172 ବର୍ଷ ପରେ ସେପ୍ଟେମ୍ବର 26 ରୁ ଅକ୍ଟୋବର 05 ତାରିଖ ପର୍ଯ୍ୟନ୍ତ ଶାରଦୀୟ ନବରାତ୍ରି, ଏହି 6ଟି ରାଶିଙ୍କୁ କୋଟିପତି ହେବାରୁ କେହି ରୋକିପାରିବେନି

ବନ୍ଧୁଗଣ ଶାରଦୀୟ ନବାରାତ୍ରି ର ଆପଣ ମାନଙ୍କୁ ଅନେକ ଅନେକ ଶୁଭକାମନା ଆଉ ହାର୍ଦ୍ଦିକ ଅଭିନନ୍ଦନ । ଦୀର୍ଘ ୧୭୨ ବର୍ଷ ପରେ ବନୁଅଛି ଦୁର୍ଲଭ ମହା ସଂଯୋଗ ଚଳିତ ବର୍ଷ ଦୁର୍ଗାପୂଜାରେ । ସେପ୍ଟେମ୍ବର ୨୬ ରୁ ଅକ୍ଟୋବର ୫ ତାରିଖ ଯାଏଁ ଶାରଦୀୟ ନବାରାତ୍ରିରେ ଦିବ୍ୟ ମହା ସଂଯୋଗ କାରଣରୁ ୬ଟି ରାଶି ହେବାକୁ ଯାଉଛନ୍ତି କୋଟିପତି । ସ୍ଵୟଂ ମା ଦୂର୍ଗା ଓ ଲକ୍ଷ୍ମୀ ଙ୍କ କୃପାରୁ ଏହି ରାଶି ଜୀବନରେ ଆସିବାକୁ ଯାଉଛି ଅପାର ଖୁସି । ଯାହା ଫଳରେ ଏମାନଙ୍କର ଜୀବନ ସଂପୂର୍ଣ୍ଣ ରୂପେ ବଦଳିବାକୁ ଯାଉଛି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

ବୃଷ ରାଶି : ଏହି ରାଶିର ଲୋକଙ୍କ ପାଇଁ ନବରାତ୍ରି ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଜୀବନରେ ମା ଲକ୍ଷ୍ମୀଙ୍କ ନାମ ସ୍ମରଣ କରି ଯେଉଁ କାମ କରିବେ ସେଥିରେ ସଫଳ ହେବେ । ସବୁ ମନୋକାମନା ପୂରଣ ହେବ । ବଡ ଲୋକଙ୍କର ସହଯୋଗରେ ସବୁ କାମ ସହଜ ହୋଜିବ । ମେହନତର ଲାଭ ପୁରା ଉଠାଇବେ ।

ସିଂହ ରାଶି : ମା ଦୂର୍ଗାଙ୍କ କୃପାରୁ ଆପଣଙ୍କ ଜୀବନରେ ଅତ୍ୟନ୍ତ ଭଲ ସମୟ ଆସିବାକୁ ଯାଉଛି । ଅଫିସରେ ଯାହା ବି ସମସ୍ଯା ରହିଥିଲା ତାହା ଦୂର ହେବ । ସମୟ ଆପଣଙ୍କ ପକ୍ଷରେ ଅଛି ତେଣୁ ଏହାର ଭରପୁର ଲାଭ ଉଠାନ୍ତୁ । ସବୁ ସମସ୍ୟାର ସମାଧାନ ହୋଇଯିବ ।

ତୁଳା ରାଶି : ଆପଣଙ୍କ ଉପରେ ମା ଲକ୍ଷ୍ମୀ ଙ୍କ ବିଶେଷ କୃପା ରହିବ । ଦାଂପତ୍ଯ ଜୀବନ ଖୁଶିମୟ ରହିବାରୁ ଆପଣଙ୍କ ମନ ପ୍ରସନ୍ନ ହେବ । ବ୍ୟାପାରରେ ଧନ ଲାଭର ଅନେକ ବାସର ମିଳିବ । ଅଚାନକ ଧନ ଲାଭ ହେବାରୁ ଆର୍ଥିକ ସ୍ଥିତି ମଜବୁତ ହେବ । ବାଣୀ ଓ କ୍ରୋଧ ଉପରେ ସଂଯମ ରଖନ୍ତୁ । ଅଫିସର କାମ ସମୟ ଅନୁଯାୟୀ ପୁରା ହେବ ।

କନ୍ୟା ରାଶି : ଧନର ଦେବି ମା ଲକ୍ଷ୍ମୀ ନବାରାତ୍ରିରେ ଆପଣଙ୍କ ଉପରେ ବିଶେଷ କୃପା ବର୍ଷାଇବାକୁ ଯାଉଛନ୍ତି । ଧନ ଜନିତ ସମସ୍ଯା ଦୂର ହେବ । କାର୍ଯ୍ୟରେ ସଫଳ ହେବେ । ପାରିବାରିକ ଜୀବନ ସୁଖମୟ ହେବ । ଧନ କମାଇବାର ସବୁ ବାଧା ଦୂର ହେବ । ତୀବ୍ର ଗତିରେ ଜୀବନରେ ଗକୁ ବଢିବେ ।

ମେଷ ରାଶି : ଆପଣଙ୍କ ଜୀବନରେ ଢେର ସାରା ଖୁସି ଆଗମନ ହେବାକୁ ଯାଉଛି । ମା ଲକ୍ଷ୍ମୀ ଆପଣଙ୍କ ଉପରେ ମେହରବାନ ହେବାକୁ ଯାଉଛନ୍ତି । ଯେଉଁ କାମ ଅଟକି ରହିଥିଲା ତାହା ଦୂର ହେବ । କାହାକୁ ପଇସା ଉଧାର ଦେଇଥିଲେ ନିଶ୍ଚୟ ଫେରି ପାଇବେ । କରଜରୁ ମୁକ୍ତି ପାଇବେ । ଆପଣଙ୍କ ଦ୍ଵାରା କରାଯାଇଥିବା ଚେଷ୍ଟା ସଫଳ ହେବ । ସମାଜରେ ମାନ ସମାନ ବୃଦ୍ଧି ହେବ ।

କୁମ୍ଭ ରାଶି : ଏହି ରାଶିର ଲୋକଙ୍କ ଜୀବନରେ ଅଚାନକ ଧନରେ ବୃଦ୍ଧି ହେବାକୁ ଯାଉଛି । ମା ଦୂର୍ଗାଙ୍କ କୃପାର ଅଟକି ରହିଥିବା ଧନ ଫେରି ପାଇବେ । ଜୀବନରେ ସବୁ ଇଚ୍ଛା ପୂରଣ ହେବ । ଚାକିରି କ୍ଷେତ୍ରରେ ପ୍ରମୋସନ ହେବାର ଯୋଗ ରହିଛି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *