ସ୍ଵାମୀ ସ୍ତ୍ରୀ କେଉଁ ଦିନ ସହବାସ କରିଲେ କିପରି ସନ୍ତାନ ଜନ୍ମ ହୁଏ ? Ajira Anuchinta

ବନ୍ଧୁଗଣ ପ୍ରତେକ ନାରୀ ଓ ପୁରୁଷର ଇଚ୍ଛା ରହିଥାଏ କି ଜୀବନରେ ବାପା ମା ହେବା ପାଇଁ । କିନ୍ତୁ ଏହି ସ୍ଵପ୍ନ କିଛି ଦାମ୍ପତ୍ୟ ଙ୍କ କ୍ଷେତ୍ରରେ ବହୁତ ଜଲ୍ଦି ସଫଳତା ହୋଇଥାଏ ତ ଆଉ କିଛି କ୍ଷେତ୍ରରେ ସମୟ ଲାଗିଥାଏ । ଏହାର ମୁଖ୍ୟ କାରଣ ହେଉଛି ଉଭୟ ଦମ୍ପତି ଠିକ ସମୟରେ ସହବାସ କରିବା । ଆଜି ଆମେ ଆପଣଙ୍କୁ ନାରୀ ଓ ପୁରୁଷ ନାରୀର ଋତୁସ୍ରାବର କେଉଁ କେଉଁ ଦିନ ସହବାସ କରିଲେ କେଉଁ ସନ୍ତାନ ଜାତ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ନାରୀ ମାନେ ମାସିକ ଧର୍ମ ସମୟର ୩ରୁ ୪ ଦିନ ଯାଏଁ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ ।

୪ ଦିନ ପରେ ସ୍ନାନ କରିବା ପରେ ସହବାସ କରିବା ଉଚିତ ହୋଇଥାଏ । ମାସିକ ଧର୍ମର ପ୍ରଥମ ଦିନ ପୁରୁଷ ସ୍ତ୍ରୀ ସହ ସହବାସ କରିଲେ ରୋଗାଗ୍ରସ୍ତ ହୋଇଥାଏ । ଋତୁସ୍ରାବ ର ୨-୩ ଦିନରେ ପୁରୁଷ ନାରୀ ସହ ସଂଭୋଗ କରିଲେ ମୃତ ସନ୍ତାନ ଜନ୍ମ ହୋଇଥାଏ । ଋତୁସ୍ରାବ ର ଚତୁର୍ଥ ଦିନ ପୁରୁଷ ସ୍ତ୍ରୀ ସହ ସମ୍ପର୍କ ରଖିଲେ ସନ୍ତାନ ବିଚିତ୍ର ହୋଇଥାଏ । ଋତୁସ୍ରାବ ର ୫ମ ଦିନରେ ପୁରୁଷ ନାରୀ ସହ ସହବାସ କରିଲେ କନ୍ୟା ସନ୍ତାନ ଜାତ ହୋଇଥାଏ ଓ ଏହି ସନ୍ତାନ ସୌଭଗ୍ୟବତୀ ହୋଇଥାନ୍ତି । ଋତୁସ୍ରାବ ର ଷଷ୍ଠ ଦିନରେ ପୁରୁଷ ନାରୀ ସହ ସଂଭୋଗ କରିଲେ ପୁତ୍ର ନିଜ ଭଳି ହୋଇଥାଏ ।

ଋତୁସ୍ରାବର ୭ମ ଦିନରେ ସ୍ଵାମୀ ସ୍ତ୍ରୀ ସହବାସ କରିଲେ କନ୍ୟା ଟି ସୁନ୍ଦର ଓ ଗୁଣବତୀ ହୋଇଥାଏ । ଋତୁସ୍ରାବ ର ସ୍ଵାମୀ ସ୍ତ୍ରୀ ଅଷ୍ଟମ ଦିନରେ ସଂଭୋଗ କରିଲେ ପୁତ୍ର ଟି ଧନବାନ ହୋଇଥାଏ । ଋତୁସ୍ରାବର ନବମ ଦିନରେ ସ୍ଵାମୀ ସ୍ତ୍ରୀ ସମ୍ପର୍କ ସ୍ଥାପନ କରିଲେ କନ୍ୟାଟି ଜାତ ହୋଇଥାଏ । ଋତୁସ୍ରାବର ଦଶମ ଦିନରେ ସ୍ଵାମୀ ସ୍ତ୍ରୀ ସଂଭୋଗ କରିଲେ ସନ୍ତାନ ଗୁଣବାନ ହୋଇଥାଏ । ଋତୁସ୍ରାବର ଏକାଦଶ ଦିନରେ ସ୍ଵାମୀ ସ୍ତ୍ରୀ ସମ୍ଭୋଗ କରିଲେ ଅଧର୍ମୀ କନ୍ୟା ହୋଇଥାଏ । ଋତୁସ୍ରାବର ଦ୍ଵାଦଶ ଦିନ ସ୍ଵାମୀ ସ୍ତ୍ରୀ ସମ୍ପର୍କ ରଖିଲେ ଗୌର ବର୍ଣ୍ଣ ପୁତ୍ର ଜାତ ହୋଇଥାଏ ।

ଋତୁସ୍ରାବର ତ୍ରୟୋଦସ ଦିନରେ ସ୍ଵାମୀ ସ୍ତ୍ରୀ ସମ୍ପର୍କ ରଖିଲେ କନ୍ୟା ମହା ପାପିନୀ ହୋଇଥାଏ । ଋତୁସ୍ରାବର ଚତୁର୍ଦ୍ଦଶ ଦିନ ସ୍ଵାମୀ ସ୍ତ୍ରୀ ସହବାସ କରିଲେ ସୁଶୀଳ ପୁତ୍ର ଜନ୍ମ ହୋଇଥାଏ । ଋତୁସ୍ରାବର ପଞ୍ଚଦଶ ଦିନରେ ସ୍ଵାମୀ ସ୍ତ୍ରୀ ସହବାସ କରିଲେ କନ୍ୟା ସ୍ଵତିସ୍ଵାତି ହୋଇଥାଏ । ଋତୁସ୍ରାବର ଷୋଡଶ ଦିନରେ ସ୍ଵାମୀ ସ୍ତ୍ରୀ ସହବାସ କରିଲେ ବୁଦ୍ଧିମାନ ଓ ଜ୍ଞାନୀ ପୁତ୍ର ହୋଇଥାଏ ।

ଏହା ପରେ ୧୭ ରୁ ୨୦ ଦିନ ମଧ୍ୟରେ ସହବାସ କରିଲେ କୌଣସି ସନ୍ତାନ ଜନ୍ମ ହୁଅନ୍ତି ନାହି । ଡିମ୍ବ କୋଷ ରୁ ଯେଉଁ ଡିମ୍ବ ଟି ଜରାୟସୀ ଅବସ୍ଥାନ କରିଥାଏ ତାହା ୧୬ ଦିନ ପରେ ଆଉ ଗର୍ଭ ଧାରଣ କରିବା ଭଳି କ୍ଷମତା ନ ଥାଏ । ପୁଣି ୨୮ ଦିନ ପରେ ନାରୀ ର ଋତୁସ୍ରାବ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ହେଲଥ ଟିପ୍ସ ଟି ଭଲ ଲାଗିଥିଲେ ନିଶ୍ଚୟ କାମେଣ୍ଟ ଜରିଆରେ ଜଣାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *