୩୦ ବର୍ଷ ପରେ ଏମିତି ଦେଖାଯାଉଛନ୍ତି Amitabhଙ୍କ ପିଲାଦିନର Acting କରିଥିବା ଏହି ଛୋଟପିଲା 

୮୦ ଦଶକର ବହୁତ ଫିଲ୍ମରେ ହିରୋ ମାନଙ୍କର ପିଲାବେଳ ଦିନ ଦେଖାଯାଉଥିଲା । ଏହା ଫିଲ୍ମକୁ ଅଧିକ ରୋମାଞ୍ଚକର ବନାଉଥିଲା । ଏମିତି ଜଣେ ବାଳ କଳାକାର ଥିଲେ ବିଟୁ, ଯିଏ ଛୁଆବେଳେ ଅମିତାଭ ବଚନଙ୍କ ଛୋଟ ବେଳର ଅଭିନୟ କରିଥିଲେ । ସେ ଛୋଟ ବଯସରୁ ବଡ ଅଭିନେତାଙ୍କ ସହିତ କାମ କରିଛନ୍ତି । କଣ ଜାଣିଛନ୍ତି ଛୋଟ ବେଳର ଅଭିନୟ କରିଥିବା ବିଟୁ କେଉଁଠି ଅଛନ୍ତି କଣ କରୁଛନ୍ତି ଓ କେମିତି ଦେଖାଯାଉଛନ୍ତି ।


ଏହି ବାଳ କଳାକାର ଅଭିନୟ ଓ ମାଶୁମ ଚେହେରା ଲୋକଙ୍କ ହୃଦୟରେ ଆଜି ମଧ୍ୟ ଛବି ହୋଇରହିଛି । ବିଟୁ ନିଜର ବହୁତ ଭଲ ଅଭିନୟ ପାଇଁ ମାଷ୍ଟର ବିଟୁ ନାମରେ ଜଣାଯାଏ । ତାଙ୍କର ରିଅଲ ନାମ ବିଶାଲ ଦେଶାଇ ଅଟେ । ଇଏ ୭୦ ଓ ୮୦ ଦଶକର ଫିଲ୍ମରେ ବହୁତ ନଜର ଆସିଛନ୍ତି । ସେ ଅମିତାଭ ବଚନଙ୍କ ଛୋଟ ବେଳର ଚରିତ୍ରରେ ଅଭିନୟ କରୁଥିଲେ । ସେ ଛୋଟ ହୋଇଥିବାରୁ ସବୁ ପ୍ରକାର ରୋଲ କରିପାରୁଥିଲେ ।

ସେ ବହୁତ ବଡ ବଡ ଫିଲ୍ମରେ ବାଲ କଳାକାର ଭାବେ ଅଭିନୟ କରିଛନ୍ତି । ଯେମିତିକି ଚୁପକେ ଚୁପକେ, ମୁକଦର କି ସିକନ୍ଦର, ଆମର ଆକବର ଆନ୍ଥୋନି, ଖାଲି ସେତିକି ନୁହେଁ ଦୋ ଅର ପାଞ୍ଚ, ସେ ଫିଲ୍ମ ୟାରନାରେ ବି ଅଭିନୟ କରିଥିଲେ ।

ତାଙ୍କ ଛୋଟ ବେଳର ଅଭିନୟ ଦେଖି ଲୋକ କହିଲେ ବଡ ହେଲେ ସେ ଜଣେ ବହୁତ ବଡ ଅଭିନେତା ହେବ ବୋଲି । କିନ୍ତୁ ସେ ବଡ ହୋଇ ଅଭିନୟ କରିବା ଛାଡି ଅଭିନୟ କରାଇଲେ । ବିଶାଲ ଦେଶାଇ ପ୍ରଡ଼କସନ ଲାଇନରେ ଯାଇଥିଲେ ।

ହେମମାଳିନୀଙ୍କ ଫିଲ କାମିନୀ ଓ ଦାମିନୀରେ ଆଶିଷ୍ଟ କରିଥିଲେ । ସେ ବିରାଶତ, ଭୂତନାଥ,ବାବୁଲ ଭଳି ବହୁତ ଫିଲ୍ମ କୁ ଆଶିଷ୍ଟ କରିଛନ୍ତି ।  ଛୋଟ ବେଳେ କିଉଟ ଦେଖାଯାଉଥିବା ଅଭିନେତା ବଡ ହୋଇ ପୁରା ବଦଳିଯାଇଛନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *