ମାସିକ ଧର୍ମ ସମାପ୍ତ ହବାର ତୁରନ୍ତ ପରେ Pregnant ହେବାର ୩ ଟି ଉପାୟ, 100% Conceive କରିବାର ଦାବା- Pregnancy Tips

ଆଜିକା ସମୟରେ ଲୋକଙ୍କ ଖାଦ୍ୟ ପ୍ରଣାଳି ଏତେ ଖରାପ ହୋଇଯାଇଛି ଯେ ଯାହା କଲେ ମଧ୍ୟ ସମସ୍ତଙ୍କୁ କିଛି ନା କିଛି ରୋଗ ହେଉଛି । ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ହବ ନାହିଁ ଯେ ପ୍ରାୟତଃ ମହିଳାଙ୍କୁ କଂଶିଭ କରିବା ପାଇଁ ବହୁତ୍ ପ୍ରକାର ଅସୁବିଧା ହୋଇଥାଏ ଓ ଏହାର କାରଣ ତାଙ୍କ ସ୍ବାସ୍ଥ୍ୟ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା ସମସ୍ତଙ୍କୁ ଜାଣି ରଖିବା ଆବଶ୍ୟକ ଅଟେ ଓ ଏହି ଉପାୟ ଦ୍ୱାରା ଆପଣ ବହୁତ୍ ଶିଘ୍ର କଂସିଭ କରି ପାରିବେ ।

ମହିଳାଙ୍କୁ ପ୍ରତି ମାସରେ ମାସିକ ଧର୍ମ ଆସିଥାଏ ଓ ଏହା ସମାପ୍ତ ହବା ପରେ କିଛି ମହିଳାଙ୍କୁ ୪ ଦିନ କିଛି ମହିଳାଙ୍କୁ ୫ ଦିନ ବା ୭ ବା ୧୦ ଦିନ ପରେ ତାଙ୍କ ଓଭଲ୍ୟୁସନ୍ ଆରମ୍ଭ ହୋଇଥାଏ ଓ ଏହି ସମୟରେ କଂଶିଭ ହବାର ସବୁଠାରୁ ଅଧିକ ସମ୍ଭାବନା ହୋଇଥାଏ । ତେବେ ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବୁ ଯାହା ଆପଣଙ୍କୁ ମାସିକ ଧର୍ମ ସମାପ୍ତ ହବା ପରେ କରିବାର ଅଛି ।

୧- ପ୍ରଥମ କାମ ଯାହା ଆପଣଙ୍କୁ କରିବାର ଅଛି ତାହା ହେଉଛି ଆପଣଙ୍କୁ ଶତାବରୀ ଓ ଅସ୍ଵଗନ୍ଧା ପାଉଡର ସେବନ କରିବାର ହବ ଏହାର ସେବନ ଆପଣଙ୍କ ଓଭଲ୍ୟୁସନ୍କୁ ଭଲ କରିଥାଏ ଓ ଆପଣଙ୍କୁ କନ୍ସିଭ୍ କରିବାରେ ସାହାଯ୍ୟ ମଧ୍ୟ କରିଥାଏ । ଆପଣଙ୍କୁ ଶତାବରୀ ଓ ଅଶ୍ଵଗନ୍ଧା ଔଷଧ ଦୋକାନରେ ପ୍ରାପ୍ତ ହୋଇଯିବେ ଆପଣଙ୍କୁ ମାସିକ ଧର୍ମ ସମାପ୍ତ ହବା ପରେ ସବୁ ଦିନ ରାତିରେ ଉଷୁମ କ୍ଷୀର ସହ ଏହି ପାଉଡର ଗୋଟେ ଚାମଚ ମିଶାଇ ଖାଇବା ଉଚିତ୍ ।

୨- ଚିନ୍ତା ରୁ ଦୂରେଇ ରହିବାକୁ ହବ ଆପଣଙ୍କ ଭିତରେ ଚିନ୍ତା ରହିଲେ ଆପଣ କଂଶିଭ୍ କରି ପାରିବେ ନାହିଁ ସେଥିପାଇଁ ଆପଣ ଯୋଗା କରନ୍ତୁ କିଛି ଆସନ କରନ୍ତୁ ଯାହା ଦ୍ୱାରା ଆପଣଙ୍କ ମନ୍ ଶାନ୍ତ ରହୁ ଓ ଆପଣଙ୍କ ମନ୍ ଖୁସି ଅନୁଭବ କରି ପାରୁ ଏହା ଦ୍ୱାରା ଆପଣଙ୍କ ଶରୀର ଶିଘ୍ର କଂସିଭ୍ କରିଥାଏ ।

୩- ଯଦି ଆପଣଙ୍କ ଖାଇବା ଠିକ୍ ନାହିଁ ଓ ଆପଣଙ୍କ ଶରୀରରେ ଭିଟାମିନ କମ୍ ଅଛି ତେବେ ବି ଆପଣ ଗର୍ଭ ଧାରଣ କରିବାରେ ଅସୁବିଧା ଅନୁଭବ କରିବେ ସେଥିପାଇଁ ଏହି କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ଯେ ଆପଣଙ୍କ ଖାଇବା ପୋଷ୍ଟିକ ହେଉ ଓ ଆପଣଙ୍କ ଶରୀରରେ ଭିଟାମିନ କେବେ କମ ନହେଉ । ଏହି ଭଳି ଖାଦ୍ୟ ସେବନ କରନ୍ତୁ ଯାହା ଆପଣଙ୍କ ଶରୀରକୁ ହାନି ନୁହ ଲାଭ ଦେଇଥାଏ ଓ ସବୁଦିନ ଗୋଟେ ସିଯା ଅଣ୍ଡା ନିଶ୍ଚିନ୍ତ ସେବନ କରନ୍ତୁ ଏହା ବହୁତ୍ ଭଲ ଆହାର ଅଟେ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *