍ଷମତା ରେ ବସିଛ ସେ କ୍ଷମତା ଜନତା ଙ୍କ ପାଇଁ ।

ଆଉ ସେହି କ୍ଷମତା କୁ ଛଡାଇବା ପାଇଁ ଜନତା ଙ୍କୁ ବେସୀ ସମୟ ଲାଗିବ ନାହି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *