ମାତା ଲକ୍ଷ୍ମୀ ସ୍ଵୟଂ ଦେଇଛନ୍ତି ବରଦାନ, ଯିଏ ବି ଏହି କାମ କରିବ “ମୁଁ ତା ଘର ଧନ ଦୌଲତରେ ଭରିଦେବି”

ଏମିତି କୁହାଯାକି ସକାଳ ସମୟ ବ୍ରହ୍ମ କାଳ ସମୟ ହୋଇଥାଏ, ବ୍ରହ୍ମ କାଳରେ ଦେବୀ ଦେବତା ମାନେ ଏହି ସମୟରେ ଭ୍ରମଣରେ ବାହାରି ଥାନ୍ତି । ସକାଳର ସମୟ ୪ ଟାରୁ ନେଇକି ସକାଳ ୭ ପର୍ଯ୍ୟନ୍ତ ହୋଇଥାଏ । ଏହି ସମୟରେ ଲୋକ ନିଜ ଘରର ସଫା ସୁତୁରା କରିଥାଏ ।

ଗାଁର ଲୋକମାନେ ସବୁ ବେଳେ ଭୋର ରୁ ଉଠି ଘର କାମ କରିଥାନ୍ତି ଶେଠୀ ପାଇଁ ସେ ସବୁବେଳେ ଖୁସିରେ ରହିଥାନ୍ତି । କିନ୍ତୁ ସହରରେ ଲୋକ ଠିକ ସମୟରେ ଉଠନ୍ତି ନହିଁ ଓ ବହୁତ ଦେଇ ପର୍ଯ୍ୟନ୍ତ ସୋଇଥାନ୍ତି ସେଥିଲାଗି ଦରିଦ୍ରତା ଲାଗି ରହିଥାଏ ।

ସେଥିଲାଗି ଲୋକ ସୁଖୀ ରହିପାରନ୍ତି ନହିଁ । ସୂର୍ଯ୍ୟ ଉଦୟ ପୂର୍ବରୁ ଯଦି କିଏ ଉଠିଥାଏ  ଓ ଝାଡୁ ଲଗେଇଥାଏ ତାକୁ ବହୁତ ଫାଇଦା ମିଳିଥାଏ । ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ, ଆପଣଙ୍କ ଘରେ ସୁଖ ଶାନ୍ତି ଆସିଥାଏ । ମାତା ଲକ୍ଷ୍ମୀ ସାକ୍ଷାତ ଆପଣଙ୍କ ଘରେ ନିବାସ କରିଥାଏ । ସେଥିଲାଗି କୁହାଯାଏ ସକାଳ ମୁହୂର୍ତ ଶୁଭ  ହୋଇଥାଏ , ଏହି ସମୟରେ ଯେଉଁ ଗୃହିଣୀ ଝାଡୁ ଲଗେଇଥାଏ, ସେ ବହୁତ ସୁଖୀ ହୋଇଥାଏ ତାକୁ ଜୀବନଭରି କିଛି ଅସୁବିଧାର ସମୁଖୀନ ହେବାକୁ ପଡିନଥାଏ ।

ଯେତେବେଳେ ସନ୍ଧ୍ଯା ହୋଇଯିବ ସେସମୟରେ ନିଜ ଘରେ କେବେବି ଝାଡୁ ଲଗେଇବା କଥା ନୁହେଁ, ଯଦି ଏମିତି କରିବେ ଆପଣ ଆପଣଙ୍କ ଘରେ ପ୍ରିୟା ବ୍ୟକ୍ତିର ଖରାପ ସମାଚାର ମିଳିଥାଏ । ବା ନିଜ ଘରେ ଖରାପ ଶକ୍ତିକୁ ନିମନ୍ତ୍ରଣ କରିବେ, ଶସ୍ତ୍ର ହିସାବରେ ସନ୍ଧ୍ୟା ସମୟରେ କେବେବି ଝାଡୁ ଲଗେଇବା କଥା ନୁହେଁ । ଶାସ୍ତ୍ର ହିସାବରେ ଏହାକୁ ଅବସଗୁଣ କୁହାଯାଏ । ଯେଉଁ ଲୋକ ଏମିତି କରିଥାନ୍ତି ସେଇ ଘରେ ସବୁବେଳେ ଗରିବୀ ଆସିଥାଏ । ବହୁତ ବ୍ୟକ୍ତି ସ୍ଵପ୍ନରେ ନିଜକୁ ଝାଡୁ ସହିତ ଦେଖି ଥାନ୍ତି, ଏହି ସ୍ଵପ୍ନ ସୌଭାଗ୍ୟ ଆଣିଥାଏ ।

ଯଦି ଆପଣଙ୍କ ଘର ସଦସ୍ୟ ବାହାରକୁ ଯାଉଛି ତେବେ ଆପଣ ସେହି ସମୟରେ ଘରେ ଝାଡୁ ଲଗେଇବା କଥା ନୁହେଁ । ଯଦି ସେହି ବ୍ୟକ୍ତି ତାର ଠିକ ଠିକାନରେ ପହଞ୍ଚି ଯାଇଛି ଓ ଆପଣଙ୍କୁ ଖବର ମିଳିସାରିଛି ତେବେ ଆପଣ ଝାଡୁ ଲଗାନ୍ତୁ । ଯେମିତି ଲୋକ ପଇସା କୁ ଲୁଚେକି ରଖୀ ଥାନ୍ତି ସେହିଭଳି ବ୍ୟକ୍ତି ଝାଡୁକୁ ମଧ୍ୟ ଲୁଚେଇକି ରଖିବା ଦରକାର । ଯଦି ଆପଣ ଏମିତି କରିବେ ଆପଣଙ୍କୁ ବହୁତ ଫାଇଦା ମିଳିଥାଏ । ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ଓ ଆପଣଙ୍କ ଉପରେ ଧନର ବର୍ଷା ହୋଇଥାଏ ।

ଏହି କଥାର ଧ୍ୟାନ ରଖିବେ ଝାଡୁକୁ ଘର ବାହାରେ କି ଛାତ ଉପରେ କେବିବି ରଖିବେ ନାହିଁ । ଏମିତି କରିବା ଦ୍ଵାରା ଅଶୁଭ ହୋଇଥାଏ ଓ ଚୋରୀ ହେବାର ସମ୍ଭାବନା ରହିଥାଏ । ଆପଣ ଭୂଲରେବି ଏମିତି କରିବେନି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *