ଏମିତି କୁହାଯାକି ସକାଳ ସମୟ ବ୍ରହ୍ମ କାଳ ସମୟ ହୋଇଥାଏ, ବ୍ରହ୍ମ କାଳରେ ଦେବୀ ଦେବତା ମାନେ ଏହି ସମୟରେ ଭ୍ରମଣରେ ବାହାରି ଥାନ୍ତି । ସକାଳର ସମୟ ୪ ଟାରୁ ନେଇକି ସକାଳ ୭ ପର୍ଯ୍ୟନ୍ତ ହୋଇଥାଏ । ଏହି ସମୟରେ ଲୋକ ନିଜ ଘରର ସଫା ସୁତୁରା କରିଥାଏ ।
ଗାଁର ଲୋକମାନେ ସବୁ ବେଳେ ଭୋର ରୁ ଉଠି ଘର କାମ କରିଥାନ୍ତି ଶେଠୀ ପାଇଁ ସେ ସବୁବେଳେ ଖୁସିରେ ରହିଥାନ୍ତି । କିନ୍ତୁ ସହରରେ ଲୋକ ଠିକ ସମୟରେ ଉଠନ୍ତି ନହିଁ ଓ ବହୁତ ଦେଇ ପର୍ଯ୍ୟନ୍ତ ସୋଇଥାନ୍ତି ସେଥିଲାଗି ଦରିଦ୍ରତା ଲାଗି ରହିଥାଏ ।
ସେଥିଲାଗି ଲୋକ ସୁଖୀ ରହିପାରନ୍ତି ନହିଁ । ସୂର୍ଯ୍ୟ ଉଦୟ ପୂର୍ବରୁ ଯଦି କିଏ ଉଠିଥାଏ ଓ ଝାଡୁ ଲଗେଇଥାଏ ତାକୁ ବହୁତ ଫାଇଦା ମିଳିଥାଏ । ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ, ଆପଣଙ୍କ ଘରେ ସୁଖ ଶାନ୍ତି ଆସିଥାଏ । ମାତା ଲକ୍ଷ୍ମୀ ସାକ୍ଷାତ ଆପଣଙ୍କ ଘରେ ନିବାସ କରିଥାଏ । ସେଥିଲାଗି କୁହାଯାଏ ସକାଳ ମୁହୂର୍ତ ଶୁଭ ହୋଇଥାଏ , ଏହି ସମୟରେ ଯେଉଁ ଗୃହିଣୀ ଝାଡୁ ଲଗେଇଥାଏ, ସେ ବହୁତ ସୁଖୀ ହୋଇଥାଏ ତାକୁ ଜୀବନଭରି କିଛି ଅସୁବିଧାର ସମୁଖୀନ ହେବାକୁ ପଡିନଥାଏ ।
ଯେତେବେଳେ ସନ୍ଧ୍ଯା ହୋଇଯିବ ସେସମୟରେ ନିଜ ଘରେ କେବେବି ଝାଡୁ ଲଗେଇବା କଥା ନୁହେଁ, ଯଦି ଏମିତି କରିବେ ଆପଣ ଆପଣଙ୍କ ଘରେ ପ୍ରିୟା ବ୍ୟକ୍ତିର ଖରାପ ସମାଚାର ମିଳିଥାଏ । ବା ନିଜ ଘରେ ଖରାପ ଶକ୍ତିକୁ ନିମନ୍ତ୍ରଣ କରିବେ, ଶସ୍ତ୍ର ହିସାବରେ ସନ୍ଧ୍ୟା ସମୟରେ କେବେବି ଝାଡୁ ଲଗେଇବା କଥା ନୁହେଁ । ଶାସ୍ତ୍ର ହିସାବରେ ଏହାକୁ ଅବସଗୁଣ କୁହାଯାଏ । ଯେଉଁ ଲୋକ ଏମିତି କରିଥାନ୍ତି ସେଇ ଘରେ ସବୁବେଳେ ଗରିବୀ ଆସିଥାଏ । ବହୁତ ବ୍ୟକ୍ତି ସ୍ଵପ୍ନରେ ନିଜକୁ ଝାଡୁ ସହିତ ଦେଖି ଥାନ୍ତି, ଏହି ସ୍ଵପ୍ନ ସୌଭାଗ୍ୟ ଆଣିଥାଏ ।
ଯଦି ଆପଣଙ୍କ ଘର ସଦସ୍ୟ ବାହାରକୁ ଯାଉଛି ତେବେ ଆପଣ ସେହି ସମୟରେ ଘରେ ଝାଡୁ ଲଗେଇବା କଥା ନୁହେଁ । ଯଦି ସେହି ବ୍ୟକ୍ତି ତାର ଠିକ ଠିକାନରେ ପହଞ୍ଚି ଯାଇଛି ଓ ଆପଣଙ୍କୁ ଖବର ମିଳିସାରିଛି ତେବେ ଆପଣ ଝାଡୁ ଲଗାନ୍ତୁ । ଯେମିତି ଲୋକ ପଇସା କୁ ଲୁଚେକି ରଖୀ ଥାନ୍ତି ସେହିଭଳି ବ୍ୟକ୍ତି ଝାଡୁକୁ ମଧ୍ୟ ଲୁଚେଇକି ରଖିବା ଦରକାର । ଯଦି ଆପଣ ଏମିତି କରିବେ ଆପଣଙ୍କୁ ବହୁତ ଫାଇଦା ମିଳିଥାଏ । ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ଓ ଆପଣଙ୍କ ଉପରେ ଧନର ବର୍ଷା ହୋଇଥାଏ ।
ଏହି କଥାର ଧ୍ୟାନ ରଖିବେ ଝାଡୁକୁ ଘର ବାହାରେ କି ଛାତ ଉପରେ କେବିବି ରଖିବେ ନାହିଁ । ଏମିତି କରିବା ଦ୍ଵାରା ଅଶୁଭ ହୋଇଥାଏ ଓ ଚୋରୀ ହେବାର ସମ୍ଭାବନା ରହିଥାଏ । ଆପଣ ଭୂଲରେବି ଏମିତି କରିବେନି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।