ମନୁଷ୍ୟକୁ ଶୀଘ୍ର ବୁଢା କରି ଦିଏ ଏହି 3ଟି କାମ, ଏକୁଟିଆ ଦେଖନ୍ତୁ- Chanakya Niti

ଆଚାର୍ଯ୍ୟ ଚାଣକ୍ୟ ହେଉଛନ୍ତି ମହାନ ଜ୍ଞାନୀ । ତାଙ୍କ ଦ୍ଵାରା ରଚିତ ଚାଣକ୍ୟ ନୀତିରେ ଅନେକ ମହତ୍ଵପୂର୍ଣ୍ଣ କଥା ଲେଖାଯାଇଛି । ଏହି ଗ୍ରନ୍ଥର ମୁଖ୍ୟ ବିଷୟ ହେଉଛି ମାନବ ସମାଜକୁ ଜୀବନର ପ୍ରତେକ ସମୟର ବ୍ୟବହାରିକ ଶିକ୍ଷା ଦେବା । ଚାଣକ୍ୟ ନିଜର ନୀତି ବଳରେ ରାଜା ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ରାଜଗାଦିରେ ବସାଇଥିଲେ । ଆଜି ଆମେ ଆପଣଙ୍କୁ ଚାଣକ୍ୟ ନୀତିରେ କୁହାଯାଇଥିବା କିଛି ବିଷୟ ବସ୍ତୁ ଉପରେ କହିବାକୁ ଯାଉଛୁ ଯାହା ଆପଣଙ୍କର ଜୀବନରେ କେବେ ନ କେବେ କାମରେ ଆସିପାରେ ।

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ସଂସାର ସବୁ କିଛି ଭଗବାନଙ୍କ ହାତରେ ରହିଛି । ଇଶ୍ଵର ରାଜାକୁ ଦାସ ଆଉ ଭିକାରୀକୁ ରାଜା ବନାଇଥାନ୍ତି । ଇଶ୍ଵର ଗରିବକୁ ଅମିର ଓ ଧନୀକୁ ଗରିବ କରିଥାନ୍ତି । ଦୁନିଆରେ ସବୁ କିଛି ବିବାଦରେ ରହିଛି ତେଣୁ ଜୀବନରେ କୌଣସି ନିର୍ଣ୍ଣୟ ନେବା ପୂର୍ବରୁ ବିଚାର କରିବା ଉଚିତ । ଯେମିତି ହାତୀ ବୁଢା ହେଲା ପରେ ବି ଚଞ୍ଚଳ ରହିଥାଏ, ସୁନା ଅଗ୍ନିରେ ଜଳିବା ପରେ ବି ଚମକ ଦେଖାଯାଏ ଠିକ ସେହିପରି ଭଲ ଚରିତ୍ରର ଲୋକ ଯୁଆଡେ ଗଲେ ବି ନିଜର ଛାପ ଛାଡି ଦେଇଥାନ୍ତି । ପ୍ରକୃତ ରତ୍ନ ଅର୍ଣ୍ଣ, ପାଣି ଓ ଜ୍ଞାନ ହୋଇଥାଏ ।

ଏହି ୩ଟି ରତ୍ନରୁ ବଡ ଆଉ କିଛି ବି ନାହି । କଠିନ ସ୍ଥିତିରେ ସେବକର, ସଙ୍କଟ ସମୟରେ ଭାଇ ବନ୍ଧୁଙ୍କର, ଆପତ୍ତିକଳରେ ମିତ୍ରର ଓ ଧନ ନାସ ସମୟରେ ନିଜ ସ୍ତ୍ରୀର ପରୀକ୍ଷା ହୋଇଥାଏ । ସିଂହ ଠାରୁ ୧, ବଗ ଠାରୁ ୪, ଆଉ ଠାରୁ ୫, କୁକୁର ଠାରୁ ୬, ବାଘ ଠାରୁ ୩ ଗୁଣା ମଣିଷକୁ ଶିଖିବା ଉଚିତ । କାମ ବଡ ହେଲେ ବି ମନ ଲଗାଇବା କରିବା କଥା ସିଂହ ଠାରୁ ଶିଖିବା ଉଚିତ ।

ସମୟ ଅନୁଯାୟୀ ନିଜର ଶକ୍ତି ଦ୍ଵାରା କାମ କରିବାର ଗୁଣ ବଗ ଠାରୁ, ଠିକ ସମୟରେ ଶୋଇବା, ଉଠିବା, ଭୋଜନ କରିବା ହରିଣ ଠାରୁ, ସମୟ ସମୟରେ ସଂଗ୍ରହ କରିବା, ଅନ୍ୟ ଉପରେ ଭରସା ନ କରିବା କାଉ ଠାରୁ, ବହୁତ ଭୋକରେ ସନ୍ତୁଷ୍ଟ ରହିବା, ଗଭୀର ନିଦରେ ବି ଜାଗୃତ ରହିବା, ମାଳିକାର ବଫାଦାର ହେବା ମଣିଷକୁ କୁକୁର ଠାରୁ ମଣିଷକୁ ଶିଖିବା ଉଚିତ ।

ଖରାପ ବ୍ୟକ୍ତି ଖରାପ କର୍ମ କରି ସାପ ଠାରୁ ଅଧିକ ଭୟଙ୍କର ହୋଇଥାଏ । ସାଗର ସବୁଠାରୁ ମହାନ କିନ୍ତୁ ଏଠାରେ ବି ତୋଫାନ ଆସିଥାଏ । ସାଗର ନିଜର ସୀମା ଭାଙ୍ଗି ବିନାଶ ମଧ୍ୟ କରିଥାଏ । କିନ୍ତୁ ସଚ୍ଚା ସାଧୁ ଓ ଜ୍ଞାନୀ ଲୋକ କେବେ ବି ସୀମା ଭାଙ୍ଗନ୍ତି ନାହି ।

କୌଣସି ମନୁଷ୍ୟ ଯେତେ ସୁନ୍ଦର ହେଲେ ବା ତାର ଜନ୍ମ କୌଣସି ବଡ ଘରେ ହୋଇଥିଲେ ବି ସେ ଶିକ୍ଷିତ ନ ଥିଲେ ବି ତାର ଅବସ୍ଥା ସେହି ଫୁଲ ଭଳି ହୋଇଥାଏ ଯାହା ଦେଖିବାକୁ ସୁନ୍ଦର କିନ୍ତୁ ସୁଗନ୍ଧରୁ ବଞ୍ଚିତ ହୋଇଥାଏ । ଶସ୍ତ୍ରଧାରୀ କେବେ ବି ଆକ୍ରମଣ କରିପାରେ, ସ୍ତ୍ରୀ କେବେ କି ମିଛ ଅଭିଯୋଗ କରିପାରେ ତେଣୁ ଏମାନଙ୍କ ଠାରୁ ଦୂରେଇ ରହିବା ଉଚିତ । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *